Latest Odisha News

BREAKING NEWS

ଦେଶର ଦ୍ରୁତତମ ରେଳ ଭାବେ ଘୋଷିତ ହେଲା ‘ଟ୍ରେନ-୧୮’

ନୂଆଦିଲ୍ଲୀ : ଦେଶର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଇଞ୍ଜିନ ବିହୀନ ‘ଟ୍ରେନ-୧୮’କୁ ଦେଶର ଦ୍ରୁତତମ ଟ୍ରେନ ଭାବେ ମଂଜୁରୀ ମିଳିଛି। ଏହି ଟ୍ରେନ ତାର ପ୍ରଥମ ଟ୍ରାଏଲ ରନ ସମୟୟରେ ଟ୍ରେନଟି ଘଣ୍ଟା ପ୍ରତି ୧୮୧ କିମି. ବେଗରେ ଗତି କରିଥିବା ନେଇ ରେକର୍ଡ କରାଯାଇଛି । କେନ୍ଦ୍ର ରେଳମନ୍ତ୍ରୀ…

ଓଡ଼ିଶାର ୨ଟି ନର୍ସିଂ କଲେଜରେ ୭୦ଟି ପଦବୀକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାର ସମ୍ବଲପୁର ବୁର୍ଲ୍ଲାସ୍ଥିତ ଭିମସାର ମେଡ଼ିକାଲ କଲେଜରେ ଥିବା ନର୍ସିଂ କଲେଜ ଏବଂ କଟକସ୍ଥିତ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଥିବା ନର୍ସିଂ କଲେଜ ଲାଗି ୫୬ଟି ଶିକ୍ଷକ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଅନୁମୋଦନ କରିଛନ୍ତି । ଏହା ବ୍ୟତୀତ,…

ଧର୍ମଗଡରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବାଧାପ୍ରାପ୍ତ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ବନ୍ଦ ଡାକରା ଯୋଗୁ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ବନ୍ଦ ପାଳନରେ ଧର୍ମଗଡ ସମେତ…

ବରଗଡ଼ରେ ମାଓବାଦୀ କ୍ୟାମ୍ପ ବିଧ୍ୱସ୍ତ, ଗୁଳି ବିନିମୟରେ ୨ ନକ୍ସଲ ଆହତ

ସମ୍ବଲପୁର: ବରଗଡ଼ ଜିଲ୍ଲାରେ ନିରାପତ୍ତା ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହେବା ଯୋଗୁଁ ଏକ ମାଓବାଦୀ କ୍ୟାମ୍ପ ଧ୍ୱସ୍ତ ବିଧ୍ୱସ୍ତ ହେବା ସହିତ ବରଗଡ଼-ବଲାଙ୍ଗୀର ମହାସମୁନ୍ଦ ଡ଼ିଭିଜନ କମିଟି ମୁଖ୍ୟ ରବିନ୍ଦ୍ର ସମେତ ୨ଜଣ ସଶସ୍ତ୍ର ମାଓବାଦୀ ପୋଲିସ ଗୁଳିରେ ଗୁରୁତର ଆହତ ହୋଇଥିବା କଥା…

ମରୁଡ଼ି ପରିସ୍ଥିତି ନେଇ ରାଜ୍ୟ ସରକାର କୌଣସି ସୂଚନା ଦେଇନାହାନ୍ତି: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ କୌଣସି ସୂଚନା ପ୍ରଦାନ କରିନାହାନ୍ତି ବୋଲି ବୁଧବାର ଦିନ ରାଜ୍ୟସଭାରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି । ରାଜ୍ୟସଭାରେ ବିଜେଡ଼ି ସଦସ୍ୟ ଅନୁଭବ…

ଭୁବନେଶ୍ୱରରେ ଡ଼ିସେମ୍ବର ୨୮ରୁ ଜାତୀୟ ‘ତୋଷାଳୀ କ୍ରାଫ୍ଟସ ମେଳା’

ଭୁବନେଶ୍ୱର: ତ୍ରୟୋଦଶ ‘ତୋଷାଳୀ ଜାତୀୟ କ୍ରାଫ୍ଟସ ମେଳା’ ଡ଼ିସେମ୍ବର ୨୮ ତାରିଖରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ରାଜଧାନୀର ଜନତା ମଇଦାନରେ ଅନୁଷ୍ଠିତ ହେବ । ଏହି ତ୍ରୟୋଦଶ ଜାତୀୟ କ୍ରାଫ୍ଟସ ମେଳାରେ ରାଜ୍ୟ ତଥା ରାଜ୍ୟ…

ସ୍କୁଲ ଆଡମିସନ ଲାଗି ଆଧାର କାର୍ଡ ମାଗିବା କୋର୍ଟ ପ୍ରତି ଅବମାନନା: ୟୁଆଇଡିଏଆଇ

ନୂଆଦିଲ୍ଲୀ : ଏବେ ନର୍ସରୀ ସହିତ ଉଚ୍ଚ ଶ୍ରେଣୀରେ ଆଡମିସନ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଭାରତୀୟ ଆଧାର ପ୍ରାଧିକରଣ କର୍ତ୍ତୃପକ୍ଷ ସ୍ପଷ୍ଟ କରି କହିଛନ୍ତି ୧୨ଅଙ୍କ ବିଶିଷ୍ଟ ବାୟୋମେଟ୍ରିକ ଚିହ୍ନଟ ଲାଗି ସ୍କୁଲ ଗୁଡିକ ଯେଉଁ ଆଗ୍ରହ ପ୍ରକାଶ କରିଛନ୍ତି ତାହା ଦ୍ୱାରା ଅଦାଲତର ଅବମାନନା…

କୋଟିଆ ଗାଁ ପରେ ଏବେ ମାଲକାନଗିରି ଉପରେ ଆନ୍ଧ୍ର ସରକାରଙ୍କ ନଜର

ମାଲକାନଗିରି : ଓଡିଶାର ସୀମାନ୍ତ ଗ୍ରାମ ଗୁଡିକୁ କରାୟତ କରିବାକୁ ଆନ୍ଧ୍ର ସରକାର ଏବେ ରଚିଛନ୍ତି ନୂଆ ଷଡଯନ୍ତ୍ର । ଓଡିଶାର କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ତହସିଲ ଅନ୍ତର୍ଗତ କୋଟା ପଞ୍ଚାୟତରେ ବିଭିନ୍ନ ଜନ ହିତକର ଯୋଜନା ଗୁଡିକ ଆରମ୍ଭ କରିବା ପରେ ଏବେ ଆନ୍ଧ୍ର ସରକାର ମାଲକାନଗିରି ଜିଲ୍ଲା…

୫ ଡିଗ୍ରୀ ତଳକୁ ଖସୁଛି ପାରଦ, ଜାନୁଆରୀ ୨ ଯାଏଁ ଓଡିଶାରେ ଶୀତ ଲହରୀ

ଭୁବନେଶ୍ୱର : ଓଡିଶାରେ ଶୀତର ପ୍ରକୋପ ଜାନୁଆରୀ ୨ ଯାଏଁ ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ବୁଡଧବାର ଦିନ ସୂଚନା ପ୍ରଦାନ କରିଛନ୍ତି । ଦେଶର ପୂର୍ବାଞ୍ଚଳରେ ତଥା ହିମାଳୟର ପାର୍ବତ୍ୟାଞ୍ଚଳରେ ପ୍ରବଳ ତୁଷାରପାତ ତଥା ହିମ ପ୍ରବାହ ହେବା ଯୋଗୁଁ ଓଡିଶାରେ ଶୀତ ଲହରୀ…

‘ଜବାବ ମାଗୁଛି ଓଡ଼ିଶା’, ରାଜ୍ୟ ଲାଗି ଆର୍ଥୀକ ସ୍ୱାତନ୍ତ୍ର‌୍ୟତାର ଦାବି ରଖିଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ କେନ୍ଦ୍ରଠାରୁ ଆର୍ଥୀକ ସ୍ୱାତନ୍ତ୍ର‌୍ୟତା ମିଳିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି । “ଆମେ କେନ୍ଦ୍ରଠାରୁ ନା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାଗୁଛୁ ନା କେନ୍ଦ୍ରୀୟ ସହାୟତା । ଓଡ଼ିଶାର ବିକାଶ ଓଡ଼ିଶାର ଜନସାଧାରଣଙ୍କ ଅର୍ଥରେ ହିଁ…