Latest Odisha News

BREAKING NEWS

ପ୍ରମୋଦ ଭଗତଙ୍କୁ ଖେଳରତ୍ନ ସମ୍ମାନ ଦଲେ ରାଷ୍ଟ୍ରପତି

ଦିଲ୍ଲୀ : ଓଡିଆ ପାରା ଅଲିମ୍ପିଆନ ପ୍ରମୋଦ ଭଗତଙ୍କୁ ମିଳିଲା ଖେଳରତ୍ନ ସମ୍ମାନ । ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଖେଳରତ୍ନ ସମ୍ମାନ ଗ୍ରହଣ କରିଛନ୍ତି ପ୍ରମୋଦ ଭଗତ। ଶନିବାର ରାଷ୍ଟ୍ରପତି  ନୂଆଦିଲ୍ଲୀ ଭବନରେ ଖେଳାଳୀ ମାନଙ୍କୁ ପୁରଷ୍କାର ପ୍ରଦାନ କରିଛନ୍ତି । ଟୋକିଓ…

[ଭିଡ଼ିଓ] ନାଗାବଳୀ ନଦୀରେ ଆନ୍ଧ୍ର ପ୍ରକଳ୍ପ ପ୍ଲାନ୍: ବୁଡ଼ିବ ଗାଁ , ଉଜୁଡ଼ିବ ଫସଲ

ରାୟଗଡା: ରାୟଗଡାର ଲାଇଫ୍ ଲାଇନ୍ ବଂଶଧାରା ଓ ନାଗାବଳୀ । ବଂଶଧାରା ପରେ ଏବେ ନାଗାବଳୀ ନଦୀ ଉପରେ ପଡୋଶୀ ଆନ୍ଧ୍ରପ୍ରଦେଶର ନଜର । ପୋଲାଭରମ, ନେରେଡି, ଝଞ୍ଜାବତୀ ଭଳି ଓଡିଶା ସୀମାରେ ଆଉ ଏକ ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି ଆନ୍ଧ୍ର ସରକାର । ଓଡ଼ିଶା ସୀମାରୁ ୮ କିମି ଦୂର…

୧୦୦ କୋଟିରେ ସୂର୍ଯ୍ୟବଂଶୀର ଡିଜିଟାଲ ରାଇଟ୍ସ କିଣିଲା ନେଟଫ୍ଲିକ୍ସ

ମୁମ୍ବାଇ: ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ ଅଭିନୀତ ସୁପରହିଟ ଫିଲ୍ମ ସୂର୍ଯ୍ୟବଂଶୀର ଡିଜିଟାଲ ରାଇଟ୍ସ ନେଟଫ୍ଲିକ୍ସ ୧୦୦ କୋଟିରେ କ୍ରୟ କରିଛି । ଡିସେମ୍ବର ପ୍ରଥମ ସପ୍ତାହରେ ଏହା ଓଟିଟି ଫ୍ଲାଟଫର୍ମରେ ରିଲିଜ ହେବ । ଥିଏଟରରେ ଏହା ରିଲିଜ ହେବା ପରଠାରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ବ୍ୟବସାୟ…

ଦେଶରେ ଷ୍ଟ୍ରୋକ୍‌ ପୀଡିତଙ୍କ ମାମଲାରେ ଶୀର୍ଷରେ ଓଡିଶାର କଟକ

ଭୁବନେଶ୍ୱର: ଦେଶରେ ଷ୍ଟ୍ରୋକ୍ ଜନିତ ମାମଲାରେ କଟକ ଜିଲ୍ଲା ଶୀର୍ଷରେ ରହିଛି। ଏ ନେଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ସର୍ଭେରୁ ଜଣାପଡିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ର ଅଧ୍ୟୟନ ଅନୁଯାୟୀ, କଟକ ଜିଲ୍ଲାର ପ୍ରତ୍ୟେକ ଏକ ଲକ୍ଷ ଜନସଂଖ୍ୟାରେ ୧୮୭ ଜଣ ବ୍ୟକ୍ତି…

ମନୁଷ୍ୟର ଆଗାମୀ ଭବିଷ୍ୟତ; ଜନ୍ମ ମହାକାଶରେ, ଭ୍ରମଣ ପୃଥିବୀରେ

ନୂଆଦିଲ୍ଲୀ: ଆଗାମୀ ସମୟରେ ମନୁଷ୍ୟ ମହାକାଶରେ ଜନ୍ମ ହେବ ଏବଂ ପୃଥିବୀକୁ ଛୁଟିଦିନ ଭ୍ରମଣରେ ଆସିବ। ଏଭଳି ଏକ ଅଦ୍ଭୁତ ଆକଳନ ଇ-କମର୍ସ କମ୍ପାନୀ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସଙ୍କଠାରୁ ଆସିଛି। ଜେଫ୍ ବେଜୋସ୍ ଏକ କାର୍ଯ୍ୟକ୍ରମରେ ଭବିଷ୍ୟତ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି।…

ଓକାକ୍ ସିଇଓ ଆକାଉଣ୍ଟ ହ୍ୟାକ୍ ଘଟଣା , ନାଇଜେରିଆ ଗ୍ୟାଙ୍ଗ ହାତ ଥିବା ସନ୍ଦେହ

ଭୁବନେଶ୍ୱର : ଓକାକ୍ ସିଇଓ ଏବଂ ଆଇଟି ବିଭାଗ ଅଧାକାରୀଙ୍କ ହ୍ୱାଟସଆପ୍‌ ଆକାଉଣ୍ଟ ହ୍ୟାକ୍‌ ଘଟଣା।ଏହି ହ୍ୟାକ ପଛରେ ନାଇଜେରିଆରେ ଏକ ଗ୍ୟାଙ୍ଗ ଥିବା ସନ୍ଦେହ କରାଯାଉଛି । ହ୍ୟାକରଙ୍କ ସହ କଥା ହୋଇଛନ୍ତି ତଦନ୍ତକାରୀ ଅଧିକାରୀ। ହ୍ୟାକରଙ୍କ କଥବାର୍ତ୍ତାରୁ ସନ୍ଦେହ କରାଯାଉଛି କି ହ୍ୟାକର ମାନେ…

୨ ଦିନ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ : ଦୁଇ ଦିନ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର। ରବିବାର ଓ ସୋମବାର ଶ୍ରୀମନ୍ଦିର ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ । ଏହି ବନ୍ଦ ସମୟରେ ଶ୍ରୀମନ୍ଦିର ଭିତର ସାନିଟାଇଜ କରାଯିବ । ଏନେଇ ପୂର୍ବଭଳି ଜଗନ୍ନାଥ ଦର୍ଶନ ବନ୍ଦ ରହିବ। ସାଧାରଣତଃ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର…

[ଭିଡିଓ] ନଡିଆ ଗଛରେ ଚଢି ସମସ୍ତଙ୍କୁ ଚକମା ଦେଲା ବିରାଟକାୟ ଅଜଗର

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅଜଗର ସାପର ଏକ ଭିଡିଓ ବହୁଳମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଓଜନଦାର ବିରାଟକାୟ ଅଜଗର ସାପଟି କୁଣ୍ଡଳୀ ମାରି ଚଢିବାରେ ଦେଖାଯାଇଛି । ଏହି ଭିଡିଓଟି କେବେ ଓ କେଉଁଠୁ ଆସିଛି ତାହା ସ୍ପଷ୍ଟ ହୋଇପାରିନି । ଦକ୍ଷିଣ-ପୂର୍ବ ଏସିଆରେ ଏହି ଘଟଣାଟି…

ଅଜବ ବିଜୟଙ୍କ ଗଜବ ପଦକ୍ଷେପ

ମାଡ୍ରାସ: ଘରୋଇ କ୍ରିକେଟରେ ମୁରଲୀ ବିଜୟଙ୍କୁ ନେଇ ଏକ ଅଦ୍ଭୁତପୂର୍ଣ୍ଣ ଖବର ହସ୍ତଗତ ହୋଇଛି । ସୟେଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ବାୟୋବବଲରେ ରହିବାକୁ ପଡିବ ବୋଲି ସେ ଏଥିରୁ ଓହରି ଯାଇଛନ୍ତି । ବିଜୟ କୋଭିଡ ୧୯ ଭ୍ୟାକ୍ସିନ ମଧ୍ୟ ନେଇ ନାହାନ୍ତି । ତେବେ ବିସିସିଆଇ ନିୟମ ଅନୁସାରେ…

‌ମୋତେ ଭୁଲ୍‌ ପ୍ରମାଣିତ କଲେ ପଦ୍ମଶ୍ରୀ ସମ୍ମାନ ଫେରାଇ ଦେବି; କଙ୍ଗନା

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିବାଦୀୟ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ବର୍ତ୍ତମାନ କଙ୍ଗନା କହିଛନ୍ତି ଯେ ଯଦି ତାଙ୍କୁ ଭୁଲ ପ୍ରମାଣିତ କରାଯାଏ ତେବେ ସେ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେବେ। କଙ୍ଗନା ତାଙ୍କ ପ୍ରତିରକ୍ଷାରେ ଦେଇଥିବା ଯୁକ୍ତି ଆହୁରି ଚକିତ କରିଛି।…