Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୯ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୯ କାହିଁ ମ ,କୁକୁର ନଥିଲେ  ଆଦୌ  । ଧୂଳିଧୂସରିଆ କନାଖଣ୍ଡେ ପଡିଥିଲା ଯାହା । ଏଇଟା ଦିଦିର ପିନ୍ଧା ଲୁଗା କେବେ ନୁହେଁ। ମନ ବୁଝୁନଥିଲା କି ମୁଁ  ବୁଝାଇ ପାରୁନଥିଲି,  କେଜାଣି। ଆଖି  ଓଦା ଓଦା। ଛାତି ଧକଧକ। ନିଃଶ୍ବାସ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୭-୯-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ସେପ୍ଟେମ୍ବର ତା ୭ ରିଖ ମଙ୍ଗଳବାର ସିଂହ ୨୨ ଦିନ ଭାଦ୍ରବ ମାସ କୃଷ୍ଣପକ୍ଷ ଅମାବାସ୍ୟା ଭୁକ୍ତ ପ୍ରତିପଦା ତିଥି ପୂର୍ବା ଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର- କର୍କଟ, ମକର…

ପିପିଲି ଉପନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ଅନୁଷ୍ଠିତ ହୋଇଛି ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ । କୋଭିଡ ଗାଇଡଲାଇନ ଅନୁପାଳନ ନେଇ ଜିଲ୍ଲା ପ୍ରଶାସନ ଓ ରାଜନୈତିକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ନିର୍ବାଚନ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ବିଭିନ୍ନ ରାଜନୈତିକ ଦଳର…

୫୦ ବର୍ଷ ପରେ ଓଭାଲରେ ବିଜୟ ହାସଲ କଲା ଟିମ ଇଣ୍ଡିଆ

ଓଭାଲ:ଏଠାରେ ଅନୁଷ୍ଠିତ ୪ର୍ଥ କ୍ରିକେଟ ଟେଷ୍ଟରେ ଭାରତ ୧୫୭ ରନରେ ଇଂଳଣ୍ଡକୂୁ ପରାସ୍ତ କରିଛି । ଏଥିସହ ୫୦ ବର୍ଷ ପରେ ଓଭାଲରେ ଭାରତ ଆୟୋଜକ ଇଂଲଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଛି । ସେହିପରି ୩୫ ବର୍ଷ ପରେ ଇଂଲଣ୍ଡ ମାଟିରେ ଭାରତ ଗୋଟିଏ ସିରିଜରେ ୨ଟି ମ୍ୟାଚ ଜିତିଛି । ଭାରତ ସିରିଜରେ…

ପିପିଲି ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି

ଭୁବନେଶ୍ବର : କୋଭିଡ୍‌ ଯୋଗୁଁ ସ୍ଥଗିତ ଥିବା ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ବିଭିନ୍ନ ରାଜନୈତିକ ଦଳ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ପରାମର୍ଶ କ୍ରମେ…

ସରକାରଙ୍କ ପାର୍ବଣ କଟକଣା ବିରୋଧରେ କଟକରେ ବନ୍ଦ ଡାକରା

କଟକ: ପୂଜା ପାର୍ବଣରେ ସରକାରଙ୍କ କଟକଣାକୁ ବହୁ ପୂର୍ବରୁ ବିରୋଧ ହୋଇଆସୁଛି । ଖାସ କରି ମୂର୍ତ୍ତି ଉଚ୍ଚତାକୁ କେନ୍ଦ୍ର କରି କଟକରେ ବିବାଦ ଦେଖାଦେଇଛି । ସରକାରୀ କଟକଣାକୁ ବିରୋଧ କରି ଆସନ୍ତା ୧୩ ତାରିଖରେ କଟକ ବନ୍ଦ ପାଇଁ ବିଜେପି ଡାକରା ଦେଇଛି । ସରକାରଙ୍କ କଟକଣା ଅନୁଯାୟୀ ୪ ଫୁଟ୍…

ଜୟପୁର ବାଟ କୁହୁଡିରେ ଦୁର୍ଘଟଣା, ୨ ମୃତ

ଜୟପୁର : ଜୟପୁର ବାଟ କୁହୁଡି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଜଗଦଲପୁରରୁ କୋଟପାଡ଼ ଅଭିମୁଖେ ଆସୁଥିବା କାର । କିନ୍ତୁ ଏହି ସମୟରେ ବାଟକୁହୁଡି ଗାଁ ନିକଟରେ କାର ସହ ମୋଟର ସାଇକେଲର…

ମାଆ ଅସୁସ୍ଥ ଥିବା ଜାଣି ଲଣ୍ଡନରେ ଫିଲ୍ମ ଶୁଟିଂ ଅଧାରୁ ଛାଡି ଘରକୁ ଫେରିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଷ୍ଟାର ଅକ୍ଷୟ କୁମାର ତାଙ୍କ ମାଆ ଅରୁଣା ଭାଟିୟାଙ୍କୁ ବହୁତ ଭଲ ପାଆନ୍ତି । ୭୭ ବର୍ଷୀୟ ଅରୁଣା ହୀରାନନ୍ଦନୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ମାଆଙ୍କ ଅବସ୍ଥା ଗୁରୁତର ଶୁଣିବା ମାତ୍ରେ ଅକ୍ଷୟ ସିଣ୍ଡ୍ରେଲା ଫିଲ୍ମର ଶୁଟିଂ ଅଧାରୁ ଛାଡି ମାଆଙ୍କ ପାଖକୁ…

ଯୁବତୀଙ୍କ ଠାରୁ ଝାମ୍ପିନେଲେ ଟଙ୍କା

ବାଲେଶ୍ୱର : ଯୁବତୀଙ୍କ ଠାରୁ ଲୁଟ୍ । ବାଲେଶ୍ୱର ଗୋପୀନାଥ ମନ୍ଦିର ବଙ୍ଗଳାସାହି ଛକ ନିକଟରେ ଏପରି ଅଘଟଣ ହୋଇଛି । ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜଣେ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଛି। ଯୁବତୀ ଜଣକ ରେମୁଣା ଶାଖାରେ କାର୍ଯ୍ୟରତ ଅଛନ୍ତି । ସେ ଆଜି ଦ୍ୱିପ୍ରହରେ ମନ୍ଦିରସାହି ଅଞ୍ଚଳରୁ…

ଜଗଦୀଶ କାନୁନଗୋ ଓ ଜୟନ୍ତ ବେହେରା ପାଇବେ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ

ଭୁବନେଶ୍ବର : ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୨୦୨୧ ମସିହା ପାଇଁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ଘୋଷିତ ହୋଇଛି । ଚଳିତବର୍ଷ ପାଇଁ ବିଶିଷ୍ଟ ଚିତ୍ରକର ଜଗଦୀଶ କାନୁନଗୋ ଓ ପ୍ରସିଦ୍ଧ ଘୁମୁରା ଶିଳ୍ପୀ ଜୟନ୍ତ ବେହେରା ଏହି ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ବାବଦରେ ଉଭୟଙ୍କୁ ଦେଢ…