Latest Odisha News

BREAKING NEWS

ଅଷ୍ଟ୍ରେଲିଆ ବିଜୟ ରଥକୁ ରୋକିଲା ଭାରତୀୟ ମହିଳା କ୍ରିକେଟ ଟିମ୍‌

ନୂଆଦିଲ୍ଲୀ: ଦିନିକିଆରେ କ୍ରମାଗତ ୨୭ ମ୍ୟାଚରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଟିମର ବିଜୟ ରଥକୁ ରୋକିବାରେ ସଫଳ ହୋଇଛନ୍ତି ଭାରତୀୟ ମହିଳା କ୍ରିକେଟ ଟିମ । ଏହି ଐତିହାସିକ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୯ ଉଇକେଟରେ ୨୬୪ ରନ କରିଥିଲା । ଜବାବରେ ଭାରତ ୟସ୍ତିକା ଭାଟିଆଙ୍କ ୬୪…

ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ବାଲେଶ୍ୱର: ଆସୁଛି ବାତ୍ୟା ଗୁଲାବ । ଅସ୍ଥିର ରହିଛି ସମୁଦ୍ର । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସରୀ ସମୁଦ୍ର ମୁହାଣରେ ଭାସିଗଲେ ଦୁଇ ପର୍ଯ୍ୟଟକ । ଗୋଟିଏ ପଟେ ଗୁଲାବକୁ ନେଇ ସ୍ଥାନୀୟ ପ୍ରଶାସନ ପ୍ରସ୍ତୁତି ଚଳାଇଥିବାବେଳେ ଏଭଳି ଏକ ଖବର ଚିନ୍ତାର କାରଣ ପାଲଟିଛି । ମିଳିଥିବା…

ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ବାହାଘର ଦୂରବୀକ୍ଷଣରେ ଦେଖିଥିଲେ ସଞ୍ଜୟ କାପୁର !

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ସେ ସମୟରେ ବେଶ୍ ଚର୍ଚ୍ଚାର କାରଣ ସାଜିଥିଲା । ତେବେ ଏହି ବାହାଘରକୁ ଦୂରବୀକ୍ଷଣ ଯନ୍ତ୍ରରେ ସଞ୍ଜୟ କାପୁର ଦେଖିଥିଲେ ବୋଲି ଅର୍ଜୁନ କାପୁର କହିଛନ୍ତି । ଫ୍ୟାବଲସ ଲାଇଭସ ଅଫ ବଲିଉଡ ୱାଇଭରେ ଅର୍ଜୁନ କାପୁର ତାଙ୍କ…

ବଦଳିବ ଆଫଗାନୀଙ୍କ ପାସପୋର୍ଟ ଓ ପରିଚୟ ପତ୍ର

ନୂଆଦିଲ୍ଲୀ: ୨୦ ବର୍ଷ ପରେ ଆଫଗାନିସ୍ତାନରେ କ୍ଷମତାକୁ ଫେରିଥିବା ତାଲିବାନ ବର୍ତ୍ତମାନ ଲୋକଙ୍କ ପାସପୋର୍ଟ ଏବଂ ପରିଚୟ ପତ୍ର ବଦଳାଇବ। ତାଲିବାନ ଘୋଷଣା କରିଛି ଯେ ସେମାନେ ପୂର୍ବ ସରକାର ଦେଇଥିବା ଆଫଗାନିସ୍ତାନ ପାସପୋର୍ଟ ଏବଂ ଜାତୀୟ ପରିଚୟ ପତ୍ର ବଦଳାଇବେ। ଏହା ମଧ୍ୟ କହିଛି ଯେ ଏହି…

ଜାତୀୟ ଜୁନିୟର ଖୋ ଖୋ: ଟାଇଟଲ ଦୌଡରୁ ବାଦ ପଡିଲା ଓଡିଶା ବାଳକ, ବାଳିକା ଟିମ୍‌

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର ଖୋ ଖୋ ପ୍ରତିଯୋଗିତାରେ ଓଡିଶା ଉଭୟ ବାଳକ ଓ ବାଳିକା ବିଭାଗ ଟାଇଟଲ ଦୌଡରୁ ବାଦ୍ ପଡିଛି । ବାଳକ ସେମିଫାଇନାଲର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମହାରାଷ୍ଟ୍ର ୧୫-୧୪ରେ ଓଡିଶାକୁ ପରାସ୍ତ କରିଛି । ପ୍ରଭାବୀ ପ୍ରଦର୍ଶନ…

ମୋଦୀ ନଆସିଲେ ଟିକା ନେବେନି; ବ୍ୟକ୍ତିଙ୍କ ଅଜବ ଦାବି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ଟିକାକରଣ ବଦଳରେ ଏମିତି ଏକ ଦାବି ଆଣିଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବ୍ୟକ୍ତି ଜଣକର ଅଦ୍ଭୁତ ଦାବିରେ ଟିକାକରଣ କରୁଥିବା ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାସ୍ତବରେ, ଏହି ବ୍ୟକ୍ତି ଜଣକ ଟିକା…

ଭାଲେଣ୍ଟାଇନ୍ସ ଡେରେ ପ୍ରେକ୍ଷାଳୟକୁ ଆସିବ ‘ଲାଲ୍‌ ସିଂ ଚଢା’

ନୂଆଦିଲ୍ଲୀ: ଅମିର ଖାନ ଏବଂ କରୀନା କପୁରଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଲାଲ ସିଂ ଚଢାର ନୂଆ ରିଲିଜ ଡେଟ୍‌ ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ର ୨୦୨୨ ଭାଲେଣ୍ଟାଇନ୍ସ ଡେ ଅର୍ଥାତ୍‌ ଫେବୃଆରୀ ୧୪ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ର ଚଳିତ ବର୍ଷ ଡିସେମ୍ବର ୨୫ ରେ…

‘ଇନ୍ଦ୍ରଧନୁ’ର ନବରଙ୍ଗ ଚଳଚ୍ଚିତ୍ର ଅବୋଲକରା କାହାଣୀ

ଛାୟାଲିପି: ଭାଗ ଷୋହଳ  ‘ଇନ୍ଦ୍ରଧନୁ’ ଚଳଚ୍ଚିତ୍ର ପତ୍ରିକାରେ କେବଳ ଚଳଚ୍ଚିତ୍ର ଭିତ୍ତିକ ଖବର କି ଆଲୋଚନା କି ଭିତିରି କଥା ନଥିଲା, ଆହୁରି ଥିଲା ‘ସମୟ ସ୍ରୋତ’ ଶୀର୍ଷକରେ ରାଜନୀତି ଚର୍ଚ୍ଚା, ‘ଭାଗ୍ୟଲିପି’ ଶିରୋନାମାରେ ରାଶିଫଳ, ‘ସାମାନ୍ୟ ସମ୍ବାଦ ଓ ଅସାମାଡ଼୍ୟ ତଡ଼ିତ୍‌’ ନାମରେ ଖେଳ…

ସମ୍ଭାବ୍ୟ ବାତ୍ୟା “ଗୁଲାବ”ର ମୁକାବିଲା ପାଇଁ ପ୍ରସ୍ତୁତ ଭାରତୀୟ ନୌସେନାର ଜାହାଜ ଓ ବିମାନ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ‘ଗୁଲାବ' ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ସ୍ଥଳଭାଗ ଅତ୍ରିକମ ବୋଲି ଆକଳନ କରାଯାଇଛି । ଏଥିପାଇଁ ଘୂର୍ଣ୍ଣିଝଡର ଗତିବିଧି ଉପରେ ଭାରତୀୟ ନୌସେନା ତୀକ୍ଷ୍ଣ ନଜର ରଖିଛି ।…

ପ୍ରକାଶ ପାଇଲା ଚଳଚ୍ଚିତ୍ର ‘ଶମ୍‌ଶେରା’, ‘ଜାୟେଶଭାଇ ଜୋରଦାର’ର ରିଲିଜ ଡେଟ୍‌

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ହିନ୍ଦୀ ଚଳଚ୍ଚିତ୍ର ଶମ୍‌ଶେରା, ଜାୟେଶଭାଇ ଜୋରଦାରର ରିଲିଜ ତାରିଖ ପ୍ରକାଶ ପାଇଛି। ରବିବାର ଦିନ, ୟଶ ରାଜ ଫିଲ୍ମସ୍ ଏ ନେଇ ଘୋଷଣା କରିଛି। ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଜାୟେଶଭାଇ ଜୋରଦାରର ଫେବୃଆରୀ ୨୫, ୨୦୨୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ…