Latest Odisha News

BREAKING NEWS

ଆଜି ଦେଶରେ କରୋନା ଆକ୍ରାନ୍ତ କମ୍, ସୁସ୍ଥ ସଂଖ୍ୟା ଅଧିକ

ନୂଆଦିଲ୍ଲୀ: ଦେଶରେ ବଢ଼ିଛି ଦୈନିକ କରୋନା ସଂକ୍ରମଣ । ମୃତ୍ୟୁସଂଖ୍ୟା ବି ସାମାନ୍ୟ ବୃଦ୍ଧି ପାଇଛି । କିନ୍ତୁ ଗତ ୨୪ ଘଣ୍ଟାରେ ଦେଶରେ ସଂକ୍ରମଣ ଅପେକ୍ଷା ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଦିନକରେ ଚିହ୍ନଟ ହୋଇଛନ୍ତି ୧୭ହଜାର ୯୨୧ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି…

ଲାଲ୍ କିଲ୍ଲା ହିଂସାରେ ବିଦେଶୀ ସମ୍ପୃକ୍ତ, ଡଚ୍ ନାଗରିକଙ୍କ ସହ ଅନ୍ୟ ଜଣେ ଗିରଫ

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଲାଲ୍ କିଲ୍ଲାରେ ଘଟିଥିବା ହିଂସା ପାଇଁ ଦେଶ ନିନ୍ଦିତ ହୋଇଥିଲା । ଟ୍ରାକ୍ଟର ପରେଡ୍ ଆଳରେ କୃଷକ ଘଟାଇଥିବା ଲାଲ୍ କିଲ୍ଲା ହିଂସାରେ ବିଦେଶୀଙ୍କ ସମ୍ପୃକ୍ତି ଥିବା ପ୍ରମାଣ ମିଳିଛି । ଖାଲି ପ୍ରମାଣ ମିଳିଛି ତା’ନୁହେଁ ଟ୍ରାକ୍ଟର ପରେଡ୍ ଆନ୍ଦୋଳନ ଦିନ ବିଦେଶୀ…

ଦେଶରେ ସବୁଠୁ ବୟସ୍କ ମହିଳା ଭାବରେ ଟିକା ନେଲେ ୧୦୩ ବର୍ଷୀୟ ବୃଦ୍ଧା

ବେଙ୍ଗାଳୁରୁ: ଟିକା ନେଲେ ବେଙ୍ଗାଳୁରୁର ୧୦୩ ବର୍ଷୀୟ ବୃଦ୍ଧା । ଦେଶରେ ସବୁଠୁ ବୟସ୍କ ମହିଳା ଭାବରେ କୋଭିଡ୍ ଟିକା ନେଇଛନ୍ତି । ତାଙ୍କ ନାଁ ଜେ. କାମେଶ୍ୱରୀ । ବେଙ୍ଗାଳୁରୁ ବ୍ୟାନରଘଟ୍ଟା ସ୍ଥିତ ଆପୋଲୋ ହସ୍ପିଟାଲରେ ତାଙ୍କୁ ଦିଆଯାଇଛି ପ୍ରଥମ ଡୋଜ୍ । ବର୍ତ୍ତମାନ ସୁଦ୍ଧା ଦେଶରେ ସବୁଠୁ…

୩ ଛୁଆ ସହ ରେଳ ଧାରଣା ପାର୍ ହେଉଥିଲା ମାଆ ମହାବଳ ବାଘ, ଛୁଆକୁ ଚାପି ଦେଲା ଟ୍ରେନ୍

ମାଲକାନଗିରି: ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁବରଣ କରୁଥିବା ଆପଣ ଶୁଣିଥିବେ । କେବେ ମହାବାଳ ବାଘ ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରିଛି ଶୁଣିଛନ୍ତି ? ହଁ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲା ସୀମାରେ ଟ୍ରେନ୍ ଧକ୍କାରେ ଏକ ମହାବଳ ବାଘ ଛୁଆର ମୃତ୍ୟୁ ହୋଇଛି । ମୃତ ବାଘ…

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ସ୍ମଗଲର ଗିରଫ

ବାଲେଶ୍ୱର: ବ୍ରାଉନସୁଗର କାରବାରର ଲିଙ୍କ ଲାଇନ୍ ପାଲଟିଛି ବାଲେଶ୍ୱର ଜିଲ୍ଲା । କୋଲକାତାରୁ ଚାଲାଣ ବେଳେ ବାଲେଶ୍ୱରରୁ ପୁଣି ଜବତ ହୋଇଛି କୋଟିଏରୁ ଅଧିକ ଟଙ୍କାର ଧଳା ଜହର । ବାଲେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରୁ ଜବତ ହୋଇଛି ଦେଢ଼ କେଜିର ବ୍ରାଉନସୁଗର । କ୍ରାଇମବ୍ରାଞ୍ଚ ଏସଟିଏଫ୍ ୧…

ନିର୍ବାଚନ ପୂର୍ବରୁ ବଦଳିଲେ ପଶ୍ଚିମବଙ୍ଗ ପୋଲିସ ଡିଜି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବଦଳିଲେ ପୋଲିସ ଡିଜି ବୀରେନ୍ଦ୍ର । ତାଙ୍କୁ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ତାଙ୍କ ସ୍ଥାନରେ ୧୯୮୭ ବ୍ୟାଚ୍‌ ଆଇପିଏସ ଅଫିସର ପି. ନିରଞ୍ଜନାୟନଙ୍କୁ ବେଙ୍ଗଲ ପୋଲିସ ଡିଜି ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ସହ…

ହସିବ ପଶ୍ଚିମ ଓଡ଼ିଶାର ଚାଷ ଜମି, ଆଜି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ  

ନୂଆପଡ଼ା: ଚାଷ ପାଇଁ ଆଉ ରହିବନି ଜଳ କଷ୍ଟ । ପଡ଼ିଆ ପଡ଼ିବନି ଏକର ଏକର ଚାଷ ଜମି । ପଶ୍ଚିମ ଓଡ଼ିଶାର ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାର ଚାଷ ଜମିକୁ ଜଳସେଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିବେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ୬୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ…

ଭଞ୍ଜସେନା ପକ୍ଷରୁ ୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପାଳନ

ମୟୂରଭଂଜ: ଶିମିଳିପାଳ ଜାତୀୟ ଉଦ୍ୟାନରେ ନିଆଁ ଲିଭାଇବାରେ ବିଫଳତାକୁ ନେଇ ଆଜି ଭଂଜସେନା ପକ୍ଷରୁ ମୟୂରଭଂଜ ପାଳନ କରାଯାଉଛି । ସକାଳ ୬ଟାରୁ ବିଭିନ୍ନ ସ୍ଥାନରେ ରାସ୍ତାରୋକ ସହ ଦୋକାନ ବଜାର ବନ୍ଦ ରହିଛି । ଜରୁରୀ ସେବାକୁ ବାଦ ଦିଆଯାଇଛି । ଅପରାହ୍ନ ୩ଟା ଯାଏଁ ଏହି ବନ୍ଦ ପାଳନ କରାଯିବ ।…

ଗଳ୍ପ : ନାଲି ଫ୍ରକ

ସଚ୍ଚିଦାନନ୍ଦ କର ନାଲି ଫ୍ରକ ! ଏକ ନମ୍ବର ମାର୍କେଟ ଫୁଟପାଥ୍ କଡର ଗୋଟେ ଉଠା ଦୋକାନର ହ୍ୟାଙ୍ଗରରେ ସେଇଟି ଝୁଲୁଥିଲା।ତାକୁ ଦେଖୁ ଦେଖୁ ମୋର ପାଦ ଦୁଇଟି ସେଇଠି ଅଟକିଗଲା। - " ବାପା ! ମୋ ପାଇଁ ଗୋଟେ ନାଲି ଫ୍ରକ ଆଣି ଦବ। " ମନେପଡିଲା ମୋ ଛଅ ବର୍ଷର ଝିଅର ଏ କଥା। ପ୍ରାୟ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୦-୩-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମାର୍ଚ୍ଚ ତା ୧୦ ରିଖ ବୁଧବାର କୁମ୍ଭ ୨୭ ଦିନ ଫାଲଗୁନ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଆଜିର ଘାତ ବାର- କର୍କଟ ରାଶିର ଆଜିର ଘାତ ଚନ୍ଦ୍ର- ସିଂହ ରାଶି ପୁରୁଷଙ୍କର…