Latest Odisha News

BREAKING NEWS

ବଡ଼ ଡ଼କାୟତି ଯୋଜନା ପଣ୍ଡ ହେଲା, ମାରଣାସ୍ତ୍ର ସହ ଡ଼କାୟତ ଗ୍ୟାଙ୍ଗ୍ ଧରାପଡ଼ିଲେ

ଝାରସୁଗୁଡା : ଅନ୍ତଃରାଜ୍ୟ ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ଧରିବାରେ ଝାରସୁଗୁଡା ପୋଲିସକୁ ଶୁକ୍ରବାର ଦିନ ଏକ ବଡଧରଣର ସଫଳତା ମିଳିଛି । ପୋଲିସ ସୂଚନା ଅନୁଯାୟୀ ଜମଦରପଡା ନିକଟସ୍ଥ ଏକ ସ୍ଥାନରେ ଏହି ଗ୍ୟାଙ୍ଗ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ଡକାୟତ ମାନଙ୍କୁ ଧରିବାରେ ସକ୍ଷମ ହୋଇଛି ।…

ସର୍ଭେରେ ସମ୍ ହସ୍ପିଟାଲର ଚାରୋଟି ସ୍ୱାସ୍ଥ୍ୟସେବା ବିଭାଗ ରାଜଧାନୀରେ ନମ୍ବର ୧

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ ମେଡ଼ିକାଲ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ ୪ ଟି ବିଭାଗ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଡ଼େଣ୍ଟାଲ୍ ସାଇନ୍ସେସ୍ “ଟାଇମ୍ସ ହେଲ୍ଥ ସର୍ଭେ” ଭୁବନେଶ୍ୱରରେ ଏକ ନମ୍ବର ସ୍ଥାନରେ ରହିଛି । ଜାତୀୟ, ଆଞ୍ଚଳିକ…

ସୁନ୍ଦରଗଡରେ ହାତୀ ମୃତଦେହ ମିଳିବା ଘଟଣା: ୨ ବନ କର୍ମଚାରୀ ନିଲମ୍ବିତ

ରାଜଗାଙ୍ଗପୁର : ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରେଞ୍ଜ ନିକଟସ୍ଥ ସୋନାଖାନ୍ ଜଙ୍ଗଲ ଅଞ୍ଚଳରେ ହାତୀ ମୃତଦେହ ମିଳିବା ଘଟଣାରେ ଶୁକ୍ରବାର ଦିନ ବନବିଭାଗ ୨ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛି । ନିଲମ୍ବିତ ୨ ବନ କର୍ମଚାରୀ ହେଲେ ଫରେଷ୍ଟର ହରିଶ ଜେନା ଓ ଅନ୍ୟ ଜଣେ ଫରେଷ୍ଟ ଗାର୍ଡ ସବିତା…

ଭୁବନେଶ୍ୱର: କାନ୍ଥ ଧସି ୩ଜଣ ଶ୍ରମିକ ଆହତ

ଭୁବନେଶ୍ୱର: ଭୁବନେଶ୍ୱରର ବରମୁଣ୍ଡା ଅନ୍ତର୍ଗତ ପାଇକ ନଗର ନିକଟବର୍ତ୍ତୀ ଏକ ପାଉଁରୁଟି ଫ୍ୟାକ୍ଟ୍ରିର କାନ୍ଥ ଧସିଯିବାରୁ ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ସୁତ୍ରରୁ ପ୍ରକାଶ ଯେ ଡେଲଟା ଅଞ୍ଚଳ ସ୍ଥିତ ପାଉଁରୁଟି ଫ୍ୟାକ୍ଟି ପାଖରେ ଥିବା ଡ୍ରେନ ଖନନ କାର୍ଯ୍ୟରେ…

ଆଜି କେନ୍ଦ୍ରୀୟ ଟିମ୍ ଗଜପତି ଜିଲ୍ଲା ଗସ୍ତ କରୁଛନ୍ତି

ଭୁବନେଶ୍ୱର: ଅକ୍ଟୋବର ୧୧ ତାରିଖରେ ଘଟିଥିବା ଭୟଙ୍କର ତିତଲି ବାତ୍ୟା ପ୍ରଭାବିତ ଗଜପତି ଜିଲ୍ଲା ଗସ୍ତ କରୁଛନ୍ତି କେନ୍ଦ୍ରୀୟ ଦଳ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ (କେନ୍ଦ୍ର-ରାଜ୍ୟ ସମୂହ) ଏସ.କେ ସାହିଙ୍କ ନେତୃତ୍ୱରେ ଏକ ୭ଜଣିଆ ଟିମ୍ ଗଜପତି ଜିଲ୍ଲାରେ ବାତ୍ୟା ଜନିତ କ୍ଷୟକ୍ଷତିର…

ଲୁଟ୍ ପରେ ନାବାଳିକା ଦୁଷ୍କର୍ମ ଘଟଣା: ଅମାନୁଷିକତାର ଚରମ ସୀମା ଟପିଗଲେ ଦୁର୍ବୃତ୍ତ

ବ୍ରହ୍ମପୁର : ନାବାଳିକା ଦୁଷ୍କର୍ମ ତଥା ନିର୍ଯ୍ୟାତିତା ଘଟଣା ଦିନକୁ ଦିନ ସୀମା ଅତିକ୍ରମ କରୁଥିବାବେଳେ ପୁଣିଥରେ ଏହିପରି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର କବି ସୂର୍ଯ୍ୟନଗରରେ । କିଛି ଦୁବୃର୍ତ୍ତ କବି ସୂର୍ଯ୍ୟନଗର ଅଞ୍ଚଳରେ ଥିବା ଏକ ଘରେ କଳାକନା ବୁଲାଇବାକୁ…

ବିଧାନସଭା ଶୀତକାଳୀନ ଅଧିବେଶନ ନଭେମ୍ବର ୧୬ରୁ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ନଭେମ୍ବର ୧୬ରୁ ଆରମ୍ଭ ହେବ ବୋଲି ବିଧାନସଭା ସଚିବାଳୟ ସୂତ୍ରରୁ ଜଣାପଡ଼ିଛି । ଏହି ଶୀତକାଳୀନ ଅଧିବେଶନ ଡ଼ିସେମ୍ବର ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ସମୁଦାୟ ୨୩ଟି କାର୍ଯ୍ୟଦିବସ ରହିବ ବୋଲି ସୂଚନା ମିଳିଛି ।…

ସୁପ୍ରିମକୋର୍ଟରେ ନିଯୁକ୍ତ ହେଲେ ୪ ନୂଆ ବିଚାରପତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ କଲେଜିୟମଙ୍କ ଦ୍ୱାରା ନୂଆ ବିଚାରପତିଙ୍କ ନାମ ସୁପାରିଶର ୪୮ ଘଣ୍ଟା ମଧ୍ୟରେ ସମସ୍ତ ୪ଜଣ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କୁ ସୁପ୍ରିମକୋର୍ଟରେ ପଦୋନ୍ନତି ମିଳିଯାଇଛି । ଏନେଇ ଗୁରୁବାର ରାତିରେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କ ନିଯୁକ୍ତିକୁ ନେଇ ଏକ…

ଜାଣନ୍ତୁ, ପ୍ରେମ୍ ଆନନ୍ଦ କାହିଁକି ଗାଆନ୍ତିନି ଗୀତ !

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତର ବାଦଶାହା ପ୍ରେମ୍ ଆନନ୍ଦ ଉଭୟ ଗୀତ ଓ ମାର୍ଜିତ ବ୍ୟବହାରକୁ ନେଇ ଘରେ ଘରେ ଲୋକପ୍ରିୟ । କେବେ ରୋମାଣ୍ଟିକ୍ ଗୀତ ତ କେବେ ସୁପରହିଟ୍ ଆଇଟମ୍ ନମ୍ବର ନିର୍ଦ୍ଦେଶନା ଦେଇ ଓଡ଼ିଆ ଶ୍ରୋତାଙ୍କ ମନରେ ଘର କରିନେଇଛନ୍ତି ସେ । ତାଙ୍କୁ ‘ଓଲିଉଡରେ ମ୍ୟୁଜିକାଲ୍…

ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ଭିଡ଼

ବାରିପଦା: ପ୍ରାକୃତିକ ନୈସର୍ଗିକତାରେ ଭରପୁର ଶିମିଳିପାଳ ଅଭୟାରଣ୍ୟ ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ଲାଗି ଖୋଲାଯାଇଛି । ଜାତୀୟ ଅଭୟାରଣ୍ୟ କୁ ବୁଲିବା ପାଇଁ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ଦୀର୍ଘ ଚାରିମାସ ପରେ ପ୍ରଥମଥର ଅଭୟାରଣ୍ୟ ପରିଦର୍ଶକଙ୍କ ଲାଗି…