Latest Odisha News

BREAKING NEWS

ବିସ୍ଫୋରଣ ଧୂଆଁ ଆଉ ଗଦା ଗଦା ଶବ ପାଖରୁ ୧୭ ବର୍ଷର ଯୁବକ ବଂଚାଇଲା ୩ ବର୍ଷର ଶିଶୁକୁ

କାବୁଲ: କାବୁଲ ବିମାନବନ୍ଦର ବିସ୍ଫୋରଣରେ ଆତଙ୍କବାଦୀମାନେ ରକ୍ତ ଆଉ ମାଂସର ଖେଳ ଖେଳିଥିଲେ । ତେବେ ଭଗବାନ ଯାହାକୁ ବଂଚାଇବେ ତାକୁ ବା କିଏ ମାରିପାରିବେ । ଏ ଭଳି ଏକ ଘଟଣା ଏବେ ସମ୍ମୁଖକୁ ଆସିଛି । ବିସ୍ଫୋରଣ ପରେ ପରିବାରଠାରୁ ଅଲଗା ହୋଇ ପଡିଥିବା ୩ ବର୍ଷର ଶିଶ ଅଲୀ ଭୟଭୀତ ହୋଇ ପଡିଥିଲା ।…

ଆଉ ୬ଟି ଗେଟ୍‌ ଖୋଲିଲା ହୀରାକୁଦ ; ବିପଦ ସଙ୍କେତ ଉପରେ ବଢୁଛି ରାଜ୍ୟର ୫ ନଦୀ

ସମ୍ବଲପୁର: ଆଉ ୬ଟି ଗେଟ୍‌ ଖୋଲିଲା ହୀରାକୁଦ। ମହାନାଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ବୁଧବାର ଦିନ ହିରାକୁଦ ଡ୍ୟାମର କର୍ତ୍ତୃପକ୍ଷ ଆଉ ୬ ଟି ଗେଟ୍ ଖୋଲିଛନ୍ତି। ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ଯେ ସକାଳ ୯ ଟାରେ ଡ୍ୟାମର ଜଳ ସ୍ତର…

ରାଜପଥରେ ୧୨୦ କି.ମି ବେଗରେ ଚାଲିପାରିବନି ଗାଡି; କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ରାଜପଥରେ ଅଧିକ ଦ୍ରୁତ ଗତିରେ ଯାତାୟାତ କରୁଥିବା ଯାନବାହନକୁ ଦୃଷ୍ଟିରେ ରଖି ମାଡ୍ରାସ ହାଇକୋର୍ଟ ରାଜପଥରେ ସର୍ବୋଚ୍ଚ ବେଗକୁ ୧୨୦ କିଲୋମିଟରକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ଖାରଜ କରି ଦେଇଛନ୍ତି। ଏହି ବିଜ୍ଞପ୍ତି ଅନୁଯାୟୀ ଏକ୍ସପ୍ରେସୱେରେ ଗାଡି ଚଳାଇବା…

ପ୍ରିୟଙ୍କା ଲଢ଼ିବେ ବିଧାନସଭା ନିର୍ବାଚନ !

ଲକ୍ଷ୍ନୌ:ଆସନ୍ତା ବର୍ଷ ହେବାକୁ ଥିବା ଉତରପ୍ରଦେଶ ନିର୍ବାଚନ କଂଗ୍ରେସ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଯୋଗୀ ଆଦିତ୍ୟନାଥଙ୍କୁ ଟକ୍କର ଦେବା ପାଇଁ ପ୍ରିୟଙ୍କା ଅଂଟା ଭିଡିଛନ୍ତି । ରିପୋର୍ଟ ମୁତାବକ ପ୍ରଶାନ୍ତ କିଶୋର ପ୍ରିୟଙ୍କାକୁ ଅମେଠି କିମ୍ବା ରାୟବରେଲୀରେ ଭୋଟରେ ଛିଡା…

ଯୋଗୀ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ରର ଅନୁମୋଦନ; ବଦଳିଲା ଗାଁର ନାଁ

ଲକ୍ଷ୍ନୌ: ବଦଳିଲା ଉତ୍ତରପ୍ରଦେଶର ବାରାଣାସୀ ନିକଟ ଜୌନପୁର ଜିଲ୍ଲାରେ ଅବସ୍ଥିତ ଗ୍ରାମ ସାଦି ଖୁର୍ଦର ନାଁ। ଏହାର ନାଁ ବଦଳାଯାଇ ଶାଚିପୁରମ ରଖାଯାଇଛି। କେନ୍ଦ୍ର ସରକାର ଅନୁମୋଦନ ପରେ ଏହାର ନାଁ ପରିବର୍ତ୍ତନ କରାଯାଇଛି। ଯୋଗୀ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ଅନୁମୋଦନ କରିଛି। ଗୃହ…

ସଲ୍‌ମାନଙ୍କ ଶୋ’ର ଅଂଶ ହେବେ ଅଭିନେତ୍ରୀ ପ୍ରୀତି ଜାଙ୍ଗିଆନୀ!

ମୁମ୍ବାଇ: 'ବିଗ୍ ବସ୍ ଓଟିଟି' ର ଶେଷ ସପ୍ତାହ ଚାଲିଛି। ଯାହାର ଆୟେଜେକ ଅଛନ୍ତି ଫିଲ୍ମ ନିର୍ମାତା କରଣ ଜୋହର। ୧୮ ସେପ୍ଟେମ୍ବର ଏହି ଶୋ’ ଯାହା ଶେଷ ହେବାକୁ ଯାଉଛି। ଏହା ଶେଷ ହେବା ମାତ୍ରେ ସଲମାନ ଖାନ ଅକ୍ଟୋବର ୩ ରୁ 'ବିଗ୍ ବସ୍ ୧୫' ହୋଷ୍ଟ କରୁଥିବା ଦେଖିବାକୁ ମିଳିବ। ନିର୍ମାତାମାନେ…

ରାଜ୍ୟରେ ୪୫୭ ନୂଆ ଆକ୍ରାନ୍ତ ଚିହ୍ନଟ‌; ୭୩ ଛୁଆ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା। ଗତ ୨୪ ଘଣ୍ଟାରେ ୪୫୭ଟି ନୂଆ କରୋନା ମାମଲା ବାହାରିଛି। ୦ରୁ ୧୮ ବର୍ଷ ମଧ୍ୟରେ ୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୬୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୯୨ଟି । ଅନୁଗୁଳରୁ ୫, ବାଲେଶ୍ବରରୁ ୨୮,…

ଆଫଗାନିସ୍ତାନରେ ଅର୍ଥନୈତିକ ସଙ୍କଟ: ଅନାହାରରେ ମୃତ୍ୟୁବରଣ କରିପାରନ୍ତି ୧୪ ନିୟୁତରୁ ଅଧିକ ଲୋକ

କାବୁଲ: ତାଲିବାନର କାବୁଲ ବିଜୟ ପରେ ଏବେ ତାଲିବାନ ପାଇଁ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି। କାବୁଲକୁ କବଜା କରିବାର ଏକ ମାସ ପରେ ତାଲିବାନମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାରି ଦଶନ୍ଧିର ଯୁଦ୍ଧ ଏବଂ ହଜାର ହଜାର ଲୋକଙ୍କ ମୃତ୍ୟୁ ପରେ ସୁରକ୍ଷା ମୁଖ୍ୟତଃ ଉନ୍ନତ ହୋଇଛି, କିନ୍ତୁ ଗତ…

ରାଜ୍ୟରେ ବର୍ଷା ବିତ୍ପାତ; ୨୦ ଟି ଜିଲ୍ଲାର ୧୧୧ ଟି ବ୍ଲକ ପ୍ରଭାବିତ

ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁଁ ଓଡିଶାର ୨୦ ଟି ଜିଲ୍ଲାର ମୋଟ ୧୧୧ ଟି ବ୍ଲକ ପ୍ରଭାବିତ ହୋଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ଙ୍କ କାର୍ଯ୍ୟାଳୟର ପ୍ରାଥମିକ ରିପୋର୍ଟ ଅନୁଯାୟୀ, ୩୬୯୬ଟି ଗାଁ ଏବଂ ୨୭ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULBs) ପ୍ରଭାବିତ ହୋଇଛି। ପ୍ରବଳ…

କୋଭିଡ୍‌-୧୯ ସମ୍ବନ୍ଧୀୟ ଭୁଲ ତଥ୍ୟର ସବୁଠାରୁ ବଡ ଉତ୍ସ ହେଉଛି ଭାରତ !

ନୂଆଦିଲ୍ଲୀ: ମହାମାରୀର ଦେଢ ବର୍ଷରୁ ଅଧିକ ସମୟ ମଧ୍ୟରେ ଭାରତ କୋଭିଡ ଭୁଲ ତଥ୍ୟର ସବୁଠାରୁ ବଡ ଉତ୍ସ ଭାବରେ ଉଭା ହୋଇଛି। କୋଭିଡ୍-୧୯ ଟିକା ମାନବ ଶରୀରରେ ଚୁମ୍ବକୀୟ ଗୁଣ ସୃଷ୍ଟି କରେ ନାହିଁ। ନାକରେ ଲେମ୍ବୁ ରସ ପକାଇଲେ କରୋନା ଭୁତାଣୁ ମରେ ନାହିଁ। କିମ୍ବା ପକେଟରେ ଲବଙ୍ଗ କିମ୍ବା…