ଟୁଲ୍କିଟ୍ ମାମଲା: ଦିଶା ରବିଙ୍କ ଜାମିନ ଆବେଦନ ଉପରେ ଆଜି ରାୟ ଦେଇପାରନ୍ତି କୋର୍ଟ
ନୂଆଦିଲ୍ଲୀ: ଟୁଲ୍କିଟ୍ ମାମଲାରେ ଦିଲ୍ଲୀ ପୋଲିସ ଗିରଫ କରିଥିବା ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ କୋର୍ଟ ଆଜି ରାୟ ଶୁଣାଇବାର ସମ୍ଭାବନା ରହିଛି। ଦିଲ୍ଲୀ ପୋଲିସ ଅଭିଯୋଗ କରିଛି ଯେ ଭାରତକୁ ବଦନାମ କରିବା ଏବଂ ଲୋକଙ୍କ ମଧ୍ୟରେ ଭୁଲ ତଥ୍ୟ ବିସ୍ତାର କରିବା…