Latest Odisha News

BREAKING NEWS

ଆଜି ସରୁଛି ପିପିଲି ପ୍ରଚାର ଲଢ଼େଇ: ଭୋଟରଙ୍କ ମନ ଜିଣିବାକୁ ଶେଷ କସରତ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ପ୍ରାର୍ଥୀଙ୍କ ହାତରେ ଶେଷ ସୁଯୋଗ । ଭୋଟରଙକ୍ ମନ ଜିଣିବାକୁ ଆଜି ଶେଷ ଉଦ୍ୟମ କରିବେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ଆଜି ଘମାସାନ ପ୍ରଚାର ଆରମ୍ଭ ହୋଇଛି । ଗାଁ ଗାଁ, ଘର ଘର ବୁଲି ପ୍ରଚାର ଚଳାଇଛନ୍ତି…

ଦୁର୍ବଳ ପଡ଼ିଲା ବାତ୍ୟା ଗୁଲାବ: ଡିପ୍ ଡିପ୍ରେସନ୍ ପ୍ରଭାବରେ ଏସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ବାତ୍ୟା ଗୁଲାବ ସ୍ଥଳଭାଗ ଛୁଇଁବା ପରେ ଧୀରେ ଧୀରେ ଦୁର୍ବଳ ହେଉଛି । ଆଜି ଡିପ୍ ଡିପ୍ରେସନରେ ପରିଣତ ହୋଇଛି ବାତ୍ୟା । ଏହାପରେ ଆହୁରି ଦୁର୍ବଳ ହେଉଛି ବାତ୍ୟା । ସକାଳ ସାଢେ ୫ଟାରେ ଛତିଶଗଡ଼ର ଜଗଦଳପୁରଠାରୁ ୧୧୦ କିମି ପୂର୍ବ-ଦକ୍ଷିଣ ପୂର୍ବ ଓ ଗୋପାଳପୁର ଉପକୂଳରୁ ୨୨୦ କିଲୋମିଟର…

ଓଡ଼ିଶାରେ ଭାରତ ବନ୍ଦ ପ୍ରଭାବ: ସାଧାରଣ ଜୀବନଯାତ୍ରା ପ୍ରଭାବିତ

ଭୁବନେଶ୍ୱର: ଓଡ଼ିଶାରେ ଦେଖିବାକୁ ମିଳିଛି ଭାରତ ବନ୍ଦ ପ୍ରଭାବ । ସକାଳୁ ସକାଳୁ ଆନ୍ଦୋଳନକାରୀ ପିକେଟିଂ କରି, ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ବିଭିନ୍ନ ସ୍ଥାନରେ ସରକାରୀ ବିରୋଧୀ ସ୍ଲୋଗାନ୍ ଦେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି କୃଷକ ସଂଗଠନ କର୍ମକର୍ତ୍ତା । କଂଗ୍ରେସ, ବାମଦଳର ନେତା…

କୃଷକ ମୋର୍ଚ୍ଚାର ଭାରତ ବନ୍ଦ ପାଳନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦ ପାଳନ କରୁଛି କୃଷକ ସଂଗଠନ । ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ଭାରତୀୟ କୃଷକ ମୋର୍ଚ୍ଚା । ସକାଳ ୬ଟାରୁ ଅପରାହ୍ଣ ୪ଟା ଯାଏ ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ଦେଖିବାକୁ ମିଳିଛି ବନ୍ଦ…

ସାମ୍ପ୍ରତିକ ସମୟରେ ସାହିତ୍ୟିକଙ୍କ ଜନବାଦୀ ଭୂମିକା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…    ସମୟ ଓ ସାହିତ୍ୟ ଯଥାକ୍ରମେ ଚେତନା ଓ ଚିତ୍ରଣ । ସମୟଚେତନାଠାରୁ ଯେଉଁ ସାହିତ୍ୟ ଯେତେ ସୁଦୂରବର୍ତ୍ତୀ , ତାହା ସେତେ ଅଦୂରଦର୍ଶୀ । ନିଜ ସମୟ, ନିଜ କାଳଖଣ୍ଡ, ନିଜ ଯୁଗର ଜାତକ ନଲେଖିପାରିଲେ ସାହିତ୍ୟିକଟିଏ କେବଳ ଏକ ସାମର୍ଥ୍ୟହୀନ…

ଜ୍ଞାନ ଓ ଶ୍ରଦ୍ଧା

ଗଣେଶ ଚନ୍ଦ୍ର କୁଣ୍ଡ  ଭାରତ ଏକ ଧର୍ମ ପରମ୍ପରାର ଦେଶ ।ଏଠାରେ ପ୍ରତ୍ୟକ ବ୍ୟକ୍ତି ପ୍ରତ୍ୟକ୍ଷ ଭାବରେ କେଉଁ ନା କେଉଁ ଧର୍ମକୁ ଆପଣେଇଥାନ୍ତି । କାରଣ ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସେ ସର୍ବଦା ଅନ୍ୟ ଉପରେ ନିର୍ଭରଶୀଳତାକୁ ଗୁରୁତ୍ୱ ଦେଇଥାଏ । ଯେପରିକି ଆଶ୍ରା, ଆଶ୍ରିତ ଓ ଆଶ୍ରୟକୁ ନେଇ…

କବିତା : ସମ୍ପର୍କ

ଶୁଭେନ୍ଦୁ କୁମାର ମହାପାତ୍ର ସମ୍ପର୍କଟି କେବେ ସୂତାଖିଅକର ଲୁହାର ଶିକୁଳି କେବେ ସମ୍ପର୍କର ମୂଲ୍ୟ ତା ପାଇଁ ଅମୂଲ୍ୟ ସୁମଣିଷ ଯିଏ ଭବେ । ସ୍ୱାର୍ଥର ସାଧନେ ଗଢ଼ା ସମ୍ପର୍କଟି ଫୁଲରେ ଭ୍ରମର ପରି ସ୍ୱାର୍ଥ ସରିଗଲେ ଉଡିଯାଇଥାଏ ଆନଫୁଲେ ଆଶ୍ରାକରି । ସ୍ୱାର୍ଥାନ୍ଧ ମଣିଷ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୯ ଛୋଟରାୟ ବାବୁ  କୁନୁମାଉସୀକୁ ଯତ୍ନ ସହକାରେ ହୋଟେଲରେ ରଖି ନିଜଘରକୁ ଗଲେ। ଘରଟିଏ ଖୋଜୁଥିବା ଝିଅର ସ୍ବପ୍ନ ପାଇଁ ଦୁହେଁ ଫେରି ଆସିଥିଲେ ପୁରୁଣା ଜାଗାକୁ । ତାଙ୍କ ଘରେ ବହୁତ ଖୁସି ସମସ୍ତେ। ବାପାଙ୍କୁ ପାଇଲେ ପିଲାଏ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଆପେକ୍ଷିକ  "ଜୀବନ ଦୁଇ ପଦର ଗୀତ - ପଦେ ସୁଖର ତ ପଦେ ଦୁଃଖର " ଏହି ପଦକ କଥା ବହି ଯାଉଥିବା ନଈ ଉଦ୍ଦେଶ୍ୟରେ କହିଥିଲ ସେଦିନ ଯେତେବେଳେକି ନଈ ସୁଅରେ ଭାସିଯାଉଥିବା ଅଳିଆସମୂହ ଚିତ୍ରବିଚିତ୍ର ହୋଇ ଆପଣା ଛନ୍ଦରେ ଚିତ୍ରାୟିତ ହେଉଥିଲେ ନଈର ଛାତିରେ । ମୁଁ ଭାବପ୍ରବଣ ହେଉଥିଲି କ୍ରମଶଃ ଠୁଳ…

କେନ୍ଦୁଝର କାଳିଆ ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ମାଈ ହାତୀର ମୃତ୍ୟୁ

କେନ୍ଦୁଝର : ପ୍ରସବ ଯନ୍ତ୍ରଣା ଭୋଗୁଥିବା ମାଈ ହାତୀର ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ୧୫ ବର୍ଷୀୟ ମାଈ ହାତୀର ମୃତ୍ୟୁ ହୋଇଛି । ଦୁଇ ଦିନ ଧରି ପ୍ରସବ ବେଦନା ଯୋଗୁଁ ଜଙ୍ଗଲରେ ଘୁରି ବୁଲୁଥିଲା । ଗତକାଲି ଏହି ହାତୀକୁ ଅଚେତ୍…