ଐତିହ୍ୟର ବଡ଼ଦାଣ୍ଡ
ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”
ବଡ଼ ଦେଉଳରେ ପୂଜା ପାଉଥିବା ବଡ଼ ଠାକୁରଙ୍କ କ୍ଷେତ୍ରରେ କାହିଁ କେକାଳରୁ ନିଜର ପ୍ରଶସ୍ତ କାୟା ବିସ୍ତାର କରି ରହିଅଛି ବଡ଼ଦାଣ୍ଡ । ସମୁଦ୍ରରୁ ଉଠି ଆସି ଭୂମିରେ ସଦ୍ୟମୃତ ବିରାଟ ସାମୁଦ୍ରିକ ଜୀବଟିଏ ଯେମିତି ଚିତ୍ହୋଇ…