Latest Odisha News

BREAKING NEWS

ପାର୍ବଣ ପାଇଁ ଜାରି ହେଲା ସ୍ବତନ୍ତ୍ର କଟକଣା, ବଢ଼ିବନି ମୂର୍ତ୍ତିର ଉଚ୍ଚତା

ଭୁବନେଶ୍ବର : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ମହାମାରୀକୁ ରୋକିବା ପାଇଁ ସତର୍କ ରହିବାକୁ ନିବେଦନ କରିଛନ୍ତି ସରକାର । ଏଥିପାଇଁ ପୂର୍ବରୁ ଅଗଷ୍ଟ ୯ ତାରିଖରେ ଲାଗୁ ହୋଇଥିବା ଗାଇଡ ଲାଇନ ଜାରି ରଖିବାକୁ ଘୋଷଣା କରିଛନ୍ତି ସ୍ବତନ୍ତ୍ର ରିଲିଫ୍…

ଆସନ୍ତାକାଲି ଆଫଗାନିସ୍ତାନରେ ଶପଥ ନେବ ତାଲିବାନ ସରକାର

ଆଫଗାନିସ୍ତାନ : ଆସନ୍ତାକାଲି ଆମେରିକାରେ ଆତଙ୍କବାଦୀ ଆକ୍ରମଣକୁ ପୂରଣ ହେଉଛି ୨୦ ବର୍ଷ । ଏହିଦିନ ହିଁ ଅର୍ଥାତ ଆସନ୍ତାକାଲି ଆଫଗାନିସ୍ତାନରେ ଶପଥ ନେବ ତାଲିବାନ ସରକାର । ପ୍ରଧାନମନ୍ତ୍ରୀ ଭାବେ ମୁଲ୍ଲା ହାସନ ଆଖୁନ୍ଦ ଶପଥ ନେବେ । ଏଥିସହ ଦୁଇ ଜଣ ଉପପ୍ରଧାନମନ୍ତ୍ରୀ ଭାବେ ମୁଲ୍ଲା ବାରଦାର ଓ…

ଧରାପଡ଼ିଲା ଗଞ୍ଜେଇ ଗାଡି, ମହାରାଷ୍ଟ୍ର ପୋଲିସ ବରଗଡ଼ରେ ଅଟକ

ବରଗଡ଼:ବରପାଲି ପୋଲିସକୁ ସଫଳତା ।୨୨କିଲୋ ଗଜେଇ ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ମହାରାଷ୍ଟ୍ର ନମ୍ବର ଥିବା ଗାଡିରେ ଏହି ସବୁ ଗଞ୍ଜେଇ ଚାଲାଣ ବେଳେ ପୋଲିସ ଧରିଥିଲା । ଏଥିରେ ଜଣେ ମହାରାଷ୍ଟ୍ର ପୋଲିସର ହେଡ୍ କନେଷ୍ଟବଳ ଥିବା ସୂଚନା ମିଳିଛି।ଗୋଟିଏ ପୋଲିସ ଲୋଗ ସହ ହାତକଡି ଜବତ…

ବାରିପଦାରେ ଉଦ୍‌ଘାଟିତ ହଜାରେ ଏମ୍‌ଏମ୍‌ଟି ସମ୍ପନ୍ନ ଅକ୍ସିଜେନ୍ ପ୍ଲାଣ୍ଟ

ବାରପଦା: ମୟୁରଭଂଜ ଜିଲ୍ଲା ବାରିପଦାରେ ଲୋକାର୍ପିତ ହେଲା ଅକ୍ସିଜେନ୍ ପ୍ଲାଣ୍ଟ । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ପରିସରରେ ହଜାରେ ଏମ୍‌ଏମ୍‌ଟି ସମ୍ପନ୍ନ ଅକ୍ସିଜେନ୍ ପ୍ଲାଣ୍ଟ ଉଦଘାଟିତ ହୋଇଛି । ଆଜି ଆନୁଷ୍ଠାନିକ ଭାବେ ଅକ୍ସିଜେନ୍ ପ୍ଲାଣ୍ଟକୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ…

ଥାନା ସମ୍ମୁଖରେ ମନ୍ଦିର, ଲକ୍ଷାଧିକ ଟଙ୍କା ଓ ଗହଣା ଧରି ଚମ୍ପଟ୍ ମାରିଲେ ଲୁଟେରା

ବରଗଡ: କରୋନା କଟକଣା କୋହଳ ହେବା ପରେ ଗଣେଶ ଚତୁର୍ଥୀଠାରୁ ଆରମ୍ଭ ହୋଇଛି ପାର୍ବଣ ଋତୁ । ଅନ୍ୟପଟେ ବରଗଡ ଜିଲ୍ଲାର ଏକ ମନ୍ଦିରରୁ ଚୋରି ମାମଲା ସାମ୍ନାକୁ ଆସିଛି । ଅତାବିରା ଦୁର୍ଗା ମନ୍ଦିରରେ ଚୋରି ମାମଲା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଜିଲ୍ଲାରେ ଚୋରି, ଡକାୟତି ଓ ନିଶା କାରବାର…

ମାଟିର ଚିତ୍କାର

କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’ ତା ଉପରେ ଧାନ ଫସଲର ପାଚିଲା କେଣ୍ଡା ବେଶ ଆନନ୍ଦରେ ହସୁଥାଏ ଆଉ ତା’ରି ଉପରେ ସୋରିଷର ଭୁରୁଭୁରୁ ବାସ୍ନା ବି ମହକୁଥାଏ । ସେ ସବୁଜିମାର ବାହକ । ସେ ନଥିଲେ ଚାଷ ନଥାନ୍ତା । ତାରି ପାଇଁ କୃଷି ଆଜି ଜନଜୀବନର ଆଦାର ଭାବେ ପରିଗଣିତ…

ନିଆରା ଅନ୍ଦାଜରେ ଗଣେଶ ପୂଜା ପାଳିଲେ ବଲିଉଡ୍ ବେବୋ

ମୁମ୍ବାଇ : ଗଣେଶ ପୂଜା ପାଇଁ ମାୟାନଗରୀ ମୁମ୍ବାଇ ମଧ୍ୟ ଚଳଚଞ୍ଚଳ ହୋଇପଡ଼ିଛି । ବଲିଉଡ୍ ଷ୍ଟାର କରିନା କପୁର ଓ ସୈଫ୍ ଅଲ୍ଲୀ ଖାନ୍ ମଧ୍ୟ ନିଜ ଘରେ ଗଣେଶ ପୂଜା କରୁଥିବା ଦେଖିବାକୁ ମିଳିଛି । ପୁଅ ତୈମୁର ମଧ୍ୟ ଗଣେଶଙ୍କ ପାଖରେ ହାତ ଯୋଡି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ।କରିନା କପୁର…

ୱଣ୍ଡରସେଫ୍‌ର ବ୍ରାଣ୍ଡ ଆମ୍ବାସାଡର ହେଲେ କ୍ରିତି

ନୂଆଦିଲ୍ଲୀ: କିଚେନ୍‌ୱେୟାର୍‌ ବ୍ରାଣ୍ଡ ୱଣ୍ଡରସେଫ ଶୁକ୍ରବାର ଦିନ ବଲିଉଡ ଅଭିନେତା କ୍ରିତି ସାନନଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡର ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି। ୱଣ୍ଡରସେଫ କିଚେନ୍‌ୱେୟାର୍‌ ୨୦୦୯ରେ ରବି ସକ୍ସେନା ଏବଂ ସେଫ୍‌ ସଞ୍ଜୀବ କପୁରଙ୍କ ଦ୍ୱାରା ପ୍ରତିଷ୍ଠିତ…

ସରକାରୀ ଚାକିରିଆଙ୍କୁ ଜିନ୍ସ ଓ ଟି ସାର୍ଟ ପିନ୍ଧିବା ମନା

ନୂଆଦିଲ୍ଲୀ: ଏଣିକି ସରକାରୀ ଚାକିରିଆଙ୍କୁ ଜିନ୍ସ ଓ ଟି ସାର୍ଟ ପିନ୍ଧିବା ମନା। ଉତ୍ତରାଖଣ୍ଡରେ ଏଭଳି ଏୟ ନିୟମ ଲଗେୁ କରାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ଉତ୍ତରାଖଣ୍ଡର ସରକାରୀ କର୍ମଚାରୀମାନେ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା ସମୟରେ ସମସ୍ତ…

ପୋଖରୀରେ ଭାସୁଛି ମୃତଦେହ ,ପୋଲିସର ତଦନ୍ତ ଜାରି

କୋରାପୁଟ : ପୋଖରୀରେ ଭାସୁଛି ମୃତଦେହ । କୋରାପୁଟ ଜିଲ୍ଲା କୋଟପାଡ ଅନ୍ତର୍ଗତ କୁର୍ମାକୋଟା ଗାଁ ପୋଖରୀରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତ କାଲି ଦିନ ୩ ଟା ବେଳଠାରୁ ମୃତଦେହ ପୋଖରିରେ ଭାସୁଛି । ମୃତ ବ୍ୟକ୍ତିଜଣକ ଲକ୍ଷଣ ଗୌଡ ବୋଲି ଜଣାପଡ଼ିଛି ।ସେ ୬ ତାରିଖ ଦିନ ସନ୍ଧ୍ୟାରୁ…