Latest Odisha News

BREAKING NEWS

ଅନ୍ ଲାଇନ୍ ଠକେଇ ଅଭିଯୋଗ

ଜୟପୁର: ଫୋନ୍ ପେ ରେ ଠକାମିର ଶିକାର । ଥାନାର ଦ୍ୱାରସ୍ଥ ହେଲେ ଏକାଧିକ ମହିଳା । ବୈପାରିଗୁଡା ଥାନା ପୋଡେଇଗୁଡା ଗାଁ ରେ ଏପରି ଘଟଣା ଘଟିଛି। ଗାଁ ର ମହିଳାମାନେ ଜୟପୁର ସ୍ଥିତ ସ୍ୱତନ୍ତ୍ର ପାଇନାନ୍ସ କମ୍ପାନୀଠାରୁ ଋଣ ଆଣିଥିଲେ। କିସ୍ତି ହିସାବରେ ସେମାନେ ସପ୍ତାହକୁ ଥରେ ଟଙ୍କା ପୈଠ…

ସଶସ୍ତ୍ର ବାହିନୀ ପଢିବେ ଭଗବତ୍‌ ଗୀତା

ନୂଆଦିଲ୍ଲୀ: ସେନା ଏବଂ ବାୟୁସେନାର ଅଧିକାରୀଙ୍କ ସମେତ ଭାରତୀୟ ସଶସ୍ତ୍ର ବାହିନୀର ଅଧିକାରୀଙ୍କୁ ଖୁବ ଶୀଘ୍ର ଭଗବତ୍‌ ଗୀତା ଏବଂ କୌଟିଲ୍ୟାଙ୍କ ଅର୍ଥଶାସ୍ତ୍ର ଉପରେ ଶିକ୍ଷା ପ୍ରଦାନ କରାଯିବ। ଏହାକୁ ସେମାନଙ୍କ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ବିବେଚନା କରାଯାଇଛି। ପ୍ରଧାନମନ୍ତ୍ରୀ…

ମୟୁରଭଂଜରେ ଖୋଲିଲା ରାଜ୍ୟର ପ୍ରଥମ ବାର୍ଦ୍ଧକ୍ୟ ଜନିତ ଭିନ୍ନକ୍ଷମ ଚିକିତ୍ସା କେନ୍ଦ୍ର

ବାରିପଦା: ଏକ ଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛି ମୟୁରଭଂଜ ଜିଲ୍ଲା । ଜିଲ୍ଲାର ସଦର ମହକୁମା ବାରିପଦାରେ ଖୋଲିଲା ରାଜ୍ୟର ପ୍ରଥମ ବାର୍ଦ୍ଧକ୍ୟ ଜନିତ ଭିନ୍ନକ୍ଷମ ଚିକିତ୍ସା କେନ୍ଦ୍ର । ଏହି ଚିକିତ୍ସା କେନ୍ଦ୍ରକୁ ଖୋଦ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଆନୁଷ୍ଠାନିକ…

ଲଘୁଚାପ ପ୍ରଭାବ; ୩ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବ ଯୋଗୁ ରାଜ୍ୟରେ ଆସନ୍ତା ତିନି ଦିନ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତ ପାଣିପାଗ ବିଭାଗ (ଆଇଏମଡି)। “ଏହାର ପ୍ରଭାବରେ ଦକ୍ଷିଣ ଏବଂ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାର ପ୍ରବଳ ବର୍ଷା ହେବ। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏହା…

ଆଦିତ୍ୟଙ୍କ ନାୟିକା ହେବେ ମୃଣାଳ

ମୁମ୍ବାଇ: ଥଡମ୍‌ରେ ଅଭିନୟ କରିବେ ଅଭିନେତ୍ରୀ ମୃଣାଳ ଠାକୁର। ତାମିଲ ବ୍ଲକବଷ୍ଟର ଥଡମର ହିନ୍ଦୀ ରିମେକର ଅଭିନେତ୍ରୀ ମୃଣାଳ ଠାକୁର ଯୋଗ ଦେଇଛନ୍ତି। ସେ ଆଦିତ୍ୟ କପୁରଙ୍କ ବିପକ୍ଷରେ ନାୟିକା ସାଜିବେ। ମୃଣାଳ ଆଜି ଆଦିତ୍ୟଙ୍କ ସହ ଏକ ଫଟୋ ସେୟାର କରି ଫିଲ୍ମରେ ଅଭିନୟ କରିବା ନେଇ ଘୋଷଣା…

କୋଭିଡ୍ ପାଇଁ କେତେ ଖର୍ଚ୍ଚ ହୋଇଛି ? ବିଧାନସଭାରେ ହିସାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ମୁକାବିଲାରେ ରାଜ୍ୟରେ କେତେ ଟଙ୍କା ଖର୍ଚ୍ଚ ହୋଇଛି । କେନ୍ଦ୍ର କେତେ ଟଙ୍କା ଦେଇଛି ? ରାଜ୍ୟ ସରକାର କେତେ ଖର୍ଚ୍ଚ କରିଛନ୍ତି ? ଆଜି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ହିସାବ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ…

ନାବାଳିକାର ମୃତଦେହ ଉଦ୍ଧାର , ପୋଲିସର ତଦନ୍ତ ଜାରି

ଜୟପୁର : ନାବାଳିକାଙ୍କ ମୃତଦେହ ଉଦ୍ଧାର। ଜୟପୁର ଜଗନ୍ନାଥ ସାଗରରୁ ନାବାଳିକାର ଶବକୁ ଉଦ୍ଧାର କରଛି ଟାଉନ ଥାନା ପୋଲିସ। ଆଜି ସକାଳୁ ଜୟନଗର ଧୋବା ତୁଠ ନିକଟରେ ଶବ ଭାଷୁଥିବା ଦେଖି କିଛି ଲୋକମାନେ ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ । ନାବାଳିକା ଜଣକ ଗୌଡ ସାହି ସୁନାଧାର ନାୟକଙ୍କ ଝିଅ ବୋଲି…

ଇଡି ଆଗରେ ହାଜର ହେଲେ ସାଂସଦ ଅଭିଷେକ ବାନାର୍ଜୀ

ନୂଆଦିଲ୍ଲୀ: ଟିଏମସି ସାଂସଦ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ସେପ୍ଟେମ୍ବର ୬ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହୋଇଛନ୍ତି। ସୂଚନା ଅନୁଯାୟୀ ଶ୍ରୀ ବାନାର୍ଜୀ, ସକାଳ ୧୧ ଟା ପୂର୍ବରୁ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମନି…

ଆସନ୍ତାବର୍ଷରୁ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ଼ ମେଡିକାଲ କଲେଜ

ଭୁବନେଶ୍ୱର: ଆସନ୍ତାବର୍ଷଠାରୁ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ଼ ମେଡ଼ିକାଲ କଲେଜ । ଏନେଇ ଆଜି ଗୃହରେ ବିବୃତି ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ସେ କହିଛନ୍ତି, ୨୦୨୨-୨୩ ବର୍ଷରୁ ଆଡମିସନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି । ୧୦୦ ଏମବିବିଏସ୍ ସିଟ୍, ୫୦୦ ଶଯ୍ୟା ବିଶିଷ୍ଟ…

ସକ୍ରିୟ ଲାଲବାହିନୀ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଥରିଲା ତେଲେଙ୍ଗାନା ସୀମାନ୍ତ

ମାଲକାନଗିିରି: କରୋନା ମହମାରୀ ଭୟରେ ଆମସମର୍ପଣ କରୁଛନ୍ତି। ହେଲେ ଏବେ ବି ନକ୍ସଲଙ୍କ ମୁହିଁ ଫୁଟାଣୀ କିଛି କମିନାହିଁ। ପୁଣିଥରେ ଘଟାଇଛନ୍ତି ଶକ୍ତିଶାଳୀ ବିସ୍ଫୋରଣ । ଏଥର ଟାର୍ଗେଟ୍ ସାଜିଥିଲା ମାଲକାନଗରି ତେଲେଙ୍ଗାନା ସୀମାନ୍ତ ଭଣ୍ଡାରୀ କୋତାଗୁଡେମ୍ ଜିଲ୍ଲା। ମିଳିଥିବା ରିପୋର୍ଟ…