Latest Odisha News

BREAKING NEWS

ଆଜି ଓଡ଼ିଶାରୁ କରୋନାରେ ୬୩୦ ସଂକ୍ରମିତ, ଆଉ ୧୧୬ ଛୁଆ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ପାଞ୍ଚ ଶହ ତଳକୁ ଖସୁନି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଛୋଟ ପିଲାଙ୍କୁ ସଂକ୍ରମଣ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରେ ୬୩ ହଜାର ୧୭ କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୬୩୦ ଆକ୍ରାନ୍ତ । ଏମାନଙ୍କ ଭିତରେ ୦-୧୮ ବର୍ଷ ଭିତରେ ଅଛନ୍ତି ୧୧୬ ସଂକ୍ରମିତ । ରାଜ୍ୟରେ…

ଉଭୟ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହେବାର ସମ୍ଭାବନା ୧୧ ଗୁଣ କମ୍!

ନୂଆଦିଲ୍ଲୀ: କୋଭିଡ-୧୯ ଟିକାକରଣର ଉଭୟ ଡୋଜ ନେଇଥିବା ବ୍ୟକ୍ତିମାନେ କରୋନାଭାଇରସରେ ମୃତ୍ୟୁ ହେବାର ସମ୍ଭାବନା ୧୧ ଗୁଣ କମ୍ ବୋଲି ଆମେରିକାର ଏକ ଅଧ୍ୟୟନରୁ ଜଣାପଡିଛି। ଏହା ବ୍ୟତୀତ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଟିକାକୃତ…

ଟ୍ରକ୍ ପଛରେ ପିଟି ହେଲା ବାଇକ୍, ଦୁଇ ମୃତ ଓ ଜଣେ ଗୁରୁତର

ଭଦ୍ରକ: ଟ୍ରକ ପଛରେ ପିଟିହେଲା ବାଇକ୍ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା କହରାପୋଖରୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଟ୍ରକକୁ ପଛରୁ ବାଇକ୍ ଧକ୍କା…

ଲଘୁଚାପ ପ୍ରଭାବ; ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ବର: ବଙ୍ଗୋପସାରଗରରେ ଲଘୁଚାପ ପ୍ରଭାବ ଯୋଗୁ ଆଜିଠାରୁ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନ ରହିଥିବା ପୂର୍ବାନୁମାନ କରିଛି ଆଇଏମ୍‌ଡି। ବଙ୍ଗୋପସାଗରରେ ଲଘୁଚାପ ଯୋଗୁ  ପ୍ରବଳ ବର୍ଷା ଚେତାବନୀ ଦେଇଛି ଆଇଏମ୍‌ଡି। ଶନିବାର ଦିନ ଓଡିଶା ସରକାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ…

UNWTO ର ‘ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ’ ପାଇଁ ଏହି ୩ ଭାରତୀୟ ଗାଁ ମନୋନୀତ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ବିଶ୍ୱ ପର୍ଯ୍ୟଟନ ସଂଗଠନ (UNWTO) ପୁରସ୍କାରରେ ମଧ୍ୟପ୍ରଦେଶର 'ଲଡପୁରା ଖାସ୍' ଗ୍ରାମକୁ 'ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ' ଶ୍ରେଣୀରେ ମନୋନୀତ କରାଯାଇଛି। ଲଡପୁରା ସହିତ ଅନ୍ୟ ଦୁଇଟି ଗ୍ରାମକୁ ମଧ୍ୟ UNWTO ପୁରସ୍କାର ପାଇଁ ମନୋନୀତ କରାଯାଇଛି - ମେଘାଳୟର…

ନିଜ ଛୁଆକୁ ଅପହରଣ କରି ବାପା ଗିରଫ

ନୂଆଦିଲ୍ଲୀ: ଆମେରିକାର ଜଣେ ଓକିଲ ଶୁକ୍ରବାର କହିଛନ୍ତି ଯେ, ବର୍ତ୍ତମାନ ବରୋଦାରେ ରହୁଥିବା ଜଣେ ଆମେରିକୀୟ ନାଗରିକ ଅମିତକୁମାର କାନୁଭାଇ ପଟେଲଙ୍କୁ ଇଂଲଣ୍ଡରେ ଗିରଫ କରାଯାଇଛି। ୩୮ ବର୍ଷୀୟ ପଟେଲଙ୍କୁ ଇଂଲଣ୍ଡରେ ଗିରଫ କରାଯାଇଥିଲା। ସେ ତାଙ୍କର ପ୍ରାରମ୍ଭିକ ଅଦାଲତରେ ହାଜର ହୋଇଥିଲେ।…

ବାତିଲ ହେଲା ନୂଆ ଆଫଗାନିସ୍ତାନ ସରକାରର ଉଦ୍‌ଘାଟନୀ ସମାରୋହ

କାବୁଲ: ତାଲିବାନ ଆଫଗାନିସ୍ତାନରେ ନୂତନ ଭାବରେ ଗଠିତ ଅନ୍ତରୀଣ ସରକାରର ଉଦ୍‌ଘାଟନୀ ସମାରୋହକୁ ବାତିଲ କରିଦେଇଛି। ଏ ନେଇ ରୁଷିଆର TASS ନ୍ୟୁଜ୍ ଏଜେନ୍ସିରେ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ୯/୧୧ ଆତଙ୍କବାଦୀ ଆକ୍ରମଣର ୨୦ ତମ ବାର୍ଷିକୀ ଅବସରରେ ସେପ୍ଟେମ୍ବର ୧୧ ରେ…

ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ

ସମ୍ବଲପୁର : ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ପଶ୍ଚିମ ଓଡ଼ିଶା । ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ମନ୍ଦିରରେ ଚଳଚଞ୍ଚଳ ପରିବେଶ । ଆଜି ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା’ ସମଲେଶ୍ବରୀଙ୍କ ଠାରେ ନବାନ୍ନ…

ଆହା! ମାଳିନୀ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ଏକଦା ପୁରୀ ବଡଦାଣ୍ଡରେ ପ୍ରବାହିତ ଅବଲୁପ୍ତ ଏକ କ୍ଷୁଦ୍ର ନଦୀର ନାମ ମାଳିନୀ । ପୁରୀ ସହରର ପ୍ରବେଶ ପଥରେ ଅବସ୍ଥିତ ଅଠର ନଳାର ତଳେ ପ୍ରବାହିତ କାଞ୍ଚି ନାଳର ଏକ ଶାଖା ଲୋକମୁଖରେ ମୁଷାନଈ ଭାବେ ଜଣା ତାହାର ଏକ ଉପଶାଖା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୩ ଦାଦା ଭାଇଙ୍କର  କୋଣିକିଆ ହୋଇ ସୁନ୍ଦର  ବଙ୍ଗଳା ଭଳି ଘର। ବଡବଡ ଝରକା, ଖୋଲା ମେଲା। ପବନ, ଆଲୋକ ଆତଯାତ ହୁଅନ୍ତି ଠିକ୍ ଅନୁପାତରେ।  ପତଳା ଧଳାକନାରେ ହାଲୁକା ହଳଦିଆ ରଙ୍ଗର ବଡ ବଡ ଧାଡିଏ ଫୁଲ  ତଳ ପଟେ, ଆଉ ଉପରକୁ …