Latest Odisha News

BREAKING NEWS

୨୨ଲକ୍ଷ ଟଙ୍କାର ଗଂଜେଇ ଜବତ, ୪ ଗିରଫ

କୋରାପୁଟ: ପୁଣି ଜବତ ହେଇଛି ଗଞ୍ଜେଇ । ଚଢାଉ ବେଳେ ପ୍ରାୟ ୨୨ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । କୋରାପୁଟ ଲମତାପୁଟ ନକଟରେ ଥିବା ସଗର ଛକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଚାଲାଣ ବେଳେ ଖବରପାଇଁ ମାଛକୁଣ୍ଡ ପୁଲିସ ଅତର୍କିତ ଚଢାଇ କରିଥିଲା । ଆନ୍ଧ୍ର ସୀମାନ୍ତ ପାଡେର…

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ କାବୁଲ ବିମାନବନ୍ଦର

କାବୁଲ: ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ କାବୁଲ ବିମାନବନ୍ଦର ବର୍ତ୍ତମାନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି ଏବଂ ସମସ୍ତ ବିମାନ ସେବା ପୁନଃ ଆରମ୍ଭ ହୋଇପାରିବ ବୋଲି ତାଲିବାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଘୋଷଣା କରିଛନ୍ତି। କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଥିବା ସମସ୍ୟାର…

ବାତ୍ୟା ଗୁଲାବ ପ୍ରଭାବ, ଅଶାନ୍ତ ଚିଲିକା

ଟାଙ୍ଗୀ: ବାତ୍ୟା ଗୁଲାବ ପ୍ରଭାବରେ ଅଶାନ୍ତ ଚିଲିକା ବାତ୍ୟା ଗୁଲାବ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ବିତ୍ପାତ । କିଛି ସ୍ଥାନରେ ମାଟି ଧସି ଯାଇଥିବା ବେଳେ କିଛି ସ୍ଥାନରେ ବର୍ଷ ଯୋଗୁ ବେହାଲ ସ୍ଥିତି ଉପୁଜିଛି । ସେହିଭଳି ବାତ୍ୟା ଯୋଗୁ ଚିଲିକା ବି ଅଶାନ୍ତ ହୋଇପଡିଛି । ଜୁଆର ଆସିବା…

ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ମହାଜାମ୍: ଦେଢ଼ କିଲୋମିଟର ଯାଏ ଲମ୍ବିଛି ଗାଡ଼ି

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ଦେଇଥିବା ଭାରତ ବନ୍ଦ ବେଳେ ଦିଲ୍ଲୀରୁ ସାମନାକୁ ଆସିଛି ଆଶ୍ଚର୍ୟ୍ୟ କଲା ଭଳି ଚିତ୍ର । ଦିଲ୍ଲୀ-ଗୁରୁଗ୍ରାମ ବର୍ଡରରେ ମହାଜାମ୍ । କିଲୋମିଟର କିଲୋମିଟର ଯାଏ ଲମ୍ବିଛି ଗାଡ଼ି । ସକାଳୁ ହଜାର ହଜାର ଗାଡ଼ି ପଛକୁ ପଛ ଠିଆ ହୋଇଛନ୍ତି ।…

ଧସିଲା ମାଟି ଅତଡା,୨୬ ନମ୍ବର ଜାତୀୟ ରାଜପଥ ଅବରୋଧ

କୋରାପୁଟ: ଧସିଲା ମାଟି ଅତଡା,୨୬ ନମ୍ବର ଜାତୀୟ ରାଜପଥ ଅବରୋଧ । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ସୁଙ୍କି ଘାଟିର ରାଲେଗଡ଼ା ଓ ସୁଙ୍କି ଗାଁରେ ଖସିଲା ମାଟି ଅତଡା । ମାଟି ଅତଡ଼ା ଖସି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି ।ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି । ଯାତାୟତରେ…

କୋରାପୁଟ ଜିଲ୍ଲାରେ ପ୍ରଭାବ ଛାଡ଼ିଛି ବାତ୍ୟା ଗୁଲାବ

କୋରାପୁଟ: ଆନ୍ଧ୍ର-ଓଡ଼ିଶା ଉପକୂଳର କଳିଙ୍ଗପଟ୍ଟନମରେ ସ୍ଥଳଭାଗ ଛୁଇଁବା ପରେ ଦକ୍ଷିଣ ଓଡ଼ିଶା ଦେଇ ଓଡ଼ିଶା ଅତିକ୍ରମ କରିଛି ବାତ୍ୟା ଗୁଲାବ । କୋରାପୁଟ ଜିଲ୍ଲା ଦେଇ ଯିବା ବେଳେ ସାମାନ୍ୟ ପ୍ରଭାବ ଦେଖାଇଥିଲା ବାତ୍ୟା । କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି ।…

ଆଫ୍‌ଗାନ ନାଗରିକଙ୍କୁ ଦାଢି କାଟିବା ମନା; ତାଲିବାନର ନୂଆ ନିୟମ

କାବୁଲ: ଗୋଟିଏ ପରେ ଗୋଟିଏ ନୂଆ ନିୟମ ଲାଗୁ କରି ଚାଲିଛି ତାଲିବାନ। କ୍ରୁରତାର ସବୁ ସୀମା ଟିପିବାରେ ଲାଗିଛି ତାଲିବାନ। ନୂତନ ତାଲିବାନ ଶାସନ ଆଫଗାନିସ୍ତାନର ହେଲମାଣ୍ଡ ପ୍ରଦେଶରେ ନୂଆ ନିୟମ ଅନୁଯାୟୀ ଏବେ ଆଫଗାନର ନାଗରିକଙ୍କୁ ସେଭିଂ ହେବାର ତଥା ଦାଢି କାଟିବାକୁ ଆଉ ଅନୁମତି ମିଳିବ…

ଭାରତ ବନ୍ଦ: ବାଲେଶ୍ୱରରେ ଜୀବନଯାତ୍ରା ପ୍ରଭାବିତ

ବାଲେଶ୍ୱର: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ସଂଯୁକ୍ତ କିଷାମ ମୋର୍ଚ୍ଚା ଦେଇଥିବା ୧୦ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ ବାଲେଶ୍ୱରରେ ଦେଖିବାକୁ ମିଳିଛି । ପ୍ରଭାବିତ ହୋଇଛି ସାଧାରଣ ଜନଜୀବନ। ବାଲେଶ୍ୱରରେ ପ୍ରାୟ ୧୦ଟି କୃଷକ ସଂଗଠନ ସହ କଂଗ୍ରେସ ଦଳ ବନ୍ଦ ପାଳନକୁ ସମର୍ଥନ କରି ସକାଳେ…

ମନୁଷ୍ୟ ଆୟୁକୁ ସର୍ବାଧିକ ପରିମାଣରେ ହ୍ରାସ କରିଛି ମହାମାରୀ କରୋନା!

ନୂଆଦିଲ୍ଲୀ: ସୋମବାର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ କୋଭିଡ-୧୯ ମହାମାରୀ ଦ୍ବିତୀୟ ବିଶ୍ୱଯୁଦ୍ଧ ପରଠାରୁ ମନୁଷ୍ୟ ଆୟୁଷକୁ ସର୍ବାଧିକ ପରିମାଣରେ ହ୍ରାସ କରିଛି। ୨୦୨୦ ରେ, ଆମେରିକୀୟ ପୁରୁଷଙ୍କଠାରେ ଆୟୁ ଦୁଇ ବର୍ଷରୁ ଅଧିକ ହ୍ରାସ ପାଇଥିବା ଅଧ୍ୟୟନରୁ…

ସୁବର୍ଣ୍ଣପୁର ଜିଲ୍ଲାରେ ପଡ଼ିଛି ଭାରତ ବନ୍ଦ ପ୍ରଭାବ

ସୋନପୁର: କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ସହ ଅନ୍ୟ ୭ ଦଫା ଦାବିରେ କୃଷକ ମୋର୍ଚ୍ଚାର ଭାରତ ବନ୍ଦ ପ୍ରଭାବ ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଜିଲ୍ଲାର ବିଭିନ୍ନ କୃଷକ ସଂଗଠନ, ଟ୍ରେଡ୍ ୟୁନିଅନ ଓ କଂଗ୍ରେସ ଦଳ ପକ୍ଷରୁ ସହରରେ ସମସ୍ତ ଦୋକାନ ବଜାର,…