Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି, ୭ ଜିଲ୍ଲାରେ ନିୟୋଜିତ ହେବେ ୪୨ ଓଡ୍ରାଫ ଓ ୨୪ ଏନଡିଆରଫ ଟିମ୍

ଭୁବନେଶ୍ବର : ସ୍ଥଳଭାଗ ମୁହାଁ ବାତ୍ୟା ଗୁଲାବ । ଗଭୀର ଅବପାତର ରୂପ ନେବା ପରେ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା । ବର୍ତ୍ତମାନ ଏହା ପଶ୍ଚିମ- ଉତ୍ତର- ପଶ୍ଚିମ ଦିଗରେ ଗତି କରୁଛି । ତେବେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଛି ପ୍ରଶାସନ । କଳିଙ୍ଗପାଟ୍ଟନମରେ…

ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗରେ ଯାଜପୁର ପ୍ରେସ କ୍ଲବ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଯାଜପୁର : ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଯାଜପୁର ପ୍ରେସ କ୍ଲବ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପାଖରେ ଅମର ଆତ୍ମାର ସଦଗତି ପାଇଁ ପ୍ରଦୀପ ପ୍ରଜ୍ୱଳନ ସହ ନୀରବ ପ୍ରାର୍ଥନା…

ବିନା ଭକ୍ତରେ ପାଳନ ହେବ ଛତର ଯାତ୍ରା

କଳାହାଣ୍ଡି :କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ଛତର ଯାତ୍ରା । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବିନା ଭକ୍ତରେ ପାଳନ ହେବ ଛତର ଯାତ୍ରା । ଭବାନିପାଟଣା ସହରରେ ୧୪୪ ଧାରା ଲାଗୁ ହେବ । କଳାହାଣ୍ଡିର ଇଷ୍ଟଦେବୀ ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆସନ୍ତା…

ଟାଇପ ୧ ଡାଇବେଟିସ୍‌ ଓ କରୋନା ଆକ୍ରାନ୍ତ ଥିବା ୪୦ ବର୍ଷରୁ ଅଧିକ ବୟସ୍କ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବା ଆଶଙ୍କା…

ନୂଆଦିଲ୍ଲୀ: ଏକ ଅଧ୍ୟୟନ ଅନୁଯାୟୀ, ଟାଇପ ୧ ଡାଇବେଟିସ୍‌ ଓ କରୋନା ଆକ୍ରାନ୍ତ ହୋଇଥିବା ୪୦ ବର୍ଷରୁ ଅଧିକ ବୟସ୍କ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବା ଅଧିକ ଆଶଙ୍କା ରହିଛି। ସେମାନେ ପିଲାମାନଙ୍କ ତୁଳନାରେ ୭ ଗୁଣା ଅଧିକ ମେଡିକାଲ୍‌ରେ ଭର୍ତ୍ତି ହେବାରେ ସମ୍ଭାବନା ରହିଛି।…

ମମତାଙ୍କୁ ଇଟାଲୀ ଯିବାକୁ ଅନୁମତି ଦେଲେନି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆସନ୍ତା ମାସରେ ଇଟାଲୀ ଗସ୍ତ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଦେବାକୁ ମନା କରିଦେଇଛନ୍ତି। 'ବିଶ୍ୱ ଶାନ୍ତି ସମ୍ମିଳନୀ'ରେ ଭାଗ ନେବାକୁ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ…

ନକଲି ସୁନା ଇଟା କାରବାରରେ ୬ ଗିରଫ

ନବରଙ୍ଗପୁର : ନବରଙ୍ଗପୁରରେ ନକଲି ସୁନା ଇଟା କାରବାରରେ ୬ ଗିରଫ । ୪ କିଲୋ ୫୦୦ ଗ୍ରାମ ନକଲି ସୁନା ଇଟା ଜବତ କରିଛି ପୋଲିସ ।ଏଥିସହ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ କାର,୫ଟି ମୋବାଇଲ ଫୋନ,୫ ଟି ଏଟିଏମ କାର୍ଡ ,ଡ୍ରାଇଭିଂ ଲାଇସେନ୍ସ ଏବଂ ନଗଦ ୯୫୦ ଟଙ୍କା ପୋଲିସ ଜବତ କରିଛି । ନବରଙ୍ଗପୁର…

ସଙ୍କଟରେ ଗଜରାଜ

ଭୁବନେଶ୍ୱର : ବିପର୍ଯ୍ୟସ୍ତ ଅବସ୍ଥାରେ ହାତୀ ପଲ । କହିବାକୁ ଗଲେ ଏବେ କିଛି ଦିନ ହେଲା ଯେମିତି ହାତୀଙ୍କୁ ପଡ଼ିଛି ଶନିଦଶା । ଗୋଟିଏ ପରେ ଗୋଟିଏ ହାତୀର ମୃତ୍ୟୁ ହୋଇ ଚାଲିଥିବା ବେଳେ କିଛି ହାତୀ ବିପଦ ମୁହଁରେ ପଡିି ଛଟପଟ ହେଉଛନ୍ତି । କେଉଁଠି ହାତୀ ଦାନ୍ତ ପାଇଁ ହାତୀକୁ ହତ୍ୟା କରାଯାଉଛି ତ…

ପୋଖରୀରେ ଖସି ପଡ଼ିଲା କାର , ଚାଳକ ମୃତ

ଯାଜପୁର : ଯାଜପୁରରେ ଅଘଟଣ । ପୋଖରୀରେ କାର ଗଳିପଡ଼ିବା ଫଳରେ କାର ଚାଳକଙ୍କ ମୃତ୍ୟୁ ହୋଇଯାଇଛି । ଯାଜପୁର ଜିଲ୍ଲା କୁଆଖିଆ ଥାନା ମୁଗୁପାଳ ନିକଟରେ ଏପରି ଅଘଟଣ ଘଟିଛି । ମୃତକ ଜଣକ ହେଲେ ମୁଗୁପାଳ ଗାଁ ର ଗଦାଧର ସାହୁ । ସେ ନିଜ ଗାଡିରେ ହରିପୁରରୁ ନିଜ ଗାଁକୁ ଆସୁଥିବା ବେଳେ କାର ଭାରସାମ୍ୟ…

ଭାରତକୁ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟର ମାନ୍ୟତା ଦେବାକୁ ଉଦ୍ୟମ କରିବ ଆମେରିକା!

ୱାଶିଂଟନ୍: ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ତଥା ଆଣବିକ ଯୋଗାଣକାରୀ ଗୋଷ୍ଠୀରେ ପ୍ରବେଶ ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ୍‌ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ବୈଠକରେ ଆମେରିକାର ସମର୍ଥନକୁ…

ଇଣ୍ଟରନେଟ୍‌ ସେନ୍ସେସନ୍‌ ପାଲଟିଛନ୍ତି ସିଦ୍ଧାର୍ଥ

ନୂଆଦିଲ୍ଲୀ: ନିକଟରେ ସିଦ୍ଧାର୍ଥ ମାଲହୋତ୍ରା ହିମାଳୟନ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଶେର୍‌ଶାହାର ସ୍କ୍ରିନିଂ ପାଇଁ ଲଦାଖ ଯାଇଥିଲେ। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ଉତ୍ସବର ପ୍ରଥମ ସଂସ୍କରଣ ହେଉଛି ଏକ ପାଞ୍ଚ ଦିନିଆ କାର୍ଯ୍ୟକ୍ରମ, ଯାହା…