Latest Odisha News

BREAKING NEWS

ଦୁର୍ଘଟଣାରେ ଯୁବକଙ୍କ ଅକାଳ ବିୟୋଗ

ଟିଟିଲାଗଡ଼ : ଦୁର୍ଘଟଣାରେ ଯୁବକଙ୍କ ଜୀବନ ଗଲା । ଟିଟିଲାଗଡ଼ ସଇଁତଲା ମୁଖ୍ୟ ରାସ୍ତାର ଶଗଡ଼ଘାଟି ନିକଟରେ ରାସ୍ତା ଉପରେ ଜଣେ ଯୁବକ ଦୁର୍ଘଟଣାରେ ଶିକାର ହୋଇ ଗୁରୁତର ହୋଇ ପଡ଼ିଥିଲେ। ଟିଟିଲାଗଡ଼ ଥାନା ଅଧିକାରୀ ରଞ୍ଜନ ବରିହା ସୂଚନା ପାଇ ଶଗଡ଼ଘାଟି ଗାଁ ନିକଟରୁ ମୁର୍ମୁଷ ଅବସ୍ଥାରେ ଯୁବକଙ୍କୁ…

ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରିଲା ଭାରତୀୟ ହକି ଟିମ୍‌

ନୂଆଦିଲ୍ଲୀ: ଭାରତୀୟ ହକି ଟିମ୍ ଆଜି ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରି ଯାଇଛି । କରୋନା ମହାମାରୀ ଏବଂ କଡା କ୍ୱାରୋଂଟାଇନ ନିୟମ ଯୋଗୁ ଭାରତ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ୟୁରୋପ ଦେଶଗୁଡିକ ମଧ୍ୟରେ ଇଂଲଣ୍ଡ କରୋନା ମହାମାରୀ ସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ…

ବିଜେପି ହାତ ଛାଡିବେ ଜୟରାମ ପାଙ୍ଗି : ଗଠନ କଲେ ଦଣ୍ଡକାରାଣ୍ୟ ପର୍ବତମାଳା ବିକାଶ ପରିଷଦ

କୋରାପୁଟ : ବିଜେପି ଛାଡିବେ କି ଜୟରାମ ପାଙ୍ଗି । ମାଟିର ବିକାଶ ପାଇଁ ବିଜେପି ଛାଡିବେ ଜୟରାମ ପାଙ୍ଗି । ଆଦିବାସୀଙ୍କ ସ୍ବାର୍ଥ ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ଦଳ ଛାଡିବେ କହିଛନ୍ତି ଜୟରାମ ପାଙ୍ଗି । ଏହାସହ ଗଠନ କରିଛନ୍ତି ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ।…

ସାଗର ଧନକାର ହତ୍ୟା ମାମଲା: ଖୁବ୍ ଶୀଘ୍ର ସୁଶୀଲଙ୍କ ବିରୋଧରେ ଦ୍ୱିତୀୟ ଚାର୍ଜଶିଟ ଦାଖଲ କରିବ ପୋଲିସ

ନୂଆଦିଲ୍ଲୀ: ଛତ୍ରଶାଲ ଷ୍ଟାଡିୟମରେ ଜୁନିୟର ରେସଲର ସାଗର ଧନକାର ହତ୍ୟା ମାମଲାରେ ସ୍ଥାନୀୟ କୋର୍ଟ ପହଲିମାନ ସୁଶୀଲ କୁମାରଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି । ବିଚରପତି ଶିବାଜୀ ଆନନ୍ଦ ଏହି ଶୁଣାଣୀ କରିଛନ୍ତି । ଦିଲ୍ଲୀ ପୋଲିସ ଖୁବ୍ ଶୀଘ୍ର ସୁଶୀଲଙ୍କୁ ନେଇ ଦ୍ୱିତୀୟ ଚାର୍ଜଶିଟ ଦାଖଲ…

କୋଭାକ୍ସିନକୁ ଆଜି ମିଳିପାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମତି

ନୂଆଦିଲ୍ଲୀ : ଭାରତ ବାୟୋଟେକର କୋଭିଡ ଟିକା କୋଭାକ୍ସିନକୁ ଆଜି ମିଳିପାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମତି । ଯଦି ଏହି ଟିକାକୁ ଅନୁମତି ମିଳେ ତେବେ ଏହାର ରପ୍ତାନୀ ଓ ଭାରତୀୟଙ୍କ ବିଦେଶ ଯାତ୍ରା ଲାଗି ବାଟ ସଫା ହେବ । ଯଦି ଅନୁମତି ମିଳେ ତେବେ ଭାରତୀୟ ଯାତ୍ରୀଙ୍କୁ ବିଦେଶରେ…

ୟୁପି ଚାଷୀ ମୃତ୍ୟୁ ଘଟଣା : ସୋନପୁର ଶ୍ରମିକ କୃଷକ ଏକତା ମଞ୍ଚର ବିକ୍ଷୋଭ

ସୋନପୁର : ଉତ୍ତର ପ୍ରଦେଶ ଚାଷୀ ମୃତ୍ୟୁ ଘଟଣାକୁ ନେଇ ସୋନପୁର ଜିଲ୍ଲାରେ ପ୍ରତିବାଦ । ଉତ୍ତର ପ୍ରଦେଶ ଲଖିପୁର ଠାରେ ହୋଇଥିବା ଚାଷୀ ମୃତ୍ୟୁ ଘଟଣାକୁ ନିନ୍ଦା କରି ସୁବର୍ଣ୍ଣପୁର ଜିଲ୍ଲା ଶ୍ରମିକ କୃଷକ ଏକତା  ମଞ୍ଚ ପକ୍ଷରୁ ବିରମହାରାଜପୁର ମୁଖ୍ୟ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।…

ଫିଟୁଛି ମୁମ୍ବାଇ ଡ୍ରଗ୍ସ କାରବାରର ଗୁମର, ୧୨ ଜଣଙ୍କୁ ବାନ୍ଧିଲାଣି ଏନସିବି

ମୁମ୍ବାଇ : ଫିଟୁଛି ମୁମ୍ବାଇ ଡ୍ରଗ୍ସ କାରବାରର ଗୁମର । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟି ଗୋଟି ତଥ୍ୟ ହାସଲ କରୁଛି ଏନସିବି । ତେବେ ଜେରା ବେଳେ କ୍ରିପ୍ଟୋକରେନ୍ସି ଜରିଆରେ ଅଭିଯୁକ୍ତମାନେ ମାଦକ ଦ୍ରବ୍ୟ କ୍ରୟ କରିଥିଲେ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି । ଏଡାସହ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ…

ଏଣିକି ସ୍ବୟଂ ସହାୟକ ଗୋଷ୍ଠୀ ଆଦାୟ କରିବ ବିଜୁଳି ବିଲ୍

ଭୁବନେଶ୍ବର : ଏଣିକି ସ୍ବୟଂ ସହାୟକ ଗୋଷ୍ଠୀ ଆଦାୟ କରିବ ବିଜୁଳି ବିଲ୍‌ । ଘରକୁ ଯାଇ ବିଲ୍‌ ଆଦାୟ କରିବ ଏସଏଚଜି । ଯେଉଁ ଘରକୁ ବିଜୁଳି ସଂଯୋଗ ଦିଆଯାଇନି, ତୁରନ୍ତ ଦିଆଯିବ । ଲୋକଙ୍କ ଘରେ ଲାଗିବ ପ୍ରିପେଡ ସ୍ମାର୍ଟ ମିଟର । ସିମ୍ କାର୍ଡ ଜରିଆରେ ଜଣେ ଯେତିକି ପେମେଣ୍ଟ କରିବ, ସେତିକି…

ପୂଜା ପୂର୍ବରୁ ମୁକୁଳା ଡ୍ରେନରେ ପଡିବ ସ୍ଲାବ୍‌, ବିଧାନସଭାର ଷ୍ଟାଣ୍ଡିଙ୍ଗ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକରେ…

ଭୁବନେଶ୍ବର : ଅଘଟଣ ପରେ ଚେତା ପଶିଲା । ଏବେ ମୁକୁଳା ଡ୍ରେନ ଉପରେ ପଡିବ ସ୍ଲାବ୍‌ । ଡ୍ରେନ ଉପରେ ଜବର ଦଖଲ ଉଚ୍ଛେଦ ହେବ । ସହରାଞ୍ଚଳରେ ଡ୍ରେନେଜ ସମସ୍ୟା ନେଇ ବିଧାନସଭାର ଷ୍ଟାଣ୍ଡିଙ୍ଗ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୂଜା ପୂର୍ବରୁ ସମସ୍ତ କାମ ସାରିବାକୁ…

ଗଞ୍ଜେଇ କାରବାରରେ ଲାଗିବ ରୋକ୍

ଭୁବନେଶ୍ୱର: ଦିନକୁ ଦିନ ବଢିଚାଲିଛି ନୀଳ ଜହର କାରବାର। ପ୍ରତିଦିନ କୌଣସି ନା କୌଣସି ସ୍ଥାନରୁ ଚଢାଉ ସମୟରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହେଉଛି । ତେବେ ଏହି ଗଞ୍ଜେଇ କାରବାର ରୋକିବାକୁ ବିଭିନ୍ନ ପଦକ୍ଷେପ ମାନେ ନିଆଯାଉଥିବା ବେଳେ ଏହା କିନ୍ତୁ ଫେଲ୍ ମାରୁଛି । ଏନେଇ ଆୟୋଜିତ ହୋଇଛି…