Latest Odisha News

BREAKING NEWS

କଳା ସାରଙ୍କ କଳା କାରନାମା, ପ୍ରେମ ଜାଲରେ ଫସାଉଥିଲେ ଜଣେ ପରେ ଜଣେ ମହିଳାଙ୍କୁ, ଉଠାଇ ନେଲା ପୋଲିସ

କଟକ: କଳା ସାରଙ୍କ କଳା କାରନାମାକୁ ନେଇ ଚର୍ଚ୍ଚା । ନିଜ ପ୍ରେମ ଜାଲରେ ଫଶାଇ ଜଣକ ପରେ ଜଣେ ଚାରି ଜଣଙ୍କୁ ବିବାହ କରିଛନ୍ତି ରୋମିଓ ଶିକ୍ଷକ । ଏନେଇ ଥାନାରେ ଏତଲା ଦିଆଯାଛି । ଶିକ୍ଷକଙ୍କ ପତ୍ନୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବେ ପରେ ସଂପୃକ୍ତ ଆର୍ଟ ଟିଚରଙ୍କୁ ଉଠାଇ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା, ୧୧ଟି ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତର ଦିଗରେ ଅବସ୍ଥିତ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍ ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ନୂଆପଡା, କଳାହାଣ୍ଡି, ରାୟଗଡା,…

ଟାଟା ଷ୍ଟିଲ୍ ବିଏସ୍ଏଲ୍ ପକ୍ଷରୁ କେନ୍ଦୁଝର ଗୁଆଲିରେ ଆରମ୍ଭ ହେଲା ମୋବାଇଲ୍ ସ୍ୱାସ୍ଥ୍ୟ ସେବା

ଯୋଡ଼ା: ଟାଟା ଷ୍ଟିଲ ବିଏସଏଲ ପକ୍ଷରୁ କେନ୍ଦୁଝର ଯୋଡ଼ା ବ୍ଲକ୍ ଗୁଆଲି ପଞ୍ଚାୟତର ଗନ୍ଧଲପଡ଼ା ଗାଁରେ ଲୋକମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ପାଇଁ ମୋବାଇଲ୍ ସ୍ୱାସ୍ଥ୍ୟ ସେବା ୟୁନିଟ୍ର ଶୁଭାରମ୍ଭ କରାଯାଇଛି । ଗୁଆଲି ପଞ୍ଚାୟତ ସରପଞ୍ଚ ପଦ୍ମାବତୀ ନାୟକ, ପଞ୍ଚାୟତ ସମିତି ମେମ୍ବର୍ ବିମଳା…

ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ୧୬ କୋଟି ଟଙ୍କାର ଛାତ୍ରବୃତ୍ତି ଘୋଷଣା କରିଛନ୍ତି ଅଭିନେତା ବିବେକ…

ମୁମ୍ୱାଇ: ଚଳଚ୍ଚିତ୍ର ଅଭିନେତା ବିବେକ ଓବରୋଇ ଏକ ଅଭିଯାନ ଆରମ୍ଭ କରିଛନ୍ତି ଯେଉଁଥିରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ୧୬ କୋଟି ଟଙ୍କାର ଶିକ୍ଷାଗତ ବୃତ୍ତି ଆବଣ୍ଟନ କରାଯିବ। ଏହି କାର୍ଯ୍ୟକ୍ରମର ସବୁଠାରୁ ବଡ ହିତାଧିକାରୀମାନେ ଭାରତର ଗ୍ରାମାଞ୍ଚଳର କୃଷକଙ୍କ ସନ୍ତାନ ହେବେ। ଏହି…

ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ, ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ବର୍ତ୍ତିଲେ ୧୦୪ ଯାତ୍ରୀ

ତିରୁବନନ୍ତପୁରମ୍‌:ଶାରଜାହରୁ କାଲୀକଟ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନ ତିରୁବନନ୍ତପୁରମ୍‌ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ବିମାନଟି ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି । ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ…

ସମୟର ସାରାଂଶରେ କୃଷି

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଓଡିଶା କୃଷିପ୍ରଧାନ ରାଜ୍ୟ ଭାବେ ବେଶ ଜଣାଶୁଣା । ଧାନ ଫସଲରେ ଏକ ସ୍ୱତନ୍ତ୍ର ସ୍ଥାନ ସାରା ଦେଶରେ ଅକ୍ତିଆର କରିଛି ଓଡିଶା । ମୌସୁମୀ ବର୍ଷା ଉପରେ ଚାତକ ପରି ଅନେଇ ବସେ ଚାଷୀ । ବର୍ଷା ଆସିଲେ ଚାଷଜମି କର୍ଷଣ ହେବ…

ଶତ୍ରୁ ସଂହାର କରିବ ହେଲିନା ମିସାଇଲ୍‌, ରାଜସ୍ଥାନରେ ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନର ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି । ହେଲିକପ୍ଟର୍‌ରୁ କ୍ଷେପଣ କରାଯାଉଥିବା ଅତ୍ୟାଧୁନିକ ଏଣ୍ଟି-ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ୍ ହେଲିନାକୁ ରାଜସ୍ଥାନରେ ସଫଳ ପରୀକ୍ଷଣ କରାଯାଇଛି । ପୋଖରାନ୍‌ରେ ହୋଇଥିବା ଏହି ପରୀକ୍ଷଣରେ ହେଲିନା…

ଲୋକାର୍ପିତ ହେବ ଶଶିଭୂଷଣ ମହାନ୍ତିଙ୍କ ଦ୍ଵିତୀୟ ଗଳ୍ପ ସଂକଳନ

ଭୁବନେଶ୍ୱର : ଗାଳ୍ପିକ ଶଶିଭୂଷଣ ମହାନ୍ତିଙ୍କ ଦ୍ଵିତୀୟ ଗଳ୍ପ ସଂକଳନ ତୃଷ୍ଣାର ଲୋକାର୍ପଣ ଉତ୍ସବ ସହୀଦ ନଗର ସ୍ଥିତ ବିଷ୍ଣୁ ମନ୍ଦିରରେ ୨୦ ତାରିଖରେ ଅନୁଷ୍ଠିତ ହେବ ବୋଲି ଏଥେନା ବୁକ୍ସ ତରଫରୁ ସୂଚନା ଦିଆଯାଇଛି। ଏହି ଲୋକାର୍ପଣ ଉତ୍ସବରେ କବି ଲୋକମଣି ଓଝା, ମୁଖ୍ୟ ଅତିଥି ଭାବରେ…

ଏହି ଦିନ ରିଲିଜ କରିବ ଅକ୍ଷୟ କୁମାରଙ୍କ ଥ୍ରୀଲର୍‌ ମୁଭି ‘ବେଲବଟମ୍’

ନୂଆଦିଲ୍ଳୀ: ଅକ୍ଷୟ କୁମାରଙ୍କ ଆଗାମୀ ଥ୍ରୀଲର ମୁଭି 'ବେଲବଟମ୍' ର ରିଲିଜ୍ ତାରିଖ ଘୋଷଣା ହୋଇଛି। ଏଥିରେ ଅକ୍ଷୟଙ୍କୁ ଏକ ଏଜେଣ୍ଟ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମ ମେ ୨୮ ରେ ରିଲିଜ କରିବ। ୧୯୮୦ ଦଶକରେ ବିମାନ ଅପହରଣର କାହାଣୀ ଉପରେ ଫିଲ୍ମ ବେଲବଟମ୍ ଆଧାରିତ।…

ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ବୈଦ୍ୟୁତିକ ଯାନ ବ୍ୟବହାର ବାଧ୍ୟତାମୂଳକ ହେବା ଉଚିତ; ନିତିନ ଗଡକରୀ

ନୂଆଦିଲ୍ଲୀ: ପରିବହନ ମନ୍ତ୍ରୀ ନିତିନ ଗଡକରୀ ଶୁକ୍ରବାର ଦିନ ସରକାରୀ ମନ୍ତ୍ରଣାଳୟ ଏବଂ ବିଭାଗର ସମସ୍ତ ଅଧିକାରୀଙ୍କ ପାଇଁ ବୈଦ୍ୟୁତିକ ଯାନ ବ୍ୟବହାରକୁ ବାଧ୍ୟତାମୂଳକ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି। ପରିବାରମାନଙ୍କୁ ରନ୍ଧନ ଗ୍ୟାସ କିଣିବା ପାଇଁ ସହାୟତା ଦେବା ପରିବର୍ତ୍ତେ…