Latest Odisha News

BREAKING NEWS

ଜିଓ ଧମାକା, ମାତ୍ର ୧୯୯୯ ଟଙ୍କାରେ ନୂଆ ଜିଓ ଫୋନ୍ ଓ ୨ ବର୍ଷର ଅସୀମିତ ସେବା

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଜିଓଫୋନ୍ ଗ୍ରାହକଙ୍କ ପାଇଁ ଘୋଷଣା କରାଯାଇଛି ‘ନୂଆ ଜିଓଫୋନ୍ ୨୦୨୧’ ଅଫର । ଏହା ଏକ ବଣ୍ଡଲ୍ଡ ପ୍ଲାନ୍ ଯେଉଁଥିରେ ଗ୍ରାହକଙ୍କୁ ମାତ୍ର ୧୯୯୯ ଟଙ୍କାରେ ନୂଆ ଜିଓଫୋନ୍ ସହିତ ୨ ବର୍ଷ ପର୍ଯ୍ୟନ୍ତ ଅସୀମିତ କଲ୍ ଏବଂ ୨ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ଦୁଇ ଜିବି…

ଦୈନିକ ଖବରକାଗଜ ‘ସକାଳ’ର ବରିଷ୍ଠ ସହ-ସମ୍ପାଦକ ବ୍ରଜ କିଶୋର ପରିଡ଼ାଙ୍କ ପରଲୋକ

ଭୁବନେଶ୍ୱର: ଦୈନିକ ଖବରକାଗଜ 'ସକାଳ'ର ବରିଷ୍ଠ ସହ-ସମ୍ପାଦକ ବ୍ରଜ କିଶୋର ପରିଡ଼ାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା । ଏହା ପୂର୍ବରୁ ମୃତ ବ୍ରଜ କିଶୋର ପରିଡ଼ା, ଭୁବନେଶ୍ବର ଡିଡି ନ୍ୟୁଜର ଆସିଷ୍ଟାଣ୍ଡ ନ୍ୟୁଜ୍ ଏଡିଟର, ପ୍ରଜାତନ୍ତ୍ର ପ୍ରଚାର ସମିତି,…

BCCI ଓ ICC ମଧ୍ୟରେ ନୂଆ ବିବାଦ

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଓ ଅନ୍ତର୍ଜତାୟୀ କ୍ରିକେଟ୍ ପରିଷଦ (ICC) ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ । ଆଇସିସି ଆଗାମୀ ୮ ବର୍ଷ ଲାଗି ବିଶ୍ୱ ଟୁର୍ଣ୍ଣାମେଣ୍ଟ ଆୟୋଜନ ଲାଗି ବିଡିଂ ଆହ୍ୱାନ କରିଛି । ଆଇସିସିର ଏହି ନୀତିକୁ ବିରୋଧ କରିଛି ବିସିସିଆଇ । ଆଇସିସିର…

କ୍ରାଇମ ବ୍ରାଞ୍ଚ ଅଫିସ ପହଞ୍ଚିଲେ ଅଭିନେତା ହ୍ରିତିକ୍‌ ରୋଶନ

ନୂଆଦିଲ୍ଲୀ: ୨୦୧୬ ହ୍ରିତିକ ବନାମ କଙ୍ଗନା ଇମେଲ ମାମଲାରେ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ହ୍ରିତିକ ରୋଶନ ମୁମ୍ବାଇର କ୍ରାଇମ ଶାଖା କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଆଜି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ସିଇୟୁ (କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍) ଦ୍ୱାରା ହ୍ରିତିକଙ୍କୁ ଡକାଯାଇଥିଲା। ଗୁରୁବାର…

‘ଗ୍ଲୋବାଲ୍‌ ଏନର୍ଜି ଆଣ୍ଡ୍‌ ଏନ୍‌ଭର୍‌ମେଣ୍ଟ୍‌ ଲିଡରସିପ୍‌’ ପୁରସ୍କାର ପାଇବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ବାର୍ଷିକ ଆନ୍ତର୍ଜାତୀୟ ଶକ୍ତି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ CERAWeek ବିଶ୍ୱ ଶକ୍ତି ଏବଂ ପରିବେଶ ନେତୃତ୍ୱ ପୁରସ୍କାର ପାଇବେ। ମାର୍ଚ୍ଚ ୧ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା CERAWeek ସମ୍ମିଳନୀ-୨୦୨୧ରେ ପ୍ରଧାନମନ୍ତ୍ରୀ ମଧ୍ୟ…

ଖୁବ୍‌ ଶୀଘ୍ର ବଡ଼ ପରଦାକୁ ଫେରିବେ ଅଭିନେତା ଫରଦିନ୍‌ ଖାନ୍‌!

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ବଡ଼ ପରଦାକୁ ଫେରି ପାରନ୍ତି ବଲିଉଡ୍‌ ଅଭିନେତା ଫରଦିନ୍‌ ଖାନ। ଅନିସ୍ ବାଜ୍‌ମିଙ୍କ ଫିଲ୍ମ 'ନୋ ଏଣ୍ଟ୍ରି' ସିକ୍ୱେଲ୍‌ରେ ହାଇପାରେ ଫର୍‌ଦିନଙ୍କ ପ୍ରତ୍ୟାବର୍ତ୍ତନ। ସୂଚନା ଅନୁଯାୟୀ ଫିଲ୍ମ 'ନୋ ଏଣ୍ଟ୍ରି'ର ନିର୍ଦ୍ଦେଶକ ଅନିସ୍ ବାଜମି କହିଛନ୍ତି ଯେ ସେ 'ନୋ…

ରାଖୀଙ୍କ ମା’ଙ୍କ କର୍କଟ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲେ ସୋହେଲ୍‌ ଖାନ

ନୂଆଦିଲ୍ଲୀ: ଅଭିନେତ୍ରୀ ରାଖୀ ସାୱନ୍ତଙ୍କ ମା’ଙ୍କ କର୍କଟ ଚିକିତ୍ସା ପାଇଁ ଆର୍ଥିକ ସହାୟତାର ହାତ ବଢାଇଛନ୍ତି ସୋହେଲ୍‌ ଖାନ୍‌। ସଲମାନ ଖାନ ଏବଂ ତାଙ୍କ ପରିବାର ରାଖୀ ସାୱନ୍ତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ରାଖୀ ପ୍ରଥମେ ବିଗ୍ ବସ୍ ୧୪ର ଫାଇନାଲ୍‌ର କିଛି ସପ୍ତାହ ପୂର୍ବରୁ…

ଭାରତୀୟ କୋଭିଡ୍ ଭ୍ୟାକ୍ସିନ୍ ନିର୍ମାତାଙ୍କ ତଥ୍ୟ ଚୋରି ପାଇଁ ଚେଷ୍ଟା କରୁଛନ୍ତି ଚୀନ୍ ଓ ଋଷ ହ୍ୟାକର୍ସ

ନୂଆଦିଲ୍ଲୀ: ଚୀନ ଓ ଋଷିଆ ହ୍ୟାକର୍ସ ଭାରତୀୟ କୋଭିଡ୍ ଭ୍ୟାକ୍ସିନ୍ ନିର୍ମାତା, ଉତ୍ପାଦନକାରୀ ଓ କର୍ତ୍ତୃପକ୍ଷଙ୍କୁ ଟାର୍ଗେଟ୍ କରିଛନ୍ତି । ଇଣ୍ଟେଲ୍ ଫାର୍ମର ରିପୋର୍ଟ ଅନୁସାରେ, ହ୍ୟାକର୍ସ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଭାରତ ବାୟୋଟେକ୍, ପତଞ୍ଜଳି ଓ ଏମ୍ସରୁ ତଥ୍ୟ ଚୋରି ପାଇଁ ଉଦ୍ୟମ…

ବଡ଼ ଭଉଣୀର ଚିକିତ୍ସା ପାଇଁ ବିକ୍ରି ହେଲା ସାନ ଭଉଣୀ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଏକ ଦମ୍ପତି ୧୬ ବର୍ଷର ଝିଅର ଚିକିତ୍ସା ପାଇଁ ଅର୍ଥ ପ୍ରଦାନ କରିବାରେ ଅସମର୍ଥ ହୋଇପଡ଼ିବାରୁ ନିଜ ୧୨ ବର୍ଷର ଝିଅକୁ ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କୁ ବିକ୍ରି କରିବା ଘଟଣା ଆନ୍ଧ୍ରପ୍ରଦେଶର ନେଲୋରରେ ଆଲୋଡନ ସୃଷ୍ଟି କରିଛି। ଘଟଣାକ୍ରମ ହେଉଛି, ଉକ୍ତ…

କମ୍ବିଂ ବେଳେ କୋରାପୁଟ ଜିଲ୍ଲା ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

କୋରାପୁଟ: ପଣ୍ଡ ହେଲା ମାଓବାଦୀଙ୍କ ଯୋଜନା । ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତିଗଲେ ଯବାନ । କମ୍ବିଂ ବେଳେ ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ । କୋରାପୁଟ ଜିଲ୍ଲା ନାରାୟଣପାଟଣା ଅନ୍ତର୍ଗତ ପିଣ୍ଟାପଦର ଜଙ୍ଗଲରୁ ବିପୁଳ ପରିମାଣ ବିସ୍ଫୋରକ ଜବତ ହୋଇଛି । କମ୍ବିଂ ଅପରେସନ ବେଳେ ସେସବୁକୁ…