Latest Odisha News

BREAKING NEWS

ଭାଇରାଲ୍ ବିଚାର: ଜୀବନର ଶବ୍ଦକୋଷରୁ ଲିଭାନ୍ତୁ ହାର୍ ମାନିବା ଶବ୍ଦ

ଭୁବନେଶ୍ୱର: ପରିସ୍ଥିତି, ସମସ୍ୟା, ବାଧାବନ୍ଧନ ଓ ଚିନ୍ତା । ଏହି ସମସ୍ତ ଶବ୍ଦ ମଣିଷ ଜୀବନର ଅଭିନ୍ନ ଅଙ୍ଗ । ଏହି ୪ଟି ଶବ୍ଦର ଥାଏ ବିଭିନ୍ନ ରୂପ । ତେବେ ଏହି ରୂପକୁ ଦେଖି ଭୟଭୀତ ଅବା ପଳାୟନ କରନ୍ତୁ ନାହିଁ । ଜିତନ୍ତୁ ଅବା ପରାଜୟ ବରଣ କରନ୍ତୁ । ହେଲେ ସହଜରେ କେବେ ବି ହାର ମାନନ୍ତୁ…

ଭାଇରାଲ୍ ପୋଷ୍ଟମୋର୍ଟମ: ଭାରତକୁ କେମିତି ଆସିଲା ପ୍ରଥମ ବିଶ୍ୱଯୁଦ୍ଧର ସାଇକଲ ?

ଭୁବନେଶ୍ୱର: ବେଶ କିଛି ଦିନ ଧରି ଇଣ୍ଟରନେଟରେ ଏକ ସାଇକଲର ଫଟୋ ଭାଇରାଲ୍ ହୋଇଛି । ଏହି ସାଇକଲରେ ରବର ଟାୟର ବଦଳରେ ଲାଗିଛି ସ୍ପ୍ରିଙ୍ଗର ଚକା । ତା ସହ ପଛରେ ଏକ ରାଇଫଲ ମଧ୍ୟ ଏଥିରେ ଖଂଜା ହୋଇଛି । ଲୋକଙ୍କ ଦାବି ଏହି ସାଇକଲ ଭାରତର ଅନେକ ପୋଲିସ ଥାନାରେ ରଖାଯାଇଛି । ହେଲେ ଏଠି ପ୍ରଶ୍ନ…

୭ କୋଟି ୯୦ ଲକ୍ଷର ନକଲି ନୋଟ୍ ଜବତ, ୩ ଅଟକ

କୋରାପୁଟ: ପୋଲିସକୁ ବଡ଼ ସଫଳତା । ପଟାଙ୍ଗୀ ପୋଲିସ ସୁଙ୍କି ଆଉଟପୋଷ୍ଟ ନିକଟରୁ ୭ କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି । ବିପୁଳ ପରିମାଣର ଜାଲ୍ ନୋଟ୍ ନେଇ ଏକ କାରରେ ୩ ଜଣ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଧରିଛି । ଏନେଇ ସୁନାବେଡ଼ା ଏସଡିପିଓ ସୂଚନା ଦେଇଛନ୍ତି । ସୂଚନା…

ସୁନା ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲା ଭଡ଼ାଟିଆ, ମିଠାରେ ନିଶା ଦେଇ ଲୁଟିନେଲା ୩୭ ଲକ୍ଷ

ମାଲକାନଗିରି: ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲା ଭଡ଼ାଟିଆ । ମିଠାରେ ନିଶା ଦେଇ ଭଡ଼ାଟିଆ ଜଣଙ୍କ ୩୫ ଲକ୍ଷ ଟଙ୍କାର ଗହଣା ଓ ନଗଦ ୨ ଲକ୍ଷ ଟଙ୍କାର ଲୁଟି ନେଇଛନ୍ତି । ମାଲକାନିଗିର ସହରର ବିବିଗୁଡ଼ାରେ ଏମିତି ଅଭିନବ ଉପାୟରେ ଲୁଟ୍ କରିଛନ୍ତି ଭଡ଼ାଟିଆ ଲୁଟେରା ଜଣଙ୍କ । ସୁନା…

ଜନ୍ମଦିନରେ ବିଚାରପତିଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇ ଫସିଲେ ଓକିଲ

ଭୋପାଲ: ମଧ୍ୟପ୍ରଦେଶର ରତ୍ଲାମରେ ଜିଲ୍ଲାରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ବିଚାରପତିଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇ ଜେଲ୍‌ ଗଲେ ଓକିଲ। ସେ ଏବେ ଜେଲ୍‌ରେ ଅଛନ୍ତି। ଏହି ଓକିଲ ଜଣଙ୍କୁ ଫେବୃଆରୀ ୯ ତାରିଖରୁ ଆଇଟି ଆକ୍ଟ ଅନୁଯାୟୀ ବିଭିନ୍ନ ଅଭିଯୋଗରେ ଗିରଫ କରାଯାଇଛି। ଖବର ମୁତାବକ,…

ବୟସ୍କଙ୍କ ପାଇଁ ବେଶି ଭଲ ‘ଫାଇଜର’ ଏବଂ ‘ଆଷ୍ଟ୍ରା ଜେନେକା’ ଟିକା

ନୂଆଦିଲ୍ଲୀ: ସୋମବାର ଦିନ ସରକାରୀ ତଥ୍ୟରେ ଦର୍ଶାଯାଇଛି ଯେ ବ୍ରିଟେନର ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ କରୋନାଭାଇରସ୍ ସଂକ୍ରମଣ ଏବଂ ଗୁରୁତର ରୋଗ ହ୍ରାସ କରିବାରେ ଫାଇଜର ଏବଂ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା ଟିକା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଛି। ତଥ୍ୟ ଅନୁଯାୟୀ ଜାନୁୟାରୀରୁ ଟିକା ର ଗୋଟିଏ…

କରୋନା ସଂକ୍ରମଣ ଭୟ; ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସତର୍କତା ପାଇଁ ନୋଟିସ ଜାରି

ସମ୍ବଲପୁର: ବୀର ସୁରେନ୍ଦ୍ର ସାଇ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ)ରେ କରୋନା ପଜିଟିଭ ଚିହ୍ନଟ ପରେ ଚିନ୍ତାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ। ଏପରିକି ସଂକ୍ରମଣ ଆଶଙ୍କାରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱବିଦ୍ୟାଳୟ ହଷ୍ଟେଲର ମୁଖ୍ୟ ୱାର୍ଡେନ…

ଲିଭ୍-ଇନରେ ସହମତି ସମ୍ପର୍କ ଦୁଷ୍କର୍ମ ନୁହେଁ: ସୁପ୍ରମକୋର୍ଟ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଲିଭ୍-ଇନରେ ରହିବା ଏବଂ ସହମତିରେ ରଖିଥିବା ସମ୍ପର୍କକୁ ଦୁଷ୍କର୍ମ କୁହାଯିବ ନାହିଁ । ସୋମବାର ସୁପ୍ରିକୋର୍ଟ ଏକ ମାମଲାର ଶୁଣାଣି କର ଏଭଳି କହିଛନ୍ତି । ପୁରୁଷ ଜଣଙ୍କ ମହିଳାଙ୍କୁ ବିବାହ କରିବାକୁ ଦେଇଥିବା କଥା ନ ରଖି ପାରିଲେ ଏହା ଦୁଷ୍କର୍ମ ବିବେଚିତ ହେବ…

ଟୁଲ୍‌କିଟ୍‌ ମାମଲା; ମାର୍ଚ୍ଚ ୯ରେ ନିକିତା ଜାକୋବଙ୍କ ଜାମିନ ଆବେଦନ ଉପରେ ରାୟ ଦେବେ କୋର୍ଟ

ନୂଆଦିଲ୍ଲୀ: ପଟିଆଲା ହାଉସ୍ କୋର୍ଟ ମାର୍ଚ୍ଚ ୯ରେ କୃଷକଙ୍କ ବିରୋଧ ସହ ଜଡିତ "ଟୁଲ୍‌କିଟ୍‌" ମାମଲାରେ ଜାମିନ ମାଗିଥିବା ନିକିତା ଜାକୋବଙ୍କ ଆବେଦନ ଉପରେ ଶୁଣାଣି କରିବେ। ଫେବୃଆରୀ ୧୭ରେ ବମ୍ବେ ହାଇକୋର୍ଟ ଦ୍ବାରା ତିନି ସପ୍ତାହ ଧରି ଜାକୋବଙ୍କୁ ଗିରଫଦାରୀରୁ ସୁରକ୍ଷା ଦିଆଯାଇଥିଲା।…

ଭାରତରେ କରୋନାର ଆଉ ୧୨,୨୮୬ ନୂଆ ମାମଲା, ୧୨ ‌ହଜାରରୁ ଅଧିକ ସୁସ୍ଥ

ନୂଆଦିଲ୍ଲୀ:  ଦେଶରେ ଏକ ବର୍ଷ ଭିତରେ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟା ଭିତରେ କରୋନାର ୧୨ ହଜାର ୨୮୬ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୯୧ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ କରୋନାରୁ ୧୨ ହଜାର ୪୬୪ ଜଣ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ…