Latest Odisha News

BREAKING NEWS

କରୋନା ସଂକ୍ରମଣ ହ୍ରାସ କରିପାରେ ଏହି ଆଣ୍ଟିବଡି

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଏକ ଆଣ୍ଟିବଡି ଚିହ୍ନଟ କରିଛନ୍ତି ଏବଂ ପରୀକ୍ଷଣ କରିଛନ୍ତି ଯାହା ବିଭିନ୍ନ କରୋନା ଭାଇରସ ସଂକ୍ରମଣକୁ ହ୍ରାସ କରିଥାଏ। ସାଇନ୍ସ ଟ୍ରାନ୍ସଲେସନାଲ ମେଡିସିନ୍ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ SARS-CoV-1 ଭୂତାଣୁ ସଂକ୍ରମିତ ରୋଗୀଙ୍କଠାରୁ ଏବଂ…

ମୁମ୍ବାଇରେ ଲକଜୁରିଅସ୍ ଆପାର୍ଟମେଣ୍ଟରେ ରହୁଛନ୍ତି ମାଧୁରୀ ଦିକ୍ଷୀତ ,ଘର ଭଡା ଦେଉଛନ୍ତି ୧୨ ଲକ୍ଷ

ମୁମ୍ବାଇ : ବଲିଉଡ୍ ଧକ୍ ଧକ୍ ଗର୍ଲ ମାଧୁରୀ ଦିକ୍ଷୀତ ସବୁବେଳେ ଲକଜୁରିଅସ୍ ଲାଇଫକୁ ନେଇ ଚର୍ଚ୍ଚାରେ ଥାନ୍ତି । ମୁମ୍ବାଇରେ ଏକ ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟରେ ରହୁଛନ୍ତି ବଲିଉଡ୍ ବିୟୁଟି ମାଧୁରୀ ଦିକ୍ଷୀତ। ଏହି ଆପାର୍ଟମେଣ୍ଟ ପାଇଁ ମାଧୁରୀ ୧୨ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଘର ଭଡା…

[ଭିଡିଓ] କେବେ ଖାଇଛନ୍ତି ରସଗୋଲା ଚାଟ୍ ?

ଭୁବନେଶ୍ୱର: ରସଗୋଲା...ଓଡିଆଙ୍କ ସ୍ୱତନ୍ତ୍ର, ଖାସ ତଥା ଅତିପ୍ରିୟ ମିଠା । ସୋସିଆଲ୍ ମିଡିଆରେ ରସଗୋଲାକୁ ନେଇ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ଅଗଣିତ ଲୋକଙ୍କର ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ଭିଡିଓଟି କେଉଁଠୁ ଓ କେବେ ଆସିଛି…

ବାଣ ଭିଡ଼ୁଥିବାବେଳେ ବିସ୍ଫୋରଣ, ୩ଗୁରୁତର

କଟକ: କଟକ ଆଠଗଡ଼ ତିଗିରିଆ ଅଞ୍ଚଳରେ ଘଟିଛି ଦୁଃଖଦ ଘଟଣା। ବାଣ ଭିଡ଼ୁଥିବାବେଳେ ଘଟିଲା ବିସ୍ଫୋରଣ। ଏଥିରେ ୩ଜଣ ଗୁରୁତର ହୋଇଛନ୍ତି। ଦୀପାବଳି ପୂର୍ବରୁ ଘଟିଛି ବଡ଼ ଧରଣର ଅଘଟଣ। ସୂଚନା ଅନୁସାରେ, କଟକ ଜିଲ୍ଲା ତିଗିରିଆ ବାଣେଶ୍ୱରପଡ଼ା ଗାଁର ଧୀର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ନିଜ ଘରେ ବାଣ…

କଟକରୁ ପୁଣି ଜବତ ହେଲା ୫ ଲକ୍ଷ ଟଙ୍କାରୁ ଅଧିକ ବେଆଇନ ବାଣ

କଟକ:  କଟକରୁ ପୁଣି ଜବତ ହେଲା ବେଆଇନ ବାଣ । ସ୍ଥାନୀୟ ଗୋପାଳ ସାହିରେ ଚଢ଼ାଉ କରି ବିଡ଼ାନାସି ପୋଲିସ ବିପୁଳ ପରିମାଣର ବାଣ ଜବତ କରାଯାଇଛି । ଜବତ ହୋଇଥିବା ବାଣର ଅନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ । ଏହି ବାଣ ରଖିବା ଅଭିଯୋଗ ରେ ଜଣେ ଯୁବକଙ୍କୁ ପୋଲିସ ଅଟକ ରଖିଛି ।…

ଧବଳେଶ୍ୱର ପୀଠରେ ଲାଗିଲା ୧୪୪ ଧାରା

ଆଠଗଡ଼: ପୁଣି ଲାଗିଲା ୧୪୪ ଧାରା । କଟକ ଜିଲ୍ଲାରେ ଥିବା ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ପୀଠରେ ଲାଗିଛି ୧୪୪ ଧାରା । ଦୀପାବଳିରେ ଭିଡ଼କୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରାଯାଇଛି । ଦୀପାବଳି ଅବସରରେ ଭିଡ଼କୁ ଦୃଷ୍ଟିରେ ରଖି ଆଠଗଡ଼ ପ୍ରଶାସନ କଟକଣା ଜାରି କରିଛନ୍ତି । କୋଭିଡ଼…

ମମିତା ମେହେର ହତ୍ୟା ମାମଲା: ମହାଲିଙ୍ଗ ମହିଳା ହଷ୍ଟେଲ୍‌ରେ ଜିଲ୍ଲା ପ୍ରଶାସନର ଚଢାଉ

ଧର୍ମଗଡ : ମମିତା ମେହେର ହତ୍ୟା ମାମଲା । ମହାଲିଙ୍ଗ ମହିଳା ହଷ୍ଟେଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ । ଧର୍ମଗଡ ଉପଜିଲ୍ଲାପାଳ ସଚିନ ପାଓ୍ବାର ଓ କଳାହାଣ୍ଡି ଶିଶୁ ସୁରକ୍ଷା ୟୁନିଟର ମିଳିତ ଭାବେ ଯାଞ୍ଚ । କଲେଜ ମହିଳା ହଷ୍ଟେଲକୁ ନେଇ ଅନେକ ଚର୍ଚ୍ଚା ପରେ ପ୍ରଥମଥର ଜିଲ୍ଲା ପ୍ରଶାସନର…

ଦୀପାବଳି ପାଇଁ କଟକଣା, ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଲାଗୁହେବ

ପୁରୀ : ଦୀପାବଳି ପାଇଁ ଶ୍ରୀମନ୍ଦିରରେ କଟକଣା । ଆସନ୍ତା କାଲି ଦୀପାବଳୀ ଏନେଇ ସିଂହଦ୍ୱାର ଓ ଏହାର ଚତୁଃପାର୍ଶ୍ବରେ ଜନ ସମାଗମ ଉପରେ ୧୪୪ ଧାରା ଜାରି କରାଯାଇଛି । ।ଦୀପାବଳୀ ଉପଲକ୍ଷେ ପର୍ଯ୍ୟଟକଙ୍କ ଭିଡ ଓ ଗୟା ଶ୍ରାଦ୍ଧ ଦେବା ପାଇଁ ଶ୍ରଦ୍ଧାଳୁ ଭିଡ ଜମିବାର ଆଶଙ୍କା ନେଇ ପ୍ରଶାସନ ଏଭଳି…

ଖଲ୍ଲିକୋଟ ପୋଲିସ ପକ୍ଷରୁ ଚଢ଼ାଉ: ବେଆଇନ ବାଣ ଜବତ ସହ ୩ଗିରଫ

ଖଲ୍ଲିକୋଟ: ଦୀପାବଳି ପୂର୍ବରୁ ଖଲ୍ଲିକୋଟ ପୋଲିସ ପକ୍ଷରୁ ଚଢ଼ାଉ। ଚଢ଼ାଉବେଳେ ୪୦ହଜାରରୁ ଅଧିକ ଟଙ୍କାର ବାଣ ଜବତ କରାଯାଇଛି। ଏହା ସହ ୩ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଖଲ୍ଲିକୋଟ ପୋଲିସ ପକ୍ଷରୁ ତିନୋଟି ଟିମ ଶ୍ୟାମସୁନ୍ଦରପୁର, କେଶପୁର ଛକ ଓ…

ପୁରୀ ଜିଲ୍ଲା ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ଘୋଷଣା

ପୁରୀ: ପୁରୀ ଜିଲ୍ଲା ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ଘୋଷଣା  । ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନେ କାଳିଆ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ବିଷୟ ଘୋଷଣା କରିଛନ୍ତି । ଜିଲ୍ଲାର…