Latest Odisha News

BREAKING NEWS

ଓଡିଶାର ସମୃଦ୍ଧ କଳାର ପ୍ରୋତ୍ସାହକ ଏବଂ ପ୍ରଶାସକ ଭାବେ କାମ କରିବା ମୋ ସୌଭାଗ୍ୟ: ତାରାକାନ୍ତ ପରିଡା

ହାଇସ୍କୁଲ ସରିବା ଯାଏଁ ସେ ଜାଣି ନଥିଲେ ଯେ ତାଙ୍କର ଚିତ୍ର କଳାରେ ପ୍ରତିଭା ଅଛି ଏପରିକି କଲେଜରେ ଏହାକୁ ଏକ ବିଷୟରେ ଭାବେ ପଢାଯାଏ ବୋଲି । ଜଗତସିଂହପୁର ଜିଲ୍ଲା ଅଖ୍ୟାତ ପଲ୍ଲୀ ଗୁଡୁପାଇଲୋର ସେ ନିରୀହ ଆଉ ସରଳ ପିଲାଟି ବଡ଼ ହୋଇ କଳା ଓ କଳାକାରର ମିଶ୍ରଣରେ କଳାର ଅଧିକାରୀ ଓ ପ୍ରଶଂସକ ହୋଇ…

ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲର ଉଦଘାଟନ କଲେ ରାଷ୍ଟ୍ରପତି 

ରାଉରକେଲା: ରାଉରକେଲାର ସୁପରସ୍ପେସିଆଲଟି ହସ୍ପିଟାଲ ଉଦଘାଟିତ । ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ ଉଦ୍ଘାଟିତ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅତ୍ୟାଧୁନିକ ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି l ଲୋକାର୍ପଣ ହେବା ପରେ ହସ୍ପିଟାଲ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତା ହରମନ ବାୱେଜା

ନୂଆଦିଲ୍ଲୀ: ବାହା ହେଲେ ଅଭିନେତା ହରମନ ବାୱେଜା। ଶିଖ ରୀତିନୀତି ଅନୁଯାୟୀ ହରମନ ବାୱେଜା ଏବଂ ପ୍ରେମିକା ଶଶା ରାମଚାନ୍ଦନୀ ରବିବାର ଦିନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ବିବାହରେ ଦମ୍ପତିଙ୍କ ପରିବାର ଏବଂ ସେମାନଙ୍କ ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ। ହରମନ ଏକ ଧଳା ଏବଂ ଗୋଲାପୀ…

ଖୁବ୍‌ ଶୀଘ୍ର କରୋନା ଟିକା ନେବେ ବିଗ୍‌ ବି

ନୂଆଦିଲ୍ଲୀ: ନିକଟରେ ବିଗ୍‌ ବିଙ୍କର ଆଖି ଅସ୍ତ୍ରୋପଚାର କରାଯାଇଥିବା ବେଳେ ତାଙ୍କ ପ୍ରଶଂସକଙ୍କୁ ନିରନ୍ତର ସମର୍ଥନ ଏବଂ ପ୍ରେମ ପାଇଁ ଅଭିନେତା ଅମିତାଭ ବଚ୍ଚନ ଏକ ବ୍ଲଗ୍ ଲେଖିଥିଲେ। ସେ କହିଛନ୍ତି ଯେ ତାଙ୍କ ପ୍ରଶଂସକଙ୍କ ଅଭିନନ୍ଦନ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇବା ସହ…

ଗୋବିନ୍ଦଙ୍କ ଦର୍ଶନ କଲେ ଗୋବିନ୍ଦା, ପୁରୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବଲିଉଡ଼ ଷ୍ଟାର ଓ ତାଙ୍କ…

ପୁରୀ: ପୁରୀ ଶ୍ରୀମନ୍ଦିର ଆସି ମହାପ୍ରଭୂଙ୍କୁ ଦର୍ଶନ କରିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ । ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିବା କହିଛନ୍ତି ଗୋବିନ୍ଦା । ମହାପ୍ରଭୁଙ୍କୁ ଅତି ନିକଟକୁ ଦେଖି ବିଭୋର ହୋଇଯାଇଥିଲେ ଗୋବିନ୍ଦା । ଜଗାର ଚକାଆଖି ଦେଖି ଭାବରେ ବୁଡିଗଲେ…

ମନସୁଖ ହିରେନ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ସଚିନ ୱାଜେ!

ନୂଆଦିଲ୍ଲୀ: ମହାରାଷ୍ଟ୍ର ଆତଙ୍କବାଦ ବିରୋଧୀ ସ୍କ୍ବାର୍ଡ (ଏଟିଏସ) ମନସୁଖ ହିରେନଙ୍କ ମୃତ୍ୟୁ ମାମଲାରେ ନିଲମ୍ବିତ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ସଚିନ ୱାଜେଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରିଛି। ସଚିନ୍ ୱାଜେଙ୍କୁ ଏକ ବୁକେ ଦ୍ୱାରା ସିମ୍ କାର୍ଡ ଯୋଗାଇ ଦିଆଯାଇଥିଲା ଯାହା ଅପରାଧରେ…

ଲୋକସଭା ବାଚସ୍ପତି ଓମ ବିର୍ଲା କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲା କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ୍‌ କତ୍ତୃର୍ପକ୍ଷ ତରଫରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ୧୯ ମାର୍ଚ୍ଚରେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା ଏବଂ ୨୦…

ଉନ୍ନୟନମୂଳକ କାମକୁ ବିରୋଧ କରି ପୁଣି ମାତିଲେ ମାଓବାଦୀ, ଶ୍ରମିକଙ୍କୁ ନିର୍ଧୁମ ପିଟିଲେ

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଉନ୍ମତକାଣ୍ଡ । ଉନ୍ନୟନ ମୂଳକ କାମକୁ ବିରୋଧ କରି ଜେସିବି ପଡିବା ସହ ଶ୍ରମିକଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି ମାଓବାଦୀ । ସୂଚନା ଅନୁସାରେ, ସୁକମା ଜିଲ୍ଲା କଣ୍ଟା…

ରାଜ୍ୟରେ ପୁଣି ଶହେ ମୁହାଁ ଦୈନିକ କରୋନା କେସ୍, ଆଜି ୯୮ ପଜିଟିଭ୍

ଭୁବନେଶ୍ୱର: ମାଡୁଛି ମହାମାରୀ । ଦେଶରେ ସଂକ୍ରମଣ ବଢୁଥିବା ବେଳେ ଆଜି ରାଜ୍ୟରେ ବି ବଢ଼ିଛି ଦୈନିକ କରୋନା କେସ୍ । ଓଡ଼ିଶାରେ ସଂକ୍ରମଣ ପୁଣି ଥରେ ଶହେ ମୁହାଁ ହେଲାଣି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୮ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୫୮ ଓ ଲୋକାଲ୍ କଣ୍ଟାକ୍ଟ…

ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରାକୁ ଅନୁମତି, କୋଭିଡ୍ କଟକଣାରେ ପାଳନ ହେବ

ବ୍ରହ୍ମପୁର: କରୋନା କଟକଣାରେ ଚଳିତବର୍ଷ ହେବ ବ୍ରହ୍ମପୁରର ମାଆ ଠାକୁରାଣୀ ଯାତ୍ରା । ଏଥିପାଇଁ ଅନୁମତି ଦେଇଛନ୍ତି ପ୍ରଶାସନ । ପ୍ରଶାସନ ସହ ଆଲୋଚନା ପରେ ଯାତ୍ରା ପାଇଁ ନିଷ୍ପତ୍ତି ହୋଇଛି । କରୋନା କଟକଣା ସହ ପ୍ରଥମ ୭ ଦିନ ଠାକୁରାଣୀ ଯାତ୍ରା ହେବ । ସ୍ଥିତି ଦେଖି ପରବର୍ତ୍ତୀ ସମୟରେ ଯାତ୍ରା…