ଫେବୃଆରୀ ମାସରେ ପାର୍ସଲ ବୋଝେଇରେ ଭୁବନେଶ୍ୱର ଷ୍ଟେସନର ୧୬.୯୮% ଅଭିବୃଦ୍ଧି
ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ୨୦୨୧ ଫେବୃଆରୀ ମାସରେ ପ୍ରାୟ ୧୩୫୮.୪ ଟନ୍ ପାର୍ସଲ ପରିବହନ କରିଛି ଯାହାକି ୨୦୨୦ ଫେବୃଆରୀ ମାସ ତୁଳନାରେ ୧୬.୯୮% ରହିଛି।
ଗତ ବର୍ଷ ଠାରୁ ପ୍ରାୟ ୧୯୭.୨ ଟନ୍ ଅଧିକ ପାର୍ସଲ ପରିବହନ କରିପାରିଛି। ଫେବୃଆରୀ, ୨୦୨୦ ରେ ଭୁବନେଶ୍ୱର ଷ୍ଟେସନ ୧୧୬୧.୨…