ବିଦେଶରେ ଶାହାରୁଖ୍ଙ୍କୁ ମିଳିଲା ଜନ୍ମଦିନର ଏହି ବିଶେଷ ଉପହାର
ନୂଆଦିଲ୍ଲୀ: ୨ ନଭେମ୍ବରରେ ବଲିଉଡର କିଙ୍ଗ ଖାନ ତଥା ଶାହାରୁଖ୍ ଖାନ ୫୬ ତମ ଜନ୍ମଦିନ ଥିଲା। ଏହି ଅବସରରେ ତାଙ୍କ ପ୍ରଶଂସକ, ବନ୍ଧୁ ଏବଂ ପରିବାରବର୍ଗ ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇବା ସହ ତାଙ୍କ ଜନ୍ମଦିନକୁ ବିଭିନ୍ନ ଉପାୟରେ ପାଳନ କରିଥିଲେ।
ଶାହାରୁଖଙ୍କ ଜନ୍ମଦିନ କେବଳ ଭାରତରେ…