Latest Odisha News

BREAKING NEWS

କାହା ଦଖଲକୁ ଯିବ ପିପିଲି: ଖୋଲିଲା ଇଭିଏମ୍ ପେଡ଼ି, ଆଜି ଆସିବ ରେଜଲ୍ଟ

ପୁରୀ: ପ୍ରଦୀପ ମହାରଥୀଙ୍କ ଅବର୍ତ୍ତମାନରେ କାହା ଦଖଲକୁ ଯିବ ପିପିଲି । ବିଜେଡି ପୁଣି ଥରେ କବଜା କରିବ ନା ବିରୋଧୀଙ୍କ ହାତକୁ ଯିବ ପିପିଲି । ଆଜି ସ୍ପଷ୍ଟ ହେବ ଉପନିର୍ବାଚନ ଜନାଦେଶ କାହା ସପକ୍ଷରେ ଯାଇଛି । କିଏ କାହାକୁ ଦେଉଛି ମାତ ? ବିଜୟ ବ୍ୟବଧାନ କେତେ ରହୁଛି ? ପିପିଲି ଉପନିର୍ବାଚନ…

ଅନୁବାଦ ଗଳ୍ପ : ମୃତ୍ୟୁ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬ ମୂଳ ଡୋଗ୍ରୀ: ବେଦ ରାହୀ କୁହୁଡ଼ି ବେଳକୁ ବେଳ ଆହୁରି ଘନୀଭୂତ ହେଉଥିଲା ଓ ଅଳ୍ପ ସମୟ ଭିତରେ ସବୁକିଛି ବସ୍ତୁକୁ ସମ୍ପୂର୍ଣ୍ଣ ରୂପେ ଘୋଡ଼ାଇ ପକାଇଥିଲା । ମୁଁ ଏବେ ଆଉ କିଛି ଦେଖି ପାରୁନଥିଲି ... କିଛି ବୋଲି କିଛି ଦୃଶ୍ୟ ହେଉନଥିଲା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୫ ବସ୍ତି ବୋଲି କିଛି ନଥିଲା। ଏଇ ସଞ୍ଜନା ଯାହାକୁ ସଞ୍ଜୁ ଅପା କହୁଚୁ, ସେ ଜରି, ବସ୍ତା, ଟିଣ, ଡାଳ, କାଠ, କାଗଜ, ଜାଲି, ଯାହା ପାଇଲା ସେଥିରେ ଆରମ୍ଭ କରିଥିଲା ଘର।ଆଜି ସେଇଠି  ଠିଆ ହୋଇଚି 'ଗଙ୍ଗା ଯମୁନା' କଲୋନୀ।…

କବିତା : କିଏ ସବୁ ଏମାନେ?

ଗଜାନନ ମିଶ୍ର କିଏ ସବୁ ଏମାନେ? କରୁଛନ୍ତି କ'ଣ ସବୁ ଏଠି ? ଆମ୍ୱ କହିଲେ ନିମ୍ବ ବୁଝି ଖାଉଛନ୍ତି ଡାଳିମ୍ୱ ! ଏମାନେ କିଏ ସବୁ? କେଉଁ ଆଡୁ କେଉଁ ଆଡକୁ କରୁଛନ୍ତି ଯା'ଆସ ? କ'ଣ ସବୁ ଉଦ୍ଦେଶ୍ୟ ? ସବୁ ଏମାନେ କିଏ? ଅଛନ୍ତି କି ଆରାମରେ? ଲାଭାଲାଭର ହିସାବ ବାହାରେ ଗୋଟିଏ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଗାନ୍ଧିଜୀ ଇନ୍ ଓଡ଼ିଶା’ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ସମୟର କୃତି ଓ କୀର୍ତ୍ତିର ସ୍ମୃତିରେ ଇଂରାଜୀ ଭାଷାରେ ରଚିତ ପୁସ୍ତକ "ଗାନ୍ଧିଜୀ ଇନ୍ ଓଡ଼ିଶା " ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇ ଯାଇଛି। ଏହି…

କେଦାର ମିଶ ଓ ସଞ୍ଜୟ କୁମାର ବାଗ ପାଇବେ ଡ. ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ

ଭବାନୀପାଟଣା : ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୨୦୨୦ ପାଇଁ କେଦାର ମିଶ୍ର ଏବଂ ୨୦୨୧ ପାଇଁ ସଞ୍ଜୟ କୁମାର ବାଗ, ରାଜ୍ୟସ୍ତରୀୟ ଡ. ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ ପାଇବେ ବୋଲି ସୂଚନା ଦିଆଯାଇଛି। ଡ. ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ ଚୟନ କମିଟି…

ବୌଦ୍ଧ ମହାନଦୀ ସେତୁ ଉପରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସିପଡିଲେ ମହିଳା

ବୌଦ୍ଧ : ବୌଦ୍ଧ ଜିଲ୍ଲା କିଆକଟା ମହାନଦୀ ସେତୁ ଉପରେ ଦୁର୍ଘଟଣା । ବାଇକ ଓ କାର ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ପତ୍ନୀ ବ୍ରିଜ୍ ତଳକୁ ଖସିପଡିଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି…

ନିଖୋଜ ୬ ନୌସେନା ଅଧିକାରୀଙ୍କ ମଧ୍ୟରୁ ୪ଜଣଙ୍କ ଶବ ମିଳିଲା

ନୂଆଦିଲ୍ଲୀ: ଉତରାଖଣ୍ଡ ଚମୋଲୀରେ ଶନିବାର ତ୍ରିଶୂଳ ପର୍ବତରୁ ବରଫଗଦା ମଧ୍ୟରୁ ନିଖୋଜ ୬ ନୌସେନା ଅଧିକାରୀଙ୍କ ମଧ୍ୟରୁ ୪ଜଣଙ୍କ ଶବ ମିଳିଛି । ଶୁକ୍ରବାର ନୌସେନାର ଏକ ୨୦ ଜଣିଆ ଟିମ ପର୍ବତାରୋହଣ କରୁଥିବା ବେଳେ ହିମସ୍ଖଳନ ଯୋଗୁ ଅସୁବିଧାରେ ପଡି ଯାଇଥିଲେ । ବହୁ କଷ୍ଟରେ ଅନ୍ୟମାନଙ୍କୁ ବଂଚା…

ଅନୁଗୁଳ ଓ ଢ଼େଙ୍କାନାଳ ସମେତ ୧୦ଟି ସ୍ଥାନରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ଗୃହ ଲୋକାର୍ପଣ

ଅନୁଗୁଳ : ଅନୁଗୁଳ ଓ ଢ଼େଙ୍କାନାଳ ସମେତ ୧୦ଟି ସ୍ଥାନରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ଗୃହର ହୋଇଛି ଲୋକାର୍ପଣ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ନୂତନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଲୋକାର୍ପଣ କରିଛନ୍ତି । ଜାତୀୟ ଶିକ୍ଷା ନୀତି ୨୦୨୦ରେ ପିଲାଙ୍କୁ…

ଆଫଗାନିସ୍ତାନ ସୀମାରେ ସ୍ୱତନ୍ତ୍ର ଆତ୍ମଘାତୀ ସେନା ନିୟୋଜିତ କରିବ ତାଲିବାନ

ଭୁବନେଶ୍ୱର: ସୁଇସାଇଡ୍ ବମ୍ବର୍‌ଙ୍କୁ ନେଇ ଏକ ସ୍ୱତନ୍ତ୍ର ସେନା ଗଠନ କରିଛି ତାଲିବାନ ଶାସନ । ସେହି ଆତ୍ମଘାତୀ ସେନାକୁ ଆଫଗାନିସ୍ତାନ ସୀମା ତଥା ଖାସ କରି ବଦଖାସନ୍ ଇଲାକାରେ ନିୟୋଜିତ କରିବାକୁ ତାଲିବାନ ଯୋଜନା କରିଥିବା ଜଣାପଡିଛି । ଆଫଗାନିସ୍ତାନର ଦ ଖାମା ପ୍ରେସ୍ ନ୍ୟୁଜ ଏଜେନ୍ସି…