Latest Odisha News

BREAKING NEWS

ବନ୍ଦ ଘରୁ ନବବିବାହିତାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ-ଶ୍ୱଶୁର ଫେରାର

ସୁନ୍ଦରଗଡ଼: ବନ୍ଦ ଘର ଭିତରୁ ନବ ବିବାହିତାଙ୍କ ମୃତଦେହ ଉଦ୍ଧାର । ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ବାହାରୁ ଘର ବନ୍ଦ ରହିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ସରସରା ଗାଁରେ । ମୃତକ ହେଲେ ବିଭୂତି ବେହେରାଙ୍କ ପତ୍ନୀ…

ଦେଶରେ ୧୮ ହଜାର ତଳକୁ ଖସିଲା ଦୈନିକ କର‌ୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କର‌ୋନା ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ଦିନକର‌େ ୧୮ ହଜାରରୁ କମ୍ ପଜିଟିଭ ଚିହ୍ନଟ ହ‌ୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ ଦିନକର‌େ ୧୭ ହଜାର ୪୦୭ କରୋନା ସଂକ୍ରମିତ ଚିହ୍ନଟ ହ‌ୋଇଥିବା ବେଳେ…

ସ୍ବାମୀ ସହ ରହିବାକୁ ପତ୍ନୀଙ୍କୁ ବାଧ୍ୟ କରାଯାଇପାରିବ ନାହିଁ: ସୁପ୍ରିମକ‌ୋର୍ଟ

ନୂଆଦିଲ୍ଲୀ: ପତ୍ନୀ କେବେବି ତା’ ସ୍ବାମୀର ଦାସୀ ନୁହେଁ। ଯଦି ଜଣେ ପତ୍ନୀ ନଚାହାଁନ୍ତି ତାହେଲେ ତାଙ୍କୁ ସ୍ବାମୀ ସହ ରହିବା ଲାଗି ବାଧ୍ୟ କରାଯାଇପାରିବ ନାହିଁ। କାରଣ ପତ୍ନୀ ପୁରୁଷର ଦାସୀ କିମ୍ବା ଅସ୍ଥାବର ସମ୍ପତ୍ତି ନୁହେଁ। ସୁପ୍ରିମକୋର୍ଟର ଜଷ୍ଟିସ୍ ସଞ୍ଜୟ କିଷାନ କୌଲ ଓ ହେମନ୍ତ…

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରୁଛି ଇଂଲଣ୍ଡ

ଅହମ୍ମଦାବାଦ: ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ଭାରତ ୨-୧ରେ ସିରିଜ ଆଗୁଆ ରହିଛି । ୫୫୦ତମ ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ । ଏହି…

ପେଟ୍ରୋଲ ଓ ଡିଜେଲ ଉପରେ ୮ ଟଙ୍କା ୫୦ପ. ଟିକସ ହ୍ରାସ ସମ୍ଭବ: ରିପୋର୍ଟ

ନୂଆଦିଲ୍ଲୀ: ଯଦି ସରକାର ଚାହାଁନ୍ତି ତାହେଲେ ଅତି ସହଜରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଲ୍କ ରେ ଲିଟର ପିଛା ୮.୫ ଟଙ୍କା ହ୍ରାସ କରିପାରିବ। ଯାହା ଫଳରେ ସରକାରଙ୍କ ରାଜସ୍ବ ଉପରେ ପ୍ରଭାବ ପଡିବ ନାହିଁ ବୋଲି ଆଇସିଆଇସିଆଇ ସିକ୍ୟୁରିଟିଜ ନିଜ ରିପୋର୍ଟରେ ଦାବି କରିଛନ୍ତି। ଏବେକା…

ସତ ଉଗାରିବ ବିବନ: ଆଜିଠୁ ଦୁଇ ଦିନିଆ ରିମାଣ୍ଡରେ ଯିବ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମର ମାଷ୍ଟରମାଇଣ୍ଡ

ଭୁବନେଶ୍ୱର: ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିବନର ଟିଆଇ ପରେଡ ସରିଛି । ଆଜିଠୁ ରିମାଣ୍ଡରେ ଯିବ ଅଭିଯୁକ୍ତ । ଆଜିଠୁ ବିବନକୁ ଦୁଇ ଦିନିଆ ରିମାଣ୍ଡରେ ନେବ ସିବିଆଇ । ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ କରିବ । ତା ମୁହଁରୁ ଘଟଣାର ସତ ବାହାର କରିବ ତଦନ୍ତକାରୀ ଟିମ୍ । କୁତ୍ସିତ…

ନୂଆ ଡିଜିଟାଲ୍ ମିଡିଆ ଗାଇଡଲାଇନରେ ହସ୍ତକ୍ଷେପ କରିପାରିବେନି ରାଜ୍ୟ

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ସଂସ୍ଥାନ ଲାଗି ଦିଶା-ନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ-୨୦୨୧ର ଭାଗ ୩ ଅଧୀନରେ ସମସ୍ତ କ୍ଷମତା କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଲାଗୁ କରିବ । ଭାଗ-୩ରେ ରାଜ୍ୟ ସରକାର, ଜିଲ୍ଲାପାଳ କିମ୍ବା ପୋଲିସ…

ଇବ୍ ନଦୀ ପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ଇବ୍ ନଦୀ ପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ବନ୍ଧପାଲି ନିକଟ ଇବ୍ ନଦୀ ପଠାରେ ମୃତଦେହର ବିଭିନ୍ନ କଟାଅଂଶ ଏଣେତେଣେ ପଡ଼ିଥିଲା । ସୁନ୍ଦରଗଡ଼ ସଦର ପୋଲିସ୍‌ ଖଣ୍ଡବିଖଣ୍ଡିତ ଅଂଶକୁ ଉଦ୍ଧାର କରି ତଦନ୍ତ ଚଳାଇଛି । ମୃତକଙ୍କ ପରିଚୟ ମିଳି ନଥିବା ବେଳେ କେହି ହତ୍ୟା…

ଶୋଇଥିବା ବେଳେ ବୃଦ୍ଧଙ୍କୁ ଦଳି ଦେଲା ହାତୀ

ସୋନପୁର: ଘରେ ଶୋଇଥିବା ବେଳେ ଦଳିଦେଲା ହାତୀ, ଚାଲିଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ । ହାତୀ ଆକ୍ରମଣରେ ଉଲୁଣ୍ଡା ରେଞ୍ଜ ପଣ୍ଡକିଟାଲ ଗାଁରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ୬୦ ବର୍ଷୀୟ ନାରାୟଣ ଭୋଇ ବୋଲି ଜଣାପଡ଼ିଛି । ନାରାୟଣ ଭୋଇ ନିଜ ଝିଅ ଘରେ…

କବିତା : ଗଛ

ରତ୍ନମୟ ତ୍ରିପାଠୀ ଶୁଷ୍କ ମାଟିରେ ମଞ୍ଜି ଟିଏ ପୋତି ପାଣିଦେଇ, ବାଡ଼ ଭିତରେ ଯତ୍ନକଲେ ମୁଁ ବଞ୍ଚେ ବୋଲି ଭାବୁଛ ଯଦି ଏ ଧାରଣା ତୁମର ଭୁଲ ଦେଖ.... ! ପାହାଡ଼ର ଛାତିଚିରି ଉପରକୁ ଉଠିବା ମୁଁ ଶିଖିଛି l ସମାଲୋଚନା, ତିରସ୍କାର ଏ ସବୁ ମୋର ଗ୍ରହଣୀୟ ନୁହେଁ ବରଂ ଫେରେଇଛି…