Latest Odisha News

BREAKING NEWS

ଜାଣନ୍ତୁ; ଦୀପିକାଙ୍କ ବିରୋଧରେ କେଉଁ ଅଭିଯୋଗ ଆଣିଲେ ମେଗାଷ୍ଟାର ଅମିତାଭ

ମୁମ୍ବାଇ: ରିଆଲିଟି ସୋ' "କୌନ ବନେଗୋ କରୋଡପତି"ର ସିଜିନ୍‌-୧୩ରେ କୌତୁକିଆ କଥା କହି ମେଗାଷ୍ଟାର ଅମିତାଭ ବଚ୍ଚନ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି । ଆଗାମୀ ଦିନରେ ସେଲିବ୍ରିଟି ଭାବେ ଦୀପିକା ପାଦୁକୋନ ଓ କୋରିଓଗ୍ରାଫର ତଥା ନିର୍ଦ୍ଦେଶିକା ଫରାହ ଖାନ ମଧ୍ୟ ସୋ'ରେ ସାମିଲ ହେବେ । ଏ ନେଇ…

ପୋଲିସ ଜାଲରେ ମୋବାଇଲ ଲୁଟେରା ଗ୍ୟାଙ୍ଗ, ୮ ଗିରଫ

ଟିଟିଲାଗଡ଼ : ଟିଟିଲାଗଡ଼ ପୋଲିସକୁ ସଫଳତା । ଆଖି ପିଛୁଳାକେ ମୋବାଇଲ ଲୁଟ୍ କରି ଚମ୍ପଟ ମାରୁଥିବା ଏକ ଗ୍ୟାଙ୍ଗକୁ ଠାବ କରିବା ସହ ୮ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ଠାରୁ ୧୬ ଟି ମୋବାଇଲ ଫୋନ୍ ,ଚାରୋଟି ବାଇକ,ଏକ ପିକ୍ଅପ୍ ଭ୍ୟାନ ସହ ଚୋରି ସାମଗ୍ରୀ ସ୍କ୍ରାପକୁ ମଧ୍ୟ ଜବତ କରାଯାଇଛି ।…

ପରଲୋକରେ ବରିଷ୍ଠ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୟ ପଣ୍ଡା

କଟକ: କଟକ ସ୍ଥିତ ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନସର ସେଣ୍ଟରର ଲୋକପ୍ରିୟ ବରିଷ୍ଠ ଡାକ୍ତର ସଞ୍ଜୟ ପଣ୍ଡା । ୪୯ ବର୍ଷ ବୟସରେ ଚେନ୍ନାଇର ରିଲା ହସ୍ପିଟାଲରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ସେ ରୁଟିନ୍ ଚେକ ଅପ୍ ପାଇଁ ଯାଇଥିଲେ । ନିକଟରେ କରୋନା ସଂକ୍ରମିତ ହୋଇଥିଲେ ଡାକ୍ତର ପଣ୍ଡା ।…

ମା’ ମୁହଁରେ ହସ ଭରିଛି ‘ମାତୃଜ୍ୟୋତି’: ଗର୍ଭାବସ୍ଥାରେ ଜଟିଳତା ଚିହ୍ନଟ କରି ମା’ ଓ ଶିଶୁଙ୍କ…

ସୁନ୍ଦରଗଡ଼ : ଗର୍ଭାବସ୍ଥାରେ ଜଟିଳତାର ଚିହ୍ନଟ କରି ମା’ ଓ ଶିଶୁଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେଉଛି  ‘ମାତୃଜ୍ୟୋତି’ । ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଏହି କାର୍ଯ୍ୟକ୍ରମ ଗର୍ଭାବସ୍ଥାରେ ‘ହାଇରିସ୍କ’ ଘଟଣାର ମୁକାବିଲାରେ ବଡ଼ ଭୂମିକା ନେଇପାରିଛି । ଏହି ଯୋଜନା ଅଧୀନରେ ଜିଲ୍ଲାର…

ଭିଡ ଭିତରେ ଫ୍ୟାନ୍ସ ଚୋରି କରିନେଲେ ୧୭୪ କୋଟିର ହୀରା

ନୂଆଦିଲ୍ଲୀ: ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ଅଳଙ୍କାରକୁ ଭଲ ପାଆନ୍ତି ଏବଂ ସେମାନେ ନିଜ ଦେହରେ କୋଟି କୋଟି ଟଙ୍କା ମୂଲ୍ୟର ଅଳଙ୍କାର ପିନ୍ଧନ୍ତି। ଭାରତରେ ସବୁଠାରୁ ଅଳଙ୍କାର ପିନ୍ଧିବା ସଉକ ରଖୁଥିବା ଗାୟକ ହେଉଛନ୍ତି ବାପି ଲାହିରି। ସମ୍ପ୍ରତି ଆମେରିକାର ଜଣେ ସେଲିବ୍ରିଟି ଏକ…

ପୋଲିସ ଆଖି ଆଗରେ ଚୋରି

ମୟୂରଭଞ୍ଜ: ଇଲେକ୍ଟ୍ରୋନିକ୍ସ ଦୋକାନରୁ ଚୋରି । ପୋଲିସ ସବୁ ଦେଖି ମଧ୍ୟ ଚୁପ୍। ସସିଟିଭିରେ କଏଦ ହେଲା ଚୋରି ଭିଜୁଆଲ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଥାନାଛକ ନିକଟରେ ଏପରି ଘଟଣା ଘଟିଛି। ପଣ୍ଡା ଇଲେକ୍ଟ୍ରୋନିକ୍ସ ଦୋକାନରୁ ରାତି ୧୨ ଟାରେ ଏସି ର ଡେମୋକୁ ଚୋର ଖୋଲିନେଇଯାଉଥିବା…

ଟଲିଉଡ ଅଭିନେତା ରାଣାଙ୍କୁ ଇଡିର ଜେରା

ହାଇଦ୍ରାବାଦ: ଟଲିଉଡ ଅଭିନେତା ରାଣା ଡଗୁବତି ବୁଧବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଆଗରେ  ହାଜର ହୋଇଛନ୍ତି। ୨୦୧୭ ଡ୍ରଗ୍ ମାମଲା ସହ ଜଡିତ ଟଙ୍କା ହେରଫେର ମାମଲାରେ ଇଡି ତାଙ୍କୁ ସମନ କରିଥିଲା। 'ବାହୁବଳୀ' ଫେମ୍‌ ଆକ୍ଟର ଅଭିନେତା ରାଣା ପ୍ରାୟ ୧୦ଟା ସମୟରେ ଇଡି କାର୍ଯ୍ୟାଳୟରେ…

ଏଣିକି ସପ୍ତାହରେ ୬ ଦିନ ଶ୍ରୀମନ୍ଦିର ଖୋଲା, ବଢ଼ିଲା ସର୍ବସାଧାରଣ ଦର୍ଶନ ଅବଧି

ପୁରୀ: ଶ୍ରୀଜିଉଙ୍କୁ ଏଣିତିକ ସପ୍ତାହରେ ୬ ଦିନ ଦର୍ଶନ କରିପାରିବେ ଭକ୍ତ । ଶନିବାର ବି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ ବଡ଼ଦେଉଳ ଦୁଆର । ଭିଡିଓ କନଫରେନସିଂ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି  ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏନେଇ ସାନି ଏସଓପି ଜାରି ହୋଇଛି । ଏଥିସହ…

ବିଧାନସଭା ଚାମ୍ବରରେ ବାଚସ୍ପତିଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ ସଦସ୍ୟ

ଭୁବନେଶ୍ୱର: ବାଚସ୍ପତିଙ୍କୁ ଘେରାଉ କଲେ ବିଜେପି ଓ କଂଗ୍ରେସ ବିଧାୟକ । ବିଧାନସଭାରେ ଥିବା ଚାମ୍ବର ଭିତରେ ତାଙ୍କୁ ଘେରାଉ କରିଛନ୍ତି । ଖଣି ଦୁର୍ନୀତି ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ସହମତି ପ୍ରକାଶ ନକରିବା ଯାଏ ଘେରାଉ କରିବେ ବୋଲି କହିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ସନ୍ତୋଷ…

ଡୋର ଟୁ ଡୋର କୋଭିଡ ଟିକାକରଣ ସମ୍ଭବ ନୁହେଁ; ଏସ୍‌ସି

ନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଟିକାକରଣ ଠିକ୍ ଭାବରେ ଚାଲିଛି କିନ୍ତୁ ଡୋର ଟୁ ଡୋର କୋଭିଡ ଟିକାକରଣ ସମ୍ଭବ ନୁହେଁ। ଦେଶର ବିଭିନ୍ନ କୋଭିଡ୍ ପରିସ୍ଥିତି ଏବଂ ପ୍ରଶାସନିକ ଜଟିଳତାକୁ ଦୃଷ୍ଟିରେ ରଖି ଡୋର ଟୁ ଡୋର ଟିକାକରଣକୁ ନିର୍ଦ୍ଦେଶ ଦେବା ସମ୍ଭବ ନୁହେଁ ବୋଲି…