Latest Odisha News

BREAKING NEWS

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍

ସମ୍ୱଲପୁର : ଲଘୁଚାପ ଜନିତ ପ୍ରବଳ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରେ ଜଳପତ୍ତନ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି  ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌ ଖୋଲାଯାଇଛି । ଡ୍ୟାମ୍‌ରେ ଜଳପତ୍ତନ ନିୟନ୍ତ୍ରଣ କରିବା ଲାଗି ଆଜି ସଂଧ୍ୟାରେ ୬ଟି ଗେଟ୍ ଖୋଲାଯାଇଛି । ପ୍ରଥମେ ଦୁଇଟି ଗେଟ୍‌…

୨୦୫୦ ବେଳକୁ ଭୟଙ୍କର ହେବ ଜଳବାୟୁ ପରିବର୍ତ୍ତନ ଜନିତ ସ୍ଥିତି

ନୂଆଦିଲ୍ଲୀ : ଆସନ୍ତା ୨୦୫୦ ବେଳକୁ ଜଳବାୟୁ ପରିବର୍ତ୍ତନ ଜନିତ ସ୍ଥିତି ହେବ ଭୟଙ୍କର । ବିଶ୍ବର ପ୍ରାୟ ୨୦ କୋଟି ଲୋକ ନିଜ ନିଜ ଭିଟାମାଟି ଛାଡିବେ । ବିଶ୍ବବ୍ୟାଙ୍କ ରିପୋର୍ଟରେ କୁହାଯାଇଛି ଯେ, ବିଶ୍ବରେ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ବ୍ୟାପକ ଭାବେ ଦେଖାଦେଇଛି । ଆସନ୍ତା ୩୦ ବର୍ଷରେ…

ମାଓ ସଙ୍ଗଠନକୁ ଶକ୍ତ ଧକ୍କା, ଆତ୍ମସମର୍ପଣ କଲେ ଗୁମ୍ମା ଏରିଆ କମିଟିର ସଦସ୍ୟ

କୋରାପୁଟ : ମାଓ ସଙ୍ଗଠନକୁ ଶକ୍ତ ଧକ୍କା । ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛି ଗୁମ୍ମା ଏରିଆ କମିଟିର ସଦସ୍ୟ ସୋନାଲ ମାଡ଼ଭି ଓରଫ କିରଣ । ଗତ ୨୦୧୨ ମସିହାରେ ଛତିଶଗଡର ପାମେଡୁ ଏରିଆ କମିଟିରେ ସିପିଆଇ (ମାଓବାଦୀ ) ସଙ୍ଗଠନରେ ସେ ଯୋଗ ଦେଇଥିଲା । ପୂର୍ବରୁ କୋରାପୁଟ ଜିଲ୍ଲାରେ ତାଙ୍କ…

ବୌଦ୍ଧରେ ସର୍ବାଧିକ ବର୍ଷା, ମହାନଦୀରେ ନାହିଁ ବନ୍ୟା ଆଶଙ୍କା

ଭୁବନେଶ୍ବର : ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ । ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ଜଳାର୍ଣ୍ଣବ ସ୍ଥିତି । ବୌଦ୍ଧରେ ସର୍ବାଧିକ ୩୬୧ ମିଲିମିଟର ବର୍ଷା ହୋଇଛି । ଏହାପରେ ରହିଛି ପୁରୀ ଓ ସୁବର୍ଣ୍ଣପୁର । ନବରଙ୍ଗପୁରକୁ ଛାଡ଼ି ରାଜ୍ୟର ବାକି ଜିଲ୍ଲାରେ ସ୍ବାଭାବିକ ଠାରୁ…

ଭିିଜିଲାନ୍ସ ଜାଲରେ ADMO

ସୋନପୁର: ଭିିଜିଲାନ୍ସ ଜାଲରେ ଡାକ୍ତର । ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ  ନବକିଶୋର ବେହେରା । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନବକିଶୋର ବେହେରା ନିଜ କର୍ମଚାରୀ ବିଦ୍ୟୁତ ପ୍ରକାଶ ଖମାରୀଙ୍କ ଠାରୁ…

ଅନୁମତି ଅପେକ୍ଷାରେ ମହିଳା ସେବିକା

ପୁରୀ : ମହିଳା ସେବିକାଙ୍କୁ ଶ୍ରୀମନ୍ଦିର ଭିତରକୁ ଯିବାକୁ ମିଳୁନି ଅନୁମତି । ବିଗତ ୨୩ ବର୍ଷ ହେବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମସ୍ତକରେ ଶୋଭା ପାଉଥିବା ପୁଷ୍ପ ଅଳଙ୍କାର ଗଭାକୁ ପ୍ରସ୍ତୁତ କରି ମହିଳା ଜଣକ ମନ୍ଦିରକୁ ଦେଉଥିଲେ । ୨୦୧୬ ମସିହା ପୂର୍ବରୁ ରତ୍ନ ସିଂହାସନ ପାଖକୁ ପୁଷ୍ପ…

ଶ୍ରୀକ୍ଷେତ୍ରର ପ୍ରାଚୀନ ଐତିହ୍ୟ ସଂରକ୍ଷଣ ପାଇଁ ଶିକ୍ଷାବିତ ଓ ଗବେଷକଙ୍କ ଆହ୍ୱାନ୍‌

ପୁରୀ: ଐତିହ୍ୟ ସଂରକ୍ଷଣ ପରିଷଦ ତରଫରୁ ପୁରୀରେ ପୁରସ୍ତମ ଐତିହ୍ୟ ଆଳାପ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲାବେଳେ ପରିଷଦର ସଭାପତି ବିଭୂପ୍ରସାଦ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ…

ଲଗାଣ ବର୍ଷାରେ ଜଳବନ୍ଦୀ ଲୋକେ, ଯାତାୟତ ଠପ୍

ଢେଙ୍କାନାଳ: ଲଗାଣ ବର୍ଷାର କରାଳ ରୂପ । ଦୁଇ ଦିନରେ ଉବୁଟୁବୁ ହେଲା ସହା ବାହ୍ୟ ଜଗତରୁ ବିଛିନ୍ନ ହେଲା ଅନେକ ଅଞ୍ଚଳ । ପୋଲ ଉପରେ ଜଳ ପ୍ରବାହ ହେବା ଯୋଗୁଁ ଗାଡି ମୋଟର ଯିବା ଆସିବା କରିବା ବନ୍ଦ । ଲଗାଣ ବର୍ଷାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଂଚଳ ଗୁଡିକରେ ହାଇ ଆଲର୍ଟ…

୧ ରୁ ପ୍ଲସ୍ ୨ ଅଫଲାଇନ୍ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶାରେ ପ୍ଲସ୍-୨ ଅଫଲାଇନ୍ ପରୀକ୍ଷା ଅକ୍ଟୋବର ୧ ତାରିଖରୁ ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ଦିନ କହିଛି। ସରକାରୀ ପ୍ରକାଶନ ଅନୁଯାୟୀ ଏହି ପରୀକ୍ଷା ଅକ୍ଟୋବର ୧୧ ପର୍ଯ୍ୟନ୍ତ ଜାରି ରହିବ। ରବିବାର ଦିନ ଏହି ପରୀକ୍ଷା କରାଯିବ। ୨ଟି…

କଙ୍ଗନାଙ୍କ ଆଗାମୀ ଚଳଚ୍ଚିତ୍ର; ‘ଦ ଇନ୍‌କାର୍‌ନେସନ୍‌ ସୀତା’

ମୁମ୍ବାଇ: କଙ୍ଗନା ରାଣାୱତ ଆଜି ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରକୁ ନେଇ ଘୋଷଣା କରିଛନ୍ତି। ସେ ତାଙ୍କ ଆଗାମୀ ଫିଳ୍ମ ‘ଦ ଇନ୍‌କାର୍‌ନେସନ ସୀତା’ରେ ଅଭିନୟ କରିବେ। କଙ୍ଗନା ତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି। କଙ୍ଗନାଙ୍କୁ ତାମିଲନାଡୁର ପୂର୍ବତନ…