Latest Odisha News

BREAKING NEWS

କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା, କୋଭିଡ ବିରୋଧରେ ୮୧ ପ୍ରତିଶତ ଫଳପ୍ରଦ

ନୂଆଦିଲ୍ଲୀ : ଭାରତ ବାୟୋଟେକ୍ ଜାରି କରିଛି ସ୍ବଦେଶୀ ଭ୍ୟାକ୍ସିନ କୋଭାକ୍ସିନର ତୃତୀୟ ପର୍ଯ୍ୟାୟର କ୍ଲିନିକାଲ ପରୀକ୍ଷାର ପରିଣାମ । କମ୍ପାନୀର ଘୋଷଣା ଅନୁଯାୟୀ, ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ କୋଭାକ୍ସିନ ୮୧ ପ୍ରତିଶତ ପ୍ରଭାବଶାଳୀ ରହିଛି । ଦେଶରେ କୋଭାକ୍ସିନକୁ ଟିକାକରଣ ଅଭିଯାନରେ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଖ୍ରୀଷ୍ଟଧର୍ମୀଙ୍କ ବିରୋଧରେ ବିଜେପିର ସଙ୍ଗୀନ ଅଭିଯୋଗ, କେତେ ସତ ?

ଭୁବନେଶ୍ୱର: ହିନ୍ଦୁ ଧର୍ମପୀଠକୁ ଧ୍ୱଂସ କରୁଛି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ସରକାର । ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତୀ ଭାଙ୍ଗି ଖ୍ରୀଷ୍ଟଧର୍ମୀଙ୍କ କ୍ରସ ନିର୍ମାଣକୁ ସମର୍ଥନ କରୁଛି ଗୁଣ୍ଟୁର ଜିଲ୍ଲା ପ୍ରଶାସନ । କିଛି ଏପରି ଅଭିଯୋଗ ଆଣିଛନ୍ତି ବିଜେପିର କିଛି ବରିଷ୍ଠ ନେତା…

ବୁର୍ଲା ଭିସୁଟରୁ ହଟିଲା କଣ୍ଟେନମେଣ୍ଟ ଜୋନ୍

ସମ୍ବଲପୁର : ବୁର୍ଲା ଭିସୁଟରୁ ହଟିଲା କଣ୍ଟେନମେଣ୍ଟ ଜୋନ୍ । ସମସ୍ତ ଛାତ୍ରବାସ ଓ ଛାତ୍ରୀ ନିବାସରୁ ହଟିଛି କଣ୍ଟେନମେଣ୍ଟ କଟକଣା । କରୋନା ପଜିଟିଭ୍ ହୋଇଥିବା ସମସ୍ତ ରିପୋର୍ଟ ଭୁଲ୍ ବୋଲି ଜଣାପଡ଼ିବା ପରେ ବିଶ୍ବବିଦ୍ୟାଳୟରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ବିଶ୍ବବିଦ୍ୟାଳୟରୁ…

ସନ୍ଦୀପ ମହାପାତ୍ର ମେମୋରିଆଲ ଟେନିସ ଚାମ୍ପିୟନଶିପ ଉଦଘାଟିତ

ଭୁବନେଶ୍ୱର:ମେଣ୍ଢାଶାଳ ଗୁରୁକୂଳ ରିସୋର୍ଟରେ ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ ଟେନିସ ଚାମ୍ପିୟନଶିପ୍ ବୁଧବାର ଉଦଘାଟିତ ହୋଇଯାଇଛି । ସନ୍ଦୀପଙ୍କ ବାପା ଜେ.ମହାପାତ୍ର ଏବଂ ଖୋର୍ଦ୍ଧା ଜିଲ୍ଲା ଟେନିସ ଆସୋସିଏଶନ ସମ୍ପାଦକ ଅସିତ ପ୍ରଧାନଙ୍କ ଦ୍ୱାରା ଏହି ଚାମ୍ପିୟନଶିପ ଉଦଘାଟିତ ହୋଇଥିଲା । ୭…

କମଲ ହାସନଙ୍କ ପାର୍ଟିରେ ଯୋଗଦେଇଛନ୍ତି ଅବଦୁଲ କଲାମଙ୍କ ବୈଜ୍ଞାନିକ ପରାମର୍ଶଦାତା ଭି.ପୋନରାଜ

ଚେନ୍ନାଇ: ପୂର୍ବତନ ରାଷ୍ଟ୍ରପତି ଡା.ଏ.ପି.ଜେ. ଅବଦୁଲ କଲାମଙ୍କ ବୈଜ୍ଞାନିକ ପରାମର୍ଶଦାତା ଭି.ପୋନରାଜ କମଲ ହାସନଙ୍କ ମକ୍କଲନିଧି ମୟମ (ଏମଏନଏମ) ପାର୍ଟିରେ ଯୋଗ ଦେଇଛନ୍ତି । ଦଳରେ ତାଙ୍କୁ ଉପାଧ୍ୟକ୍ଷ ଭାବେ ଗ୍ରହଣ କରାଯାଇଛି । କମଲ ହାସନ ଏହି ପାର୍ଟିର ସଂସ୍ଥାପକ ସାଙ୍ଗକୁ ଆଜୀବନ ଅଧ୍ୟକ୍ଷ…

ଶାହାରୁଖଙ୍କ ଟିଭି ଶୋ’ ଫୌଜି ରିଲିଜ ହେବ ଓଟିଟି ପ୍ଲାଟଫର୍ମରେ

ମୁମ୍ବାଇ:ଶାହାରୁଖ ଖାଁଙ୍କ ପ୍ରଥମ ଟିଭି ଶୋ ଫୌଜିକୁ ଏବେ ୱେବସିରିଜ ମାଧ୍ୟମରେ ପ୍ରସ୍ତୁତ କରାଯାଇ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ପାଇଁ ଯୋଜନା ଆରମ୍ଭ ହୋଇଛି । ୧୩ ଅଧ୍ୟାୟ ବିଶିଷ୍ଟ ଏହି ସେନା କମାଣ୍ଡୋ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ପର୍ଯ୍ୟବେଶିତ ସିରିୟଲ ୯୦ ଦଶକରେ ବେଶ୍ ଲୋକପ୍ରିୟ…

ଶିମିଳିପାଳରେ ନିଆଁ ନିୟନ୍ତ୍ରଣାଧୀନ

ଭୁବନେଶ୍ବର : ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଓ ଏହାର ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିମିଳିପାଳ କେବଳ ଓଡ଼ିଶା ବା ଭାରତର ନୁହେଁ ଏହା ସମଗ୍ର ବିଶ୍ବର ଏକ ଅମୂଲ୍ୟ ସମ୍ପଦ । ତେଣୁ…

ରାୟଗଡାରେ ଏକ ପ୍ଲାନେଟାରିଅମ ଏବଂ ଜୟପୁରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ରାୟଗଡାରେ ଏକ ପ୍ଲାନେଟାରିଅମ ଏବଂ କୋରାପୁଟ ଜିଲ୍ଲାର ଜୟପୁରରେ ଏକ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପାଇଁ ଭିତ୍ତି ପ୍ରସ୍ତର ରଖିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷାରେ ମନୋନିବେଶ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୪ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀକୁ ନେଇ ଚିନ୍ତା ବଢ଼ୁଥିବା ବେଳେ, ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୬୪ ଆକ୍ରାନ୍ତ । ଏମାନଙ୍କୁ ଚିକିତ୍ସା ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସମ୍ବଲପୁରରୁ ସର୍ବାଧିକ ୧୨ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୧୧ ଜଣ ସୁସ୍ଥ ହୋଇ ଘରକୁ…

ଆମେରିକା ଏୟାରବେସରେ ଘନ ଘନ ରକେଟ ମାଡ

କାବୁଲ: ଇରାକର ଏନଅଲ ଅସାଦରେ ଥିବା ଆମେରିକା ଏୟାରବେସ୍ ଉପରେ ଘନ ଘନ ରକେଟ ମାଡ ହୋଇଛି । ଆମେରିକା-ଇରାନ ତିକ୍ତତା ମଧ୍ୟରେ ଏହି ରକେଟ ମାଡ ନେଇ ଇରାନ ଉପରେ ପରୋକ୍ଷରେ ସନ୍ଦେହ କରାଯାଉଛି । ଉପରୋକ୍ତ ବେସରେ ଆମେରିକା ସେନା ଅଧିକାଂଶ ସମୟ ରହିଥାନ୍ତି । ଇରାକ-ଆମେରିକା ମିଳିତ ସେନାର ନେତୃତ୍ୱ…