ମେ ୨୦୧୯ରୁ ଚାଇନାରେ ଆରମ୍ଭ ହୋଇଥିଲା କରୋନା!
ବେଜିଂ: ଚାଇନାର ଉହାନରେ ମହାମାରୀ କରୋନାର ଉତ୍ପତ୍ତିକୁ ଅନେକ ମାସ ବିତିଗଲାଣି କିନ୍ତୁ ଏହା କିପରି ଆରମ୍ଭ ହେଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ଅନୁସନ୍ଧାନକାରୀ ଗୋଷ୍ଠୀ କରୋନାଭାଇରସ୍ ର ଉତ୍ପତ୍ତି ବିଷୟରେ ଜାଣିବାକୁ ପ୍ରୟାସ କରୁଥିବା ବେଳେ…