Latest Odisha News

BREAKING NEWS

ଆନ୍ଧ୍ରପ୍ରଦେଶ କଡ଼ାପାରେ ଆକସ୍ମିକ ବନ୍ୟା ବିତ୍ପାତ ,୩ ମୃତ ୩୦ ନିଖୋଜ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶରେ ପୁଣି ବନ୍ୟା ବିତ୍ପାତ । ଆନ୍ଧ୍ରପ୍ରଦେଶ କଡ଼ାପା ଜିଲ୍ଲାରେ ହଠାତ୍ ବନ୍ୟା ହେବା ଯୋଗୁଁ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ବ୍ୟକ୍ତି ନିଖୋଜ ଅଛନ୍ତି । ସୂଚନା ଅନୁସାରେ ଗୋଟିଏ ଜଳ ଭଣ୍ଡାରରେ ଘାଇ ହେବାରୁ ଚେୟୁର ନଦୀ କୂଳଲଙ୍ଘି କେତେକ ଅଞ୍ଚଳ…

ପ୍ରବଳ ବର୍ଷାରେ କାନ୍ଥ ପଡ଼ି ତାମିଲନାଡ଼ୁରେ ୪ପିଲାଙ୍କ ସମେତ ୯ମୃତ

ତାମିଲନାଡ଼ୁ: ତାମିଲନାଡ଼ୁରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷା ଯୋଗୁଁ ତାମିଲନାଡ଼ୁର ଭେଲୋର ଜିଲ୍ଲାରେ ଏକ କୋଠାଘରର କାନ୍ଥ ପଡ଼ିଯିବାରୁ ୪ଜଣ ପିଲାଙ୍କ ସମେତ ୯ଜଣଙ୍କ ମୃତ୍ୟୁ ହୋଇଛି । ଭେଲୋର ଜିଲ୍ଲା ଅନ୍ତର୍ଗତ ପେରନାମପଟ୍ଟୁ ଅଞ୍ଚଳରେ ଘଟିଛି ଏହି ଅଘଟଣ । ସ୍ଥାନୀୟ ଲୋକଙ୍କଠାରୁ ଘଟଣା…

ପ୍ରଦୂଷଣରେ ବେହାଲ ପାକିସ୍ତାନ

ନୂଆଦିଲ୍ଲୀ: ପ୍ରଦୂଷଣ ହେତୁ ପାକିସ୍ତାନର ସ୍ଥିତି ଶୋଚନୀୟ ହୋଇପଡ଼ିଛି। ଲାହୋର ସମେତ ଅନେକ ସହରରେ ଲୋକମାନେ ନିଶ୍ୱାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ପ୍ରଦୂଷଣ ଦୃଷ୍ଟିରୁ ଲାହୋର ସହର ଦୁନିଆର ସବୁଠାରୁ ଖରାପ ସହର ତାଲିକାରେ ରହିଛି। ଲୋକମାନଙ୍କ ଅଭିଯୋଗ ଅନୁଯାୟୀ ସେମାନେ…

[ଭିଡ଼ିଓ] ମତ୍ସ୍ୟ ବିଭାଗ ତରଫରୁ ବାଲିମେଳା ଜଳଭଣ୍ଡାରରେ ଛଡାଗଲା ମାଛ ଜାଆଁଳା

ଚିତ୍ରକୋଣ୍ଡା : ବିଭିନ୍ନ ସ୍ଥାନରେ ଏବେ ଚାଷୀ ମାନେ ମାଛ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି । ଅନ୍ୟପଟେ ମାଛ ଚାଷୀଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ବାଲିମେଳା ଜଳ ଭଣ୍ଡାରରେ ଜିଲ୍ଲା ମତ୍ସବିଭାଗ ତରଫରୁ ମାଛ ଯାଆଁଳା ସବୁ ଛଡା ଯାଇଛି । ଲୋକଙ୍କ ଜୀବନ…

କରଣଙ୍କ ‘ଦୋସ୍ତାନା ୨’ରୁ ଆଉଟ୍‌ ହେବା ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲେ କାର୍ତ୍ତିକ

ନୂଆଦିଲ୍ଲୀ: ନିର୍ଦ୍ଦେଶକ କରଣ ଜୋହରଙ୍କ ‘ଦୋସ୍ତାନା ୨’ରୁ ଆଉଟ୍‌ ହେବା ପ୍ରସଙ୍ଗକୁ ନେଇ କାର୍ତ୍ତିକ ଆର୍ଯ୍ୟନ୍ ନୀରବତା ଭାଙ୍ଗିଛନ୍ତି। ସେ ଏହି ଚଳଚ୍ଚିତ୍ର ପାଇଁ ବହୁ ପୂର୍ବରୁ ସୁଟିଂ କରିଥିଲେ କିନ୍ତୁ ପ୍ରଡକ୍ସନ୍ ହାଉସ୍ କାର୍ତ୍ତିକ ଏହି ପ୍ରକଳ୍ପର ଅଂଶ ନୁହେଁ ବୋଲି ଘୋଷଣା କରିଥିଲା।…

ତୃତୀୟ ଥର ପାଇଁ ଏନ୍‌ସିବି ଆଗରେ ହାଜର ହେଲେ ଆର୍ୟନ୍‌

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ଜାମିନ ଚୁକ୍ତିନାମା ଅନୁଯାୟୀ ଶାହରୁଖ ଖାନଙ୍କ ପୁଅ ଆର୍ୟନ୍‌ ଖାନ ଶୁକ୍ରବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସାମ୍‌ନାରେ ହାଜର ହୋଇଥିଲେ। ସୂଚନାନୁସାରେ, ଆର୍ୟନ୍‌ ରାତି ପ୍ରାୟ ୧.୩୦ଟାରେ ଏଜେନ୍ସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ରେଜିଷ୍ଟରରେ ଦସ୍ତଖତ…

[ଭିଡ଼ିଓ] ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, ତିନି କୃଷି ଆଇନ ପ୍ରତ୍ୟାହାର

ନୂଆଦିଲ୍ଲୀ: ଚାଷୀଙ୍କ ଜିଦ ଆଗରେ ନରମିଲେ କେନ୍ଦ୍ର ସରକାର । ବର୍ଷେ ଧରି ଆନ୍ଦୋଳନ ପରେ କୃଷକଙ୍କ ଦାବି ମାନିଛନ୍ତି । ଉଚ୍ଛେଦ ହେଲା ନୂଆ କୃଷି ଆଇନ । ୩ଟି କୃଷି ଆଇନକୁ ସରକାର ପ୍ରତ୍ୟାହାର କରିଛନ୍ତି । ଆଜି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ…

[ଭିଡ଼ିଓ] ପାରାଦୀପ ବନ୍ଦର ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ପାଳିତ

ପାରାଦୀପ :ଐତିହାସିକ ନୌବାଣିଜ୍ୟ ପରମ୍ପରାକୁ ନେଇ ବନ୍ଦର ନଗରୀ ପାରଦୀପ ମଧ୍ୟ ଚଳ ଚଞ୍ଚଳ ହୋଇ ଉଠିଥିଲା ।  ପାରାଦୀପ ବନ୍ଦରରେ ବହୁ ନିଡାମ୍ବର ସହକାରେ ବୋଇତ ବନ୍ଦାଣ ଓ ବନ୍ଦର ଉତ୍ସବ ପାଳିତ ହୋଇଯାଇଛି ।ଏହି ଉତ୍ସବରେ ଉତ୍କଳୀୟ ପରମ୍ପରାରା ନିଚ୍ଛକ ପ୍ରତିଛବି ସବୁ ଦେଖିବାକୁ ମିଳିଥିଲା । ସାତ…

ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗ: ସହକାରୀ ଯନ୍ତ୍ରୀ ଋଷିନାଥ ବରାଳ ଗିରଫ

ଭୁୁବନେଶ୍ୱର: ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହେଲେ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଋଷିନାଥ ବରାଳ । ଗତକାଲି ସହକାରୀ ଯନ୍ତ୍ରୀ ଋଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା ଭିଜିଲାନ୍ସ । ଋଷିନାଥଙ୍କ ଘର ସମେତ ଖୋର୍ଦ୍ଧା, ନୟାଗଡ଼ ଓ ଢ଼େଙ୍କାନାଳ ଜିଲ୍ଲାର…

ଫିଲ୍ମ ‘ବବ୍ ବିଶ୍ୱାସ’ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: ବଲିଉଡ୍‌ ଷ୍ଟାର୍‌ ଅଭିଷେକ ବଚ୍ଚନ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ବବ୍ ବିଶ୍ୱାସ'ରେ ଜଣେ ହତ୍ୟାହାରୀ ଭୂମିକାରେ ଅଭିନୟ କରିଛନ୍ତି। ଏହା ସୁଜୟ ଘୋଷଙ୍କ ୨୦୧୨ ଥ୍ରୀଲର କାହାଣୀ। ଏହା ଶାଶ୍ବତ ଚାଟାର୍ଜୀଙ୍କ ଦ୍ୱାରା ଲିଖିତ। ଆଜି ନଭେମ୍ବର ୧୯ ରେ ଫିଲ୍ମ 'ବବ୍‌ ବିଶ୍ୱାସ'ର ଟ୍ରେଲର…