Latest Odisha News

BREAKING NEWS

ବରଗଡ଼ରେ ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ଘଟଣାରେ ୪ ଜଣଙ୍କୁ କାର୍ଯ୍ୟାନ୍ତର

ବରଗଡ଼ : ବରଗଡ଼ ଟାଉନ୍‌ ଥାନାରେ ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ପୋଲିସ ହେପାଜତରେ ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହେବା ପରେ ୪ ଜଣଙ୍କୁ କାର୍ଯ୍ୟାନ୍ତର କରାଯାଇଛି । କାର୍ଯ୍ୟାନ୍ତର ହୋଇଥିବା ୪ ପୋଲିସ କର୍ଚାରୀ ହେଲେ, ଏସଆଇ…

ବିଦ୍ୟୁତ ସଂସ୍ପର୍ଶରେ ଆସି କଳାହାଣ୍ଡି ଦଶପୁର ଗାଁରେ ବ୍ୟକ୍ତିଙ୍କ ମୃତ୍ୟୁ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦଶପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଲେ ଦଶପୁର ଗ୍ରାମର ଘନଶ୍ୟାମ ମେହେର । ଆଜି ସକାଳେ ଘନଶ୍ୟାମ ନିଜ ମୋଟର ସାଇକେଲ ଗ୍ୟାରେଜକୁ ଯାଇ ମିଟର…

ଜାତୀୟ ଜୁନିୟର ଖୋ ଖୋ ଉଦଯାପିତ: ବାଳକ, ବାଳିକା ବିଭାଗରେ ମହାରାଷ୍ଟ୍ର ଚାମ୍ପିୟନ, ଓଡିଶା ତୃତୀୟରେ ସନ୍ତୁଷ୍ଟ

ଭୁବନେଶ୍ୱର: କିଟ ଡିମଡ ୟୁନିଭରସିଟିର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଜୁନିୟର ଖୋ ଖୋର ଉଭୟ ବାଳକ ଏବଂ ବାଳିକା ବିଭାଗରେ ଚାମ୍ପିୟନ ହୋଇଛି ମହାରାଷ୍ଟ୍ର । ଓଡିଶା ଉଭୟ ବିଭାଗରେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ମହାରାଷ୍ଟ୍ର ବାଳକ ବିଭାଗ ଫାଇନାଲରେ…

ମାଓ ଦମନ ରଣନୀତି ବୈଠକରେ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ : ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳ ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉଠାଇଛନ୍ତି ।…

ବିବାଦୀୟ କୃଷି ଆଇନ ବିରୋଧରେ ଆସନ୍ତାକାଲି ଭାରତ ବନ୍ଦ

ନୂଆଦିଲ୍ଲୀ : ବିବାଦୀୟ କୃଷି ଆଇନ ବିରୋଧରେ ଆସନ୍ତାକାଲି ଭାରତ ବନ୍ଦ । ସଂଯୁକ୍ତ କିଷାନ ମୋର୍ଟ୍ଟା ପକ୍ଷରୁ ଦିଆଯାଇଥିବା ଏହି ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଛନ୍ତି । ୪୦ଟି କୃଷକ ସଙ୍ଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ବନ୍ଦ ଡାକରାରେ ସାମିଲ ହେବା ପାଇଁ…

ଭୁବନେଶ୍ବରରୁ ୪ ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗିରଫ

ଭୁବନେଶ୍ବର : ଭୁବନେଶ୍ବରରୁ ୪ ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗିରଫ । ଭୁବନେଶ୍ବରର ଟଙ୍କପାଣିରେ ଥିବା ଏକ ଏଟିଏମରେ ଲୁଟ୍ ବେଳେ ଏମାନଙ୍କୁ କାବୁ କରିଛି ସ୍ପେଶାଲ ସ୍କ୍ବାଡ । ୪ ଜଣଙ୍କ ଘର କାନପୁରର ଓ ପଶ୍ଚିମବଙ୍ଗ । ଏମାନେ ପୁରୀ, ବାରିପଦା ସମେତ ବିଭିନ୍ନ ସ୍ଥାନରେ ୩୦ରୁ ଅଧିକ ଏଟିଏମ ଲୁଟ୍…

ବଚ୍ଚନ ପାଣ୍ଡେ, ତଡପ ଓ ହୀରୋପନ୍ଥୀ୨ ର ରିଲିଜ ଡେଟ ଘୋଷଣା କଲେ ସାଜିଦ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ୨ ବର୍ଷ ଧରି ରିଲିଜ ହେଇପାରୁ ନ ଥିବା ଫିଲ୍ମଗୁଡିକ ଏବେ ଦର୍ଶକଙ୍କ ସମ୍ମୁଖକୁ ଆଣିବା ପାଇଁ ବ୍ୟଗ୍ର ହୋଇ ଉଠିଛନ୍ତି । ଏହି ଦୌଡରେ ସାମିଲ ହୋଇଛନ୍ତି ସାଜିଦ ନାଡିୱାଡୱାଲା ପ୍ରଡକ୍ସନ ହାଉସ । ରବିବାର ଅକ୍ଷୟ କୁମାର ଅଭିନୀତ ବଚ୍ଚନ ପାଣ୍ଡେ, ସୁନୀଲ ସେଟ୍ଟୀଙ୍କ…

ଆରମ୍ଭ ହେଲା ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ଭୁବନେଶ୍ବର : ମାଡି ଆସୁଛି ବାତ୍ୟା ଗୁଲାବ୍ । ଆରମ୍ଭ ହେଲା ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା । କଳିଙ୍ଗପଟ୍ଟନମ ଠାରୁ ୨୫ କିଲୋମିଟର ଦୂରରେ ଉପକୂଳ ଅତିକ୍ରମ କରିବ ବାତ୍ୟା । ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୩ ଘଣ୍ଟା ଧରି ଚାଲିବ । ରାତି ୯ଟାରୁ ସାଢ଼େ ୯ଟା ମଧ୍ୟରେ ସରିବ ଲ୍ୟାଣ୍ଡଫଲ…

ଜିରୋ କାଜୁଆଲିଟିକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ଭୁବନେଶ୍ବର : ମାଡି ଆସୁଛି ବାତ୍ୟା ‘ଗୁଲାବ’ । ଏହା ପୂର୍ବରୁ ବାତ୍ୟାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିରୋ କାଜୁଆଲ୍ଟି ବା ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧନଜୀବନ ସୁରକ୍ଷା ସହିତ କୋଭିଡ୍ ନିୟମ ପାଳନ ପାଇଁ ଲୋକଙ୍କୁ ନିବେଦନ…

ଡିସେମ୍ବରରେ ପ୍ରେକ୍ଷାଳୟରେ ଧୁମ୍‌ ମଚେଇବ ‘୮୩’ ଓ ‘ଜର୍ସି’

ନୂଆଦିଲ୍ଲୀ: ଦୁଇଟି ବହୁ ପ୍ରତୀକ୍ଷିତ କ୍ରୀଡା ଭିତ୍ତିକ ଚଳଚ୍ଚିତ୍ର, ୮୩ ଏବଂ ଜର୍ସି, ଡିସେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି। ଏ ନେଇ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଘୋଷଣା କରାଯାଇଛି। କବୀର ଖାନଙ୍କ ଦ୍ୱାରା ନିର୍ଦ୍ଦେଶିତ ରଣବୀର ସିଂଙ୍କ ଅଭିନୀତ ଚଳଚ୍ଚିତ୍ର ୮୩ ଚଳିତ ଖ୍ରୀଷ୍ଟମାସରେ…