Latest Odisha News

BREAKING NEWS

ଚଳିତ ବର୍ଷ ୧୧୦% ବୃଦ୍ଧି ପାଇଛି ଡେଙ୍ଗୁ, ମ୍ୟାଲେରିଆ

ନୂଆଦିଲ୍ଲୀ: କୋଭିଡ-୧୯ ମୁକାବିଲା ସହିତ ଗୁଜୁରାଟର କିଛି ଅଂଶରେ ବର୍ତ୍ତମାନ ଡେଙ୍ଗୁ, ଚିକୁନ୍‌ଗୁନିଆ ଏବଂ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହେଉଥିବା ମାମଲା ସାମ୍‌ନାକୁ ଆସିଛି। ସର୍ବଶେଷ ତଥ୍ୟ ଅନୁଯାୟୀ, ଜାନୁଆରୀ ୨୦ ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ରାଜ୍ୟରେ ଡେଙ୍ଗୁ, ଚିକୁନ୍‌ଗୁନିଆ ଏବଂ…

କ୍ୟାମେରାମ୍ୟାନକୁ ବଂଚାଇବା ଯାଇ ପ୍ରାଣ ହାରିଲେ ରୁଷ ମନ୍ତ୍ରୀ

ମସ୍କୋ: ଜଣେ କ୍ୟାମେରା ମ୍ୟାନକୁ ବଂଚାଇବା ପାଇଁ ଯାଇ ରୁଷର ଏର୍ମଜେନ୍ସି ମିନିଷ୍ଟର ଜିନିଚେଭଙ୍କ ମୃତ୍ୟୁ ହୋଇଛି । ସୈନ୍ୟ ଅଭ୍ୟାସ ସମୟରେ କ୍ୟାମେରା ମ୍ୟାନ ପାଣିରେ ବୁଡି ଯାଉଥିବା ଦେଖି ଜିନିଚେଭ ତାଙ୍କୁ ବଂଚାଇବାକୁ ଚେଷ୍ଟା କରିଥିଲେ । ପାଖରେ ଅନେକ ଲୋକ ଥିଲେ ମଧ୍ୟ କେହି ଜାଣି ପାରି ନ…

ସୁନାପୁଅ ପ୍ରମୋଦଙ୍କୁ ମିଳିବ ୬ କୋଟି ଟଙ୍କା ,ଗ୍ରୁଫ୍ ଏ ସରକାରୀ ଚାକିରୀ

ଭୁବନେଶ୍ୱର : ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ମିଳିବ ୬ କୋଟି ଟଙ୍କାର ପୁରଷ୍କାର ।ପୂର୍ବ ଘୋଷଣା ଅନୁସାରେ ୬ କୋଟି ଟଙ୍କା ଦେବେ ରାଜ୍ୟ ସରକାର । ତା ସହ ଗ୍ରୁପ ଏ ଲେବୁଲ ର ସରକାରୀ ଚାକିର ମିଧ୍ୟ ମିଳିବ। ସେ ଭୁବନେଶ୍ୱର ଆସିଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ପୁରଷ୍କାର…

ଗହମ ଏବଂ ସୋରିଷ ସମେତ ୬ଟି ରବି ଫସଲର ଏମଏସପିରେ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଚଳିତ ଫସଲ ବର୍ଷ ପାଇଁ ଗହମ ଏବଂ ସୋରିଷ ସମେତ ୬ ଟି ରବି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିବାକୁ କେନ୍ଦ୍ର ସରକାର ବୁଧବାର ଘୋଷଣା କରିଛନ୍ତି। ଗହମର ଏମଏସପି କ୍ୱିଣ୍ଟାଲ ପିଛା ୪୦ ଟଙ୍କା ବୃଦ୍ଧି କରାଯାଇଛି। ବୃଦ୍ଧି ପରେ ଗହମ କ୍ୱିଣ୍ଟାଲ ପିଛା…

ଛୋଟ ପରଦାକୁ ଫେରୁଛନ୍ତି ରେଣୁକା

ମୁମ୍ବାଇ: "ହମ୍ ଆପକେ ହୈ କୌନ" ଭଳି ଫିଲ୍ମ ଓ "ସୁରଭି" ଭଳି ଟିଭି ସୋ' ଜରିଆରେ ଘରେଘରେ ପରିଚିତ ହୋଇଥିଲେ ଅଭିନେତ୍ରୀ ରେଣୁକା ସାହାଣୀ । ସମୟକ୍ରମେ ଅଭିନେତା ଆଶୁତୋଷ ରାଣାଙ୍କୁ ବିବାହ କରିବା ପରେ ସେ ରୂପେଲି ପରଦାରୁ ଦୂରେଇ ଯାଇଥିଲେ । ନିକଟରେ ଅଳ୍ପ ବହୁତ ବଲିଉଡ ଫିଲ୍ମରେ ତାଙ୍କୁ…

ସହାୟତା ଅପେକ୍ଷାରେ ଦିଉଡୁ

ରାୟଗଡ଼ା: ଆର୍ଥିକ ଅନଟନରେ ଚିକିତ୍ସା ଅଭାବରୁ ମୃତ୍ୟୁ ସହ ଲଢ଼ୁଛନ୍ତି ଆଦିବାସୀ ଯୁବକ ଦିଉଡୁ ମାଝୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ  ଅନ୍ତର୍ଗତ ବଡ଼ ପୁକେଲର ଆଦିବାସୀ ଯୁବକ ଦିଉଡୁ ମାଝୀ । ବାପାଙ୍କର ମୃତ୍ୟୁ ପରେ ଘରର ମୁରବି କେବଳ ମାଆ ସୋଦ୍ରୀ ମାଝୀ । ପରିଣତ ବୟସରେ ଜଙ୍ଗଲରୁ କାଠ…

ରାଜଧାନୀରେ ସର୍ବସାଧାରଣରେ ଗଣେଶ ଉତ୍ସବ ପାଳନ ମନା

ନୂଆଦିଲ୍ଲୀ: ପାର୍ବଣ ସମ୍ଭାବ୍ୟ ତୃତୀୟ ଲହର ଆଗମନର ମୁଖ୍ୟ କାରଣ ହୋଇପାରେ ବୋଲି ଆକଳନ କରାଯାଉଛି। ସେଥିପାଇଁ କୋଭିଡ୍‌ ଉପଯୁକ୍ତ ଆଚରଣଗୁଡିକୁ ସଠିକ୍‌ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ-୧୯ ମହାମାରୀ ହେତୁ ଦିଲ୍ଲୀରେ ଗଣେଶ ପର୍ବର ସମସ୍ତ ସାଧାରଣ ଉତ୍ସବକୁ ନିଷିଦ୍ଧ…

ଓଲଟିଲା ଡଙ୍ଗା,୬ ନିଖୋଜ

ଉତ୍ତର ପ୍ରଦେଶ : ମିର୍ଜାପୁରରେ ଅଘଟଣ । ମିର୍ଜାପୁର ମା ବିନ୍ଧ୍ୟବାସିନୀ ମନ୍ଦିରକୁ ଲୋକମାନେ ଯିବା ସମୟରେ ଓଲଟିଲା ଡଙ୍ଗା । ୬ ଜଣ ପାଣିରେ ବୁଡିଯାଇ ନିଖୋଜ ଥିବା ଖବର ସାମ୍ନାକୁ ଆସିଛି । ନିଖୋଜଙ୍କ ମଧ୍ୟରୁ ତିନିଜଣ ମହିଳା ଓ ୩ ଜଣ ଶିଶୁ ଥିବା ଜଣାପଡ଼ିଛି । ମା ବିନ୍ଧ୍ୟବାସିନୀଙ୍କ…

ଏଣିକି ସେନାରେ ଯୋଗ ଦେଇପାରିବେ ମହିଳା; ମିଳିବ ସ୍ଥାୟୀ ନିଯୁକ୍ତି

ନୂଆଦିଲ୍ଲୀ: ଏଣିକି ସେନାରେ ଯୋଗ ଦେଇପାରିବେ ମହିଳା। ମହିଳାଙ୍କୁ ବି ମିଳିବ ସ୍ଥାୟୀ ନିଯୁକ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଦେଶରେ ସଶସ୍ତ୍ର ବାହିନୀ ଏକ ସମ୍ମାନଜନକ ଶକ୍ତି। କିନ୍ତୁ ସେମାନଙ୍କୁ ବାହିନୀରେ ଲିଙ୍ଗଗତ ସମାନତା ଦିଗରେ ଅଧିକ କିଛି କରିବା ଆବଶ୍ୟକ। ସୁପ୍ରିମକୋର୍ଟ କହିଛନ୍ତି…

ଲଂଚ ହେଲା ଅଜୟଙ୍କ ମ୍ୟୁଜିକ୍ ପ୍ରଡକ୍ସନ୍ ହାଉସ୍‌, ମିଳିବ ନବାଗତଙ୍କୁ ସୁଯୋଗ

ମୁମ୍ବାଇ: ପ୍ରଥମେ ସହ-ନିର୍ଦ୍ଦେଶନା, ପରେ ଅଭିନେତାରୁ ପ୍ରଯୋଜକ ଓ ନିର୍ଦ୍ଦେଶକ ସାଜିଥିଲେ ବଲିଉଡ ଷ୍ଟାର ଅଜୟ ଦେବଗନ । ଏବେ ଆଉ ଏକ ପାଦ ଆଗେଇ ଲଂଚ କରିଛନ୍ତି ନିଜର ମ୍ୟୁଜ୍‌କ ପ୍ରଡକ୍ସନ ହାଉସ୍ ପନୋରାମା ଷ୍ଟୁଡିଓସ୍ । ଏହି ପ୍ରଡକ୍ସନ ହାଉସ୍ ଜରିଆରେ ସେ ନବାଗତଙ୍କୁ ସୁଯୋଗ ଦେବା ଲାଗି…