Latest Odisha News

BREAKING NEWS

ସରକାରୀ ଅର୍ଥ ହଡପ ମାମଲା ,୨୧ ବର୍ଷ ପରେ ଆସିଲା ରାୟ

କୋରାପୁଟ:ସରକାରୀ ଅର୍ଥ ଆତ୍ମସାତ ମାମଲା । ଦୀର୍ଘ ୨୧ ବର୍ଷ ପରେ ମାମଲାର ରାୟ ପ୍ରକାଶ ପାଇଛି । ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ରାୟ ପ୍ରକାଶ ପାଇଛି । ଜଜ୍ ରାଜେସ ଏକ୍କା ସମସ୍ତ ସାକ୍ଷ ପ୍ରମାଣକ ଭିତ୍ତ କରି ରାୟର ଶୁଣାଣି କରିଛନ୍ତି। ମାଲକାନଗିରିରେ ପୂର୍ବରୁ କ୍ୟାସିଅର୍ ଥିବା…

କୋଲକାତାରେ ବିଜେପି ସାଂସଦ ଅର୍ଜୁନ ସିଂଙ୍କ ଘର ଉପରେ ବୋମାମାଡ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତୀ ହିଂସା ଥମିବାର ନାମ ଧରୁନି । ଆଜି ବିଜେପି ସାଂସଦ ଅର୍ଜୁନ ସିଂଙ୍କ ଘର ଉପରକୁ ବୋମାମାଡ କରାଯାଇଛି । ବାରକପୁରର ଏମପି ଅର୍ଜୁନ ସିଂ ତାଙ୍କ ଘରେ ନ ଥିବାରୁ ଅଳ୍ପକେ ବଂଚିଯାଇଛନ୍ତି । ସେ ଏବେ ଦିଲ୍ଲୀରେ ଅଛନ୍ତି ଏବଂ ଆଜି ଫେରିବେ । ସକାଳ ସାଢ଼େ…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ୱ, ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ପ୍ରଭାରୀ ନିଯୁକ୍ତ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ଦେଇଛି ଗୁରୁ ଦାୟିତ୍ୱ । ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତାଙ୍କ କାନ୍ଧରେ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ନିଯୁକ୍ତି…

ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ସହ ସ୍କ୍ରିନ୍‌ ସେୟାର୍‌ କରିବେ ସଞ୍ଜୟ ଦତ୍ତ

ମୁମ୍ବାଇ: ଏକାଠି ନଜର ଆସିବେ ତେଲୁଗୁ ସୁପରଷ୍ଟାର ମହେଶ ବାବୁ ଓ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ। ମହେଶ ବାବୁ ଏବେ ନିର୍ଦ୍ଦେଶକ ପର୍ଶୁରାମଙ୍କ ଫିଲ୍ମ ‘ସର୍କାରୁ ଭାରୀ ପତା’ ସୁଟିଂରେ ବ୍ୟସ୍ତ ଅଛନ୍ତି। ମହେଶ ବାବୁଙ୍କ ଅଭିନୀତ ଆଗାମୀ ଫିଲ୍ମରେ ଅଭିନେତା ସଞ୍ଜୟ ଦତ୍ତ ଏକାଠି ନଜର ଆସିବେ…

ଓଟିଟି‌ ନୁହେଁ ପ୍ରେକ୍ଷାଳୟରେ ରିଲିଜ କରିବ ‘ଗଙ୍ଗୁବାଇ କାଠିଆୱାଡି’ ଏବଂ ‘ଆରଆରଆର’

ମୁମ୍ବାଇ: ବିଗତ ଏକ ବର୍ଷ ମଧ୍ୟରେ ମହାମାରୀ ଯୋଗୁଁ ଥିଏଟରଗୁଡ଼ିକ ବନ୍ଦ ହେବା କାରଣରୁ ଅନେକ ବିଗ୍‌ ‌ବଜେଟ୍‌ ମୁଭି ରିଲିଜ ଅପେକ୍ଷାରେ ରହିଛି। ଏଥିପାଇଁ ବିଭିନ୍ନ ଚଳଚ୍ଚିତ୍ର ଓଟିଟିରେ ମୁକ୍ତିଲାଭ କରୁଛି। ଡିଜିଟାଲ୍ ଷ୍ଟ୍ରିମିଂ ପ୍ଲାଟଫର୍ମରେ ଆଲିଆ ଭଟ୍ଟଙ୍କ ‘ଗଙ୍ଗୁବାଇ କାଠିଆୱାଡି’,…

ଗେମ୍‌ ‘ସେଲମନ୍ ଭୋଇ’ ବିରୋଧରେ ମକଦ୍ଦମା ଦାୟର କଲେ ସଲମାନ

ନୂଆଦିଲ୍ଲୀ: ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ଗେମ୍‌ 'ସେଲମନ୍ ଭୋଇ' ବିରୋଧରେ ଅଭିନେତା ସଲମାନ ଖାନ ମୁମ୍ବାଇ ସିଭିଲ କୋର୍ଟରେ ଏକ ମକଦ୍ଦମା ଦାୟର କରିଛନ୍ତି। ଏହି ଗେମ୍‌ ସଲ୍‌ମାନଙ୍କ ଚର୍ଚ୍ଚିତ ୨୦୦୨ ହିଟ୍-ରନ୍ ମାମଲା ଉପରେ ଆଧାରିତ। ପରବର୍ତ୍ତୀ ସମୟରେ ବମ୍ବେ ହାଇକୋର୍ଟଙ୍କ ଦ୍ବାରା…

ମେକ୍ସି‌‌କୋରେ ଶକ୍ତିଶାଳୀ ଭୂକମ୍ପ; ସୁନାମି ଆଲର୍ଟ

ମେକ୍ସି‌‌କୋ: ମଙ୍ଗଳବାର ରାତିରେ ଆକାପୁଲକୋ ରିସର୍ଟ ନିକଟରେ ଦକ୍ଷିଣ ମେକ୍ସିକୋରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବରେ ପ୍ରାୟ ୨୦୦ ମାଇଲ ଦୂରରେ ଥିବା ମେକ୍ସିକୋ ସିଟିରେ ବଡ ବଡ କୋଠାଘରଗୁଡିକ ଭୁଶୁଡି ପଡ଼ିଛି। ଯାହା ଫଳରେ ସୁନାମି ସତର୍କ ଜାରି କରାଯାଇଛି। ଭୂକମ୍ପ…

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ: ପୂଜା କମିଟି ସହ ସରକାରଙ୍କ ଆଲୋଚନା

ଭୁବନେଶ୍ୱର: ମୂର୍ତ୍ତି ଉଚ୍ଚତାକୁ ନେଇ ଅସନ୍ତୋଷ ପରେ ଆଲୋଚନା ଟେବୁଲକୁ ପୂଜା କମିଟିକୁ ଡାକିଛନ୍ତି ସରକାର । ଏନେଇ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଉପସ୍ଥିତ ଅଛନ୍ତି । କଟକର…

ଅକ୍ଷୟ କୁମାରଙ୍କ ମାଆଙ୍କ ଦେହାନ୍ତ

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ଅଭିନେତା ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିଆଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ହେବାରୁ ଅକ୍ଷୟ କୁମାର ଲଣ୍ଡନରେ ସିଣ୍ଡ୍ରେଲା ଫିଲ୍ମର ଶୁଟିଂ…

ଅଲଗା ହେଲେ ଧଓ୍ୱନ ଦମ୍ପତି, ବିବାହର ୯ବର୍ଷ ପରେ ଡିଭୋର୍ସ !

ନୂଆଦିଲ୍ଲୀ: ବିବାହର ୯ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେଲେ କ୍ରିକେଟର ଶିଖର ଧଓ୍ୱନ । ପତ୍ନୀ ଆୟେଶା ମୁଖାର୍ଜୀଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିବା ସୂଚନା ମିଳିଛି । ଭାରତୀୟ ବଂଶୋଦ୍ଭବ ଆୟେଶା ମୁଖାର୍ଜୀଙ୍କ ଏକ ପୋଷ୍ଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏହାପରେ ସେମାନେ…