ପିଏଚଡି ଓ ମାଷ୍ଟର ଡିଗ୍ରୀର କୌଣସି ମୂଲ୍ୟ ନାହିଁ; ତାଲିବାନର ଶିକ୍ଷା ମନ୍ତ୍ରୀ
କାବୁଲ: ତାଲିବାନର ଶିକ୍ଷା ମନ୍ତ୍ରୀ ଶେଖ ମୋଲଭି ନୁରୁଲ୍ଲା ମୁନିର କହିଛନ୍ତି ଯେ ମୁଲ୍ଲାହ୍ ଭଳି ପିଏଚଡି ଏବଂ ମାଷ୍ଟର ଡିଗ୍ରୀ ବେଶି ମୂଲ୍ୟବାନ ନୁହେଁ।
ସେ କହିଛନ୍ତି, "କୌଣସି ପିଏଚଡି ଡିଗ୍ରୀ, ମାଷ୍ଟର ଡିଗ୍ରୀ ଆଜି ମୂଲ୍ୟବାନ ନୁହେଁ। ଆପଣ ଦେଖୁଛନ୍ତି ଯେ କ୍ଷମତାରେ ଥିବା…