Latest Odisha News

BREAKING NEWS

ବାଲେଶ୍ବରରେ ଟ୍ରଲର ମାଲିକଙ୍କୁ ହତ୍ୟା ଘଟଣା, ୮ ଅଭିଯୁକ୍ତ ଗିରଫ

ବାଲେଶ୍ବର : ଟ୍ରଲର ମାଲିକ ବିଜୟ ପ୍ରଧାନଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୋଲିସ କାର୍ଯ୍ୟାନନୁଷ୍ଠାନ । ହତ୍ୟା ଘଟଣାରେ ସଂପୃକ୍ତ ୮ ଜଣଙ୍କୁ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ୨ ରାଉଣ୍ଡ ଗୁଳି ସମେତ ମାରଣାସ୍ତ୍ର ଜବତ କରାଯାଇଛି । ତେବେ…

ଭଁସାଲୀଙ୍କ ଆଗାମୀ ୱେବସିରିଜରେ ଅଭିନୟ କରିବେ ଆଲିୟା !

ମୁମ୍ବାଇ: ଗଙ୍ଗୁବାଇ କାଠିୟାବାଡିରେ ଆଲିୟା ଭଟ୍ଟଙ୍କ ଅଭିନୟରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲୀ ପ୍ରଭାବିତ ହୋଇଛନ୍ତି । ଏହି ଫିଲ୍ମର ସମାପ୍ତି ପରେ ସେ ତାଙ୍କର ବହୁ ପ୍ରତୀକ୍ଷିତ ହୀରା ମଣ୍ଡିର ଶୁଟିଂ ଆରମ୍ଭ କରିବେ । ଏହି ୱେବ ସିରିଜରେ ଭଁସାଲୀ ତାଙ୍କ ପ୍ରିୟ ହୀରୋଇନ ଆଲିୟା ମୂଖ୍ୟ…

ଟିଏମସି ଜାରି କଲା ଇସ୍ତାହାର, ଯୁବକଙ୍କୁ ନିଯୁକ୍ତି ଓ ଚାଷୀଙ୍କୁ ମିଳିବ ସହାୟତା

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ନିଜର ଘୋଷଣା ପତ୍ର ଜାରି କରିଛି ତୃଣମୂଳ କଂଗ୍ରେସ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ନିର୍ବାଚନ ପାଇଁ ଇସ୍ତାହାର ଉନ୍ମୋଚନ କରିଛନ୍ତି । ଇସ୍ତାହାରରେ ବର୍ଷକ ମଧ୍ୟରେ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପ୍ରତିଶ୍ରୁତି…

ସିଙ୍ଗଡାକୁ ମିସ୍ କରୁଛନ୍ତି ହ୍ରିତିକ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ସିଙ୍ଗଡାକୁ ମିସ୍ କରୁଛନ୍ତି ବୋଲି କହିଛନ୍ତି । ସେ ତାଙ୍କର ଇଚ୍ଛାକୁ ଏକ ଫଟୋ ମାଧ୍ୟରେ ସୋସିଆଲ ସାଇଟରେ ଶେୟାର କରିବା ପରେ ଏହା ଭାଇରାଲ ହେବା ସହ ମିଶ୍ର ପ୍ରତିକ୍ରିୟା ଆସିଛି । ଏହି ଫଟୋରେ ହ୍ରିତିକ ଲ୍ୟାପଟପ ଧରି କୌଣସି ଏକ ବସ୍ତୁକୁ ଗୁରୁତ୍ୱ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନାକୁ ନେଇ ଦେଶରେ ବଢୁଛି ଚିନ୍ତା । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ଟିକାକରଣ ଅଭିଯାନ ବି ଜାରି ରହିଛି । ଏହାରି ଭିତରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୬୧ କରୋନା ଆକ୍ରାନ୍ତ । ଅନୁଗୁଳ ଓ ସମ୍ବଲପୁରରୁ ୯ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ, ମୟୂରଭଞ୍ଜ ଓ…

ସାମ୍ବାଦିକଙ୍କୁ ଟିକା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି

ଭୁବନେଶ୍ବର : ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ଟିକାକରଣରେ ସାମିଲ ପାଇଁ ଚିଠି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସେହିପରି ସମ୍ମୁଖ ଯୋଦ୍ଧା ଭାବେ କାମ କରୁଥିବା ଆଉ କିଛି ବର୍ଗଙ୍କୁ ଏହି ଟିକାକରଣରେ…

ବଦଳିଲେ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ

ମୁମ୍ବାଇ : ବଦଳିଲେ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ । ତାଙ୍କୁ ହୋମଗାର୍ଡ ଡିଜି ଭାବେ ଅବସ୍ଥାପିତ କରାଯାଇଛି । ପରମବୀରଙ୍କ ସ୍ଥାନରେ ହେମନ୍ତ ନଗରାଲେଙ୍କୁ ମୁମ୍ବାଇ ପୋଲିସର କମିଶନର ପଦରେ କରାଯାଇଛି ନିଯୁକ୍ତି । ପରମବୀରଙ୍କୁ ମୁମ୍ବାଇ ପୋଲିସ କମିଶନର ପଦରୁ ହଟାଇବା ନେଇ ଟ୍ବିଟ କରି…

ମମତାଙ୍କ ବଡ଼ ଘୋଷଣା, ପଶ୍ଚିମବଙ୍ଗରେ ମାଗଣାରେ ମିଳିବ କରୋନା ଟିକା

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତିକି ବଢୁଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳ ପକ୍ଷରୁ ଦିଆଯାଉଛି କାହିଁ କେତେ କଣ ପ୍ରତିଶ୍ରୁତି । ଗଡ ଦଖଲ ପାଇଁ ଜୋରସୋରେ ଚାଲିଛି ପ୍ରଚାର । ଏହି କ୍ରମରେ ଝାରଗ୍ରାମର…

ବିମାନରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ଗର୍ଭବତୀ, ଯାତ୍ରା କରୁଥିବା ଡାକ୍ତର କରାଇଲେ ପ୍ରସବ

ଜୟପୁର: ବେଙ୍ଗାଲୁରୁରୁ ଜୟପୁର ଆସୁଥିବା ଏକ ବିମାନରେ ଜଣେ ଗର୍ଭବତୀ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ବିମାନ ଚାଲୁଥିବା ସମୟରେ ସେହି ବିମାନରେ ଯାଉଥିବା ଜଣେ ଡାକ୍ତର ଓ ବିମାନ କର୍ମଚାରୀ ମହିଳାଙ୍କ ପ୍ରସବ କରାଇଛନ୍ତି । ଜୟପୁରରେ ବିମାନ ପହଞ୍ଚିବା ପରେ ମହିଳା ଓ ନବଜାତକୁ ଏକ ଘରୋଇ…

୪ ବଲ୍ ଖେଳି ମ୍ୟାଚ ଜିତିଲା ମୁମ୍ବାଇ

ମୁମ୍ବାଇ: କ୍ରିକେଟ ଅନିଶ୍ଚିତତାର ଖେଳ । ଏହାର ଆଉ ଏକ ପ୍ରମାଣ ବୁଧବାର ଦେଖିବାକୁ ମିଳିଛି । ଚଳିତ ସିନିୟର ମହିଳା ଦିନିକିଆ କ୍ରିକେଟରେ ମୁମ୍ବାଇ ମାତ୍ର ୪ଟି ବଲ ଖେଳି ମ୍ୟାଚରେ ବିଜୟ ହାସଲ କରିଛି । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ପ୍ରଥମେ ବ୍ୟାଟିଂ କରି ନାଗାଲାଣ୍ଡ ଦଳ ୧୭ ରନରେ ଅଲଆଉଟ…