ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତା ସତୀଶ କୌଶିକ୍
ନୂଆଦିଲ୍ଲୀ: ଗତ ସପ୍ତାହରେ ଅଭିନେତା ସତୀଶ କୌଶିକ୍ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ସୂଚନା ଅନୁଯାୟୀ ଅଭିନେତା ସତୀଶ କୌଶିକ୍ଙ୍କୁ ମୁମ୍ବାଇର କୋକିଲାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ୍ରେ ଭର୍ତ୍ତି ହେବା ପୂର୍ବରୁ ସେ ଦୁଇ ଦିନ ଧରି ଘରେ…