Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ବିଜୁଳି ଦର ବଢିବା ଦରକାର

ଏବେ ବିଜୁଳିର ଦର ଯେମିତି ବୟସ ଭଳିଆ ବଢୁଛି ମଣିଷ ଏସି ଛାଡ ଏଲ୍ଇଡି ସୁଇଚ୍ ଅନ୍ କରିବାକୁ ଡରୁଛି ! କେଜାଣି କାହାକୁ ହାତ କରିଛି ସେ ଚଞ୍ଚଳା ବିଜୁଳି ବିଚରା ଉପଭୋକ୍ତାଙ୍କର ଦେଉଛି ପକେଟ ଉଝାଳି! ଯେତେବେଳେ ବି ବିଜୁଳିର ୟୁନିଟ୍ ପିଛା ଦର ବଢିଥାଏ ରାଜ୍ୟସାରା ପ୍ରତିବାଦ ଓ ବିକ୍ଷୋଭ…

ଧରାପଡିଲେ ଆନ୍ତଃଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗ : ସୁନା, ରୁପା ଅଳଙ୍କାର ଜବତ

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ସଫଳତା । ଆନ୍ତଃ ଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ । ଏମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା, ରୁପା ଜବତ ହୋଇଛି । ଘଟଣାରେ ୫ ଜଣ ସିନ୍ଧି ଚୋରଙ୍କ ସହ ୪ ଜଣ ରିସିଭର ଗିରଫ ହୋଇଛନ୍ତି । ଲୁଟେରାଙ୍କ ନିକଟରୁ ୩୧୨ ଗ୍ରାମ…

ଗଞ୍ଜାମରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଗସ୍ତ ଅବସରରେ ଘଟକେଶ୍ବର ବହୁମୁଖୀ ପ୍ରକଳ୍ପ, ଟାଟା ୟୁନିଟ୍, କାଳେଶ୍ବର ମନ୍ଦିର, ମା’ ତାରା ତାରିଣୀ ମନ୍ଦିର ପ୍ରମୁଖ ସ୍ଥାନ ଗସ୍ତ କରି ଉନ୍ନୟନ କାର୍ଯ୍ୟର…

ଫୁଟପାଥରେ ଜୀବନ କାଟୁଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାଳୀ

କୋଲକାତା: ଫୁଟପାଥରେ ଜୀବନ କାଟୁଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଶାଳୀ ଇରା ବସୁ । ବୁଦ୍ଧଦେବଙ୍କ ପତ୍ନୀ ମୀରା ଭଟ୍ଟାଚାର୍ଯ୍ୟଙ୍କ ଭଉଣୀ ଇରା ଭାଇରୋଲୋଜିରେ ପିଏଚଡି କରିଥିଲେ । ଏବେ ସେ ମାନସିକ ରୋଗଗ୍ରସ୍ତ ବୋଲି କୁହାଯାଇଛି । ୨ ବର୍ଷ ହେବ ଘରେ ନ…

ଆଧୁନିକ ଏଲଏଚବି କୋଚ୍ ସହିତ ହୀରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ

ଭୁବନେଶ୍ବର : ଯାତ୍ରୀଙ୍କ ସୁରା ଉପରେ ରେଳବାଇର ଗୁରୁତ୍ବ । ଏହାକୁ ଦୃଷ୍ଟିରେ ରଖି ଆଜି ଭୁବନେଶ୍ବର-ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସର ନୂତନ ଏଲଏଚବି ରେକର ଶୁଭାରମ୍ଭ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ଭାରତୀୟ ଡାକ କର୍ମଚାରୀ ଗିରଫ

ଭୁବନେଶ୍ୱର: ଭାରତୀୟ ଗୁଇନ୍ଦା ବିଭାଗକୁ ମିଳିଛି ବଡ ସଫଳତା । ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇ ପାଇଁ କାମ କରୁଥିବା ରାଜସ୍ଥାନର ଜଣେ ଡାକ କର୍ମଚାରୀ ଗିରଫ ହୋଇଛି । ଗିରଫ ଡାକ କର୍ମଚାରୀର ପରିଚୟ ଭାରତ ଗୋଦାରା ବୋଲି ଜଣାପଡିଛି । ଜୟପୁର ରେଳବାଇ ଷ୍ଟେସନ ସ୍ଥିତ ପୋଷ୍ଟ ଅଫିସରେ…

ସୁନ୍ଦରଗଡ଼ରେ ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ଖୋଲିବ ୮୧ଟି ମିଲେଟ୍…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ସହ ନାନାଦି ପୁଷ୍ଟିଶସ୍ୟ ଚାଷ ଓ ଏଥିରୁ ପ୍ରସ୍ତୁତ ଖାଦ୍ୟକୁ ପ୍ରୋତ୍ସାହନ ଦିଆଯାଇ ଆସୁଛି। ଏହାକୁ ଏବେ ଅଧିକ ଲୋକପ୍ରିୟ କରିବା ପାଇଁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ପରିଚାଳିତ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନ ଶକ୍ତି ବିଭାଗ…

ଭାରତ-ଇଂଲଣ୍ଡ ୫ମ ଟେଷ୍ଟ ବାତିଲ: ଫଳାଫଳ ନେଇ ବିବାଦ ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ଓ ଫିଜିଓ ଯୋଗେଶ ପରମାର କରୋନା ସଂକ୍ରମିତ ହେବା ପରେ ଖେଳାଳିମାନଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ମାଂଚେଷ୍ଟରରେ ଖେଳାଯିବାକୁ ଥିବା ୫ମ ତଥା ଅନ୍ତିମ ଟେଷ୍ଟକୁ ବାତିଲ କରି ଦିଆଯାଇଛି । ତେବେ ଏହାର ଫଳାଫଳ କଣ ହେବ ସେ ନେଇ ବିବାଦ…

ଆସନ୍ତାକାଲି ନୂଆଖାଇ, ଗଣପର୍ବ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ସମ୍ବଲପୁର : ଆସନ୍ତାକାଲି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ପଶ୍ଚିମ ଓଡ଼ିଶା । ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ମନ୍ଦିରରୁ ଆରମ୍ଭ କରି ତିହାରୀ ନୂଆଖାଇ ହାଟ ପର୍ଯ୍ୟନ୍ତ ସବୁଠୁ ଚଳଚଞ୍ଚଳ ପରିବେଶ । କାଲି…

ଆଫଗାନିସ୍ତାନ ପୂର୍ବତନ ଉପରାଷ୍ଟ୍ରପତି ଅମ୍ରୁଲ୍ଲା ସାଲେହଙ୍କ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କଲା ତାଲିବାନ

କାବୁଲ: ତାଲିବାନ କେବଳ ରକ୍ତର ଭାଷା ଜାଣିଛି, ତାହା ଆଜି ପୁନର୍ବାର ପ୍ରମାଣିତ ହୋଇଛି । ଆଫଗାନିସ୍ତାନର ପୂର୍ବ ଉପରାଷ୍ଟ୍ରପତି ଅମ୍ରୁଲ୍ଲା ସାଲେହଙ୍କ ଭାଇ ରୋହୁଲ୍ଲା ସାଲେହଙ୍କୁ ଆଜି ପଂଜଶୀର ଘାଟିରେ ନିର୍ମମ ଭାବେ ହତ୍ୟା କରିଛି । ତାଲିବାନୀମାନେ ପ୍ରଥମେ ତାଙ୍କୁ ଚାବୁକ ଓ ବିଜୁଳି ତାରରେ…