Latest Odisha News

BREAKING NEWS

ବାଇକକୁ ଧକ୍କା ଦେଲା ଦ୍ରୁତଗାମୀ କାର, ୨ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନା ଝିଙ୍କିରିଆ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯାହା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ମାନେ ବେତନଟୀ ଥାନା ଅନ୍ତର୍ଗତ ଭାଲୁକଚୁଆ ଦୁର୍ଗାପୁର ଅଞ୍ଚଳର ବୋଲି ଜଣାପଡିଛି। ଏଯାବତ୍ ସେମାନଙ୍କର ପରିଚୟ ଜଣା ପଡ଼ିନାହିଁ। ସୂଚନା…

ଦେଶରେ ବଢୁଛି ଦୈନିକ କରୋନା କେସ୍, ଗତକାଲି ଅପେକ୍ଷା ଆଜି ୨% ଅଧିକ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ପୁଣି ଭାଇରସ୍ ଭୟ । ହଠାତ୍ ବଢିଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୪ହଜାର ୨୬୪ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ୨ପ୍ରତିଶତ ଅଧିକ ସଂକ୍ରମିତ ହୋଇଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି…

ରୁହି’ ଚଳଚ୍ଚିତ୍ରର ‘ Phangat’ ଗୀତର ଟିଜର ରିଲିଜ

ନୂଆଦିଲ୍ଲୀ: 'ରୁହି' ଚଳଚ୍ଚିତ୍ରର ' Phangat' ଗୀତର ଟିଜର ମୁକ୍ତିଲାଭ କରିଛି। ଏଥିରେ ରାଜକୁମାର ରାଓ, ବରୁଣ ଶର୍ମା ଏବଂ ଜାହ୍ନବୀ କପୁର ନୃତ୍ୟ ପରିବେଷଣ ଦେଖିବାକୁ ମିଳିବ। ଏହି ଗୀତ ସୋମବାର ଦିନ ମୁକ୍ତିଲାଭ କରିବାକୁ ଯାଉଛି। ନିକଟରେ ଚଳଚ୍ଚିତ୍ର 'ରୁହି'ର ଟ୍ରେଲର ରିଲିଜ ହୋଇଥିଲା।…

ବ୍ରାଉନସୁଗର ବିକ୍ରି ପାଇଁ ଆସିଥିଲେ ଯୁବକ, ବସଷ୍ଟାଣ୍ଡରୁ ବାନ୍ଧିଲା ପୋଲିସ

ରାଇରଙ୍ଗପୁର: ବ୍ରାଉନସୁଗରା ବିକ୍ରି ପାଇଁ ଡିଲ୍ ଚାଲିଥିଲା । ଝାଡ଼ଖଣ୍ଡରୁ ଆସି ରାଇରଙ୍ଗପୁରରେ ବିକ୍ରି କରୁଥିଲା ଧଳ ଜହର । ବିଶେଷସୂତ୍ରରୁ ଖବର ପାଇଁ ଛକି ରହିଥିଲା ପୋଲିସ । ରାଇରଙ୍ଗପୁର ବସଷ୍ଟାଣ୍ଡରେ ଡିଲ୍ ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ରାଇରଙ୍ଗପୁର ଟାଉନ୍ ଥାନା ପୋଲିସ । ତା…

କଣ୍ଟାବଣିଆ OPTCLର ଗ୍ରୀଡ୍ ସବ୍ ଷ୍ଟେସନରେ ଭୀଷଣ ଅଗ୍ନିକାଣ୍ଡ

କଳାହାଣ୍ଡି: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ସ୍ଥିତ ଓପିଟିସିଏଲର ଗ୍ରୀଡ୍ ସବ୍ ଷ୍ଟେସନ ଭୟାବହ ଅଗ୍ନିକାଣ୍ଡି ଘଟିଛି । ନିଆଁ ଲିଭାଇବା କାର୍ଯ୍ୟରେ ୧୦ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ । ୨୦୧୮ ମସିହା ଫେବ୍ରୁଆରୀ ମାସରେ ମଧ୍ୟ…

ଇଂଲଣ୍ଡ ବିପକ୍ଷ ଟି-୨୦ ପାଇଁ ଟିମ୍ ଇଣ୍ଡିଆରେ ନୂଆ ଚେହେରା, ଏମାନଙ୍କୁ ଏଣ୍ଟ୍ରି ଟିକେଟ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ୧୯ ଜଣିଆ ଟିମରେ ଚାରି ନୂଆ ଚେହେରାଙ୍କୁ ମିଳିଛି ସୁଯୋଗ । ଏମାନେ ହେଲେ ସୂର୍ଯ୍ୟକୁମାର ଯାଦବ, ଇଶାନ କିଷାନ ଓ ରାହୁଲ ତେଓ୍ୱାତିଆ । ଏମାନେ ସମସ୍ତେ ଗତ ଆଇପିଏଲରେ ଧମାଲ କରିଥିଲେ । ଏମାନଙ୍କ ସହ ବରୁଣ…

ସାହାଣ ନେଉଛି ଗଜରାଜଙ୍କ ଜୀବନ, କର୍ଲାପାଟ ଅଭୟାରଣ୍ୟରେ ହାତୀ ଛୁଆ ମୃତ

ଭବାନୀପାଟଣା: ବିପଦରେ ଗଜରାଜ । ଭୂତାଣୁ ନେଉଛି ଜୀବନ । ଗତ ୧୪ ଦିନ ମଧ୍ୟରେ କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ୬ ହାତୀଙ୍କ ମୃତ୍ୟୁ ହୋଇଥିଲା । ହାତୀ ମୃତ୍ୟୁକୁ ନେଇ ସାଧାରଣ ଲୋକଙ୍କ ସମେତ ମୁଖ୍ୟମନ୍ତ୍ରୀ ଉଦବେଗ୍ ପ୍ରକାଶ କରିଥିଲେ । କାରଣ ଖୋଜୁ ଖୋଜୁ ଜଣାପଡ଼ିଥିଲା ସାହାଣ ରୋଗରୁ ଯାଉଛି…

ଆଜି ବିଜେପି ଜାତୀୟ ଅଧିକାରୀଙ୍କ ବଡ଼ ବୈଠକ; ନିର୍ବାଚନୀ ରାଜ୍ୟ ପାଇଁ ମୋଦୀ ଦେବେ ବିଜୟ ମନ୍ତ୍ର

ନୂଆଦିଲ୍ଲୀ: ରବିବାର ଦିନ ନୂଆଦିଲ୍ଲୀରେ ବିଜେପି ଜାତୀୟ ଅଧିକାରୀଙ୍କ ଏକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବେ। ଏହି ବୈଠକ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହା ପୂର୍ବରୁ ଶନିବାର ଦିନ ବିଜେପି କିଛି ପ୍ରମୁଖ ସାଂଗଠନିକ ବୈଠକ କରିଥିଲା। ଏହି ବୈଠକରେ ବିଜେପି…

୧୬ ଘଣ୍ଟା ଚାଲିଲା ଭାରତ-ଚୀନ୍ କମାଣ୍ଡର ସ୍ତରୀୟ ବୈଠକ, ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଶନିବାର ଦିନ ୧୦ଟାରୁ ବସିଥିବା ଦଶମ ପର୍ଯ୍ୟାୟ ବୈଠକ ରାତି ୨ଟାରେ ସରିଛି । ୧୬ ଘଣ୍ଟାର କମାଣ୍ଡର ସ୍ତରୀୟ ବୈଠକରେ ବିବାଦୀୟ କ୍ଷେତ୍ରରୁ ସୈନ୍ୟ ଅପସାରଣ ଉପରେ ଗୁରୁତ୍ୱ ଦିଆଯାଇଥିବା ସୂଚନା ମିଳିଛି । ସେନା ସୂତ୍ର ଅନୁସାରେ- ଉଭୟ ପଟର…

କୁମ୍ଭ ମେଳା; ଏଥର ‘ଶାହି ସ୍ନାନ’ ଦିନରେ ଭିଆଇପିମାନଙ୍କୁ ଦିଆଯିବନି ସ୍ୱତନ୍ତ୍ର ସୁରକ୍ଷା

ନୂଆଦିଲ୍ଲୀ: ହରିଦ୍ୱାରରେ ଆସନ୍ତା ଏପ୍ରିଲ୍‌ ୧ରେ ଆରମ୍ଭ ହେବାକୁ ଥିବା ଆଗାମୀ କୁମ୍ଭ ମେଳା ସମୟରେ 'ଶାହି ସ୍ନାନ' ଦିନରେ କୁମ୍ବ ମେଲା ଅଞ୍ଚଳରେ କୌଣସି ଭିଆଇପିଙ୍କୁ ସ୍ୱତନ୍ତ୍ର ସୁରକ୍ଷା ଦିଆଯିବ ନାହିଁ। ଯଦି ଭିଭିଆଇପିମାନେ ଏହି ବିଶେଷ ଦିନରେ ଗଙ୍ଗାରେ ପବିତ୍ର ବୁଡ଼ ପକାଇବାକୁ…