ଟିକା ନେବା ପରେ କରୋନା ସଂକ୍ରମିତ ହେଲେ ଗୁଜରାଟର ଜଣେ ମନ୍ତ୍ରୀ
ଅହମ୍ମଦାବାଦ: ଟିକା ନେବା ପରେ ଗୁଜରାଟରେ କରୋନା ସଂକ୍ରମିତ ହେଲେ ଜଣେ ମନ୍ତ୍ରୀ । ତାଙ୍କ ନାଁ ଈଶ୍ୱର ସିଂହ ପଟେଲ୍ । ଆଜି ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମନ୍ତ୍ରୀ ଈଶ୍ୱରସିଂହ ପଟେଲ୍ । ଗତ କିଛି ଦିନ ଭିତରେ ତାଙ୍କ ସମ୍ପର୍କରେ ଆସିଥିବା…