Latest Odisha News

BREAKING NEWS

ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ

ଦେବଗଡ: ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଏଏସଆଇ ପରମାନନ୍ଦ ନାଏକ ନିଲମ୍ବିତ ହୋଇଛନ୍ତି । ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ସେ ନିଲମ୍ବିତ ହୋଇଛନ୍ତି । ‘ମୋ ସରକାର’ ପକ୍ଷରୁ ଫୋନରେ ଯୋଗାଯୋଗ କରାଯିବା ପରେ ଲାଞ୍ଚ ମାଗିଥିବା ଜଣାପଡିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।…

ବାଲୁକା କଳାରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଝଡ଼ର ଇଗଲଙ୍କୁ ମନେ ପକାଉଛି ଦେଶ । ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏବଂ ସାଧାରଣ ଜନତା । ଝୁରୁଛନ୍ତି ସେହି ମହାନ ଜନନାୟକ ବିଜୁବାବୁଙ୍କୁ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୧୦୫ ତମ ଜୟନ୍ତୀ । ଏହି ଅବସରରେ ବାଲୁକା…

ଆସାମରେ ବିଜେପି, ସହଯୋଗୀଙ୍କ ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ

ନୂଆଦିଲ୍ଲୀ: ଆଗାମୀ ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ ସହଯୋଗୀ ଦଳଙ୍କ ମଧ୍ୟରେ ସିଟ ବୁଝାମଣା ଚୂଡାନ୍ତ ହୋଇଛି । ବିଜେପି ୯୨ ଆସନରେ, ଆସାମ ଗଣପରିଷଦ ୨୬ ଏବଂ ୟୁପିପିଏଲ ୮ଟି ଆସନରେ ଲଢ଼ିବେ । ମାର୍ଚ୍ଚ ୨୭ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ଆସାମରେ ୩ଟି ପର୍ଯ୍ୟାୟରେ ୧୨୬ ବିଧାନସଭା ସିଟ…

ବିନା ଭକ୍ତରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ହେବ ଜାଗର ଯାତ୍ରା

ଭଦ୍ରକ: ଏବର୍ଷ ଜାଗର ଯାତ୍ରାରେ ଭକ୍ତ ଶୂନ୍ୟ ରହିବ ଭଦ୍ରକ ଜିଲ୍ଲାର ପ୍ରମୁଖ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠ । ବିନା ଶ୍ରଦ୍ଧାଳୁରେ ଆରଡ଼ିରେ ଜାଗତଯାତ୍ରା ଅନୁଷ୍ଠିତ ହେବ । ଏଥିରାଇଁ ୧୦ ତାରିଖ ସକାଳ ୭ଟାରୁ ୧୨ ତାରିଖ ସକାଳ ୭ଟା ଯାଏଁ ଜାରି ହେବ ୧୪୪ ଧାରା । ମନ୍ଦିର ପରିସରରେ କେହି…

ପୁଣି ଶସ୍ତା ହେଲା ସୁନା

ନୂଆଦିଲ୍ଲୀ: ସୁନା ଦାମ କମି କମି ଚାଲିଛି । ସୁନା କିଣିବା ପାଇଁ ଗ୍ରାହକଙ୍କ ପାଖରେ ଭଲ ମଉକା । ସୁନା ଦାମ ହ୍ରାସ ପାଇ ୧୦ ଗ୍ରାମକୁ ପାଖାପାଖି ୪୪ ହଜାର ୪୦୦ ଟଙ୍କା ହୋଇଛି । ଭାରତୀୟ ବଜାରରେ ଲଗାତାର ୮ ଦିନ ହେଲା ସୁନା ଦାମ ହ୍ରାସ ପାଇଛି ।  ଶୁକ୍ରବାର ଏମସିଏକ୍ସରେ ସୁନା ଦାମ ୦.୩…

ନିଜ ମସ୍ତିଷ୍କ ଅସ୍ତ୍ରୋପଚାର ପାଇଁ ସର୍ବତ ବିକ୍ରି କରୁଛି ସାତ ବର୍ଷର ଟିକି ଝିଅ

ନୂଆଦିଲ୍ଲୀ: ଭାଗ୍ୟର କି ବିଡମ୍ବନା! ନିଜ ମସ୍ତିଷ୍କ ଅସ୍ତ୍ରୋପଚାର ପାଇଁ ସାତ ବର୍ଷର କୁନି ଝିଅଟି ଏଭଳି ଢଙ୍ଗରେ ନିଜ ପାଇଁ ସଞ୍ଚୟ କରୁଛି ଅର୍ଥ।। ସେଥିରୁ ଅର୍ଜିତ ଧନରେ ସେ ନିଜର ଅସ୍ତ୍ରୋପଚାର କରାଇବ ବୋଲି ଆଶା ଜୁଟେଇଛି ଏଇ ଟିକି ଝିଅଟି। ତେବେ ଗତ ବର୍ଷ ଗ୍ରୀଷ୍ମରେ ଆମେରିକାର ଏହି…

ଧୋନୀଙ୍କ ଅଲୋଡା ରେକର୍ଡ ସହ ସମକକ୍ଷ ହେଲେ କୋହଲି

ମୋଟେରା: ଚଳିତ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ରିପୋର୍ଟ ହସ୍ତଗତ ହେଲା ବେଳକୁ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୨୦୫ ରନ ଜବାବରେ ଭାରତ ୪ ଉଇକେଟ ବିନିମୟରେ ୮୪ ରନ ସଂଗ୍ରହ କରିଛି । ଅଧିନାୟକ ବିରାଟ କୋହଲି ଶୂନରେ ଆଉଟ ହୋଇଛନ୍ତି । ଏଥିସହ ସେ ଏକ…

ବାହାଘର ପରେ ଶାଶୂଘରକୁ ବିଦା ବେଳେ କାନ୍ଦି କାନ୍ଦି ଝିଅର ମୃତ୍ୟୁ

ବିନିକା: ମଥାରେ ଝଟକୁ ଥିଲା ସଜ ସଜ ଲାଗିଥିବା ଲାଲ୍ ସିନ୍ଦୂର । ଝିଅ ବାହାଘର ପରେ ବିଦାକୀ ପାଇଁ ସମସ୍ତ ଥିଲେ ଆତ୍ମବିଭୋର । ମାଆବାପା, ପରିବାର ଆତ୍ମୀୟ ସ୍ୱଜନଙ୍କୁ ଛାଡ଼ି ଝିଅ ଶାଶୂଘର ଯାଇଥାନ୍ତା । ଏଥିପାଇଁ ବରଗାଡ଼ି ବି ପ୍ରସ୍ତୁତ ଥିଲା । ବାହୁନି ବାହୁନି କାନ୍ଦୁଥିଲେ କନ୍ୟା । କାନ୍ଦୁ…

ଚାଳକବିହୀନ ସୁପରସୋନିକ କମ୍ବାକ୍ଟ ବିକ୍ରି ହେବ, ଦାମ୍ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ସିଙ୍ଗାପୁର କମ୍ପାନୀ କାଲେ ଏରୋସ୍ପେଶ୍ ଲଂଚ କରିଛି ବିଶ୍ୱର ପ୍ରଥମ ଚାଳକବିହୀନ ସୁପରସୋନିକ କମ୍ବାକ୍ଟ ବା ଯୁଦ୍ଧ ଏରିୟଲ ଭେଇକେଲ । କମ୍ପାନୀ ଏହର ମୂଲ୍ୟ ୧୬ ମିଲିୟନ ଡଲାର ରଖାଯାଇଛି । ଶବ୍ଦଠାରୁ ଏହା ଅଧିକ ବେଗରେ ଗତି କରିଥାଏ । ଏହି ୟୁସିଏଭିରେ ରାଡାର ଲାଗିଛି । ଆବଶ୍ୟକ…

ବାଇଡେନ୍‌ ପ୍ରଶାସନରେ ୫୫ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ମିଳିଛି ପ୍ରମୁଖ ଦାୟିତ୍ୱ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ତାଙ୍କ ପ୍ରଶାସନରେ ଭାରତୀୟ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ସ୍ଥାନ ପାଇଛନ୍ତି। ରାଷ୍ଟ୍ରପତି କାର୍ଯ୍ୟକାଳର‌ ଅତି କମ ଦିନ ମଧ୍ୟରେ ୫୫ ଜଣ ଭାରତୀୟ-ଆମେରିକୀୟଙ୍କୁ ତାଙ୍କ ପ୍ରଶାସନର ପ୍ରମୁଖ ପଦବୀରେ ନିଯୁକ୍ତ କରିଛନ୍ତି।…