କ୍ରିଷ୍ଣାଙ୍କ ଉପରେ ବର୍ଷିଲେ ଗୋବିନ୍ଦାଙ୍କ ପତ୍ନୀ ସୁନୀତା; କହିଲେ…
ମୁମ୍ବାଇ: ବଲିଉଡ୍ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ଭଣଜା କ୍ରିଷ୍ଣା ଅଭିଷେକଙ୍କ ବେଶ୍ ଜଣାଶୁଣା। ତେବେ ଉଭୟଙ୍କ ସମ୍ପର୍କରେ ଏବେ ଫାଟ ପଡ଼ିସାରିଛି। ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଯୋଗୁ ମତାନ୍ତର ଚାଲିଛି।
ନିକଟରେ ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ଅହୁଜା ଦି କପିଲ ଶର୍ମା ଶୋ’ରେ…