ଆସନ୍ତୁ ଜାଣିବା ଭାରତର ପନୀର ଗ୍ରାମ ବିଷୟରେ
ମସୁରୀ: ଭାରତରେ ଏପରି ଏକ ଗ୍ରାମ ଅଛି ଯାହା କି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏଠାରେ ଏତେ ମାତ୍ରାରେ ପନୀର ପ୍ରସ୍ତୁତ କରାଯାଏ ଯେ, ଏହାର ନାମ ଏବେ ପନୀର ଗ୍ରାମ ରଖାଯାଇଛି । ଉତରାଖଣ୍ଡର ମସୁରୀ ଅଂଚଳରେ ଥିବା ଏହି ଗ୍ରାମର ପ୍ରକୃତ ନାମ ରୌତ ଅଟେ । ୨୫୦ ପରିବାର ଏହି ଗ୍ରାମରେ…