Latest Odisha News

BREAKING NEWS

[ଭିଡିଓ] ଶ୍ରୀକ୍ଷେତ୍ରରେ ଗୋବିନ୍ଦା

ପୁରୀ:ପୁରୀରେ ବଲିଉଡ୍ ଅଭିନେତା ଗୋବିନ୍ଦା । ଗୋବିନ୍ଦା ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରିି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତିା ରତ୍ନସିଂହାସନସ୍ଥିତ ଚତୁର୍ଦ୍ଦାବିଗ୍ରହ,ମା ବିମଳା ମନ୍ଦିର,ମହାଲକ୍ଷ୍ମୀ ମନ୍ଦିର,ପାର୍ଶ୍ୱ ର୍ଦେବାଦେବୀଙ୍କୁ ସେ ଦର୍ଶନ କରିବା ସହ ପୂଜାର୍ଚ୍ଚନା…

ଦୁନିଆର ସବୁଠୁ ଦାମିକା ହ୍ୱିସ୍‌କି; ଗୋଟିଏ ବୋତଲକୁ ୩୦,୦୦୦ ଡଲାର

ନୂଆଦିଲ୍ଲୀ: ସିଙ୍ଗଲ୍ ମାଲ୍ଟ୍ ହ୍ବିସ୍‌କି ଦୁନିଆର ସବୁଠାରୁ ଦାମୀ ହ୍ବିସ୍‌କି ମଧ୍ୟରେ ଗଣାଯାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ବହୁତ ପରିଶ୍ରମ ଏବଂ ସମୟ ଲାଗିଥାଏ। ଯେଉଁଥିପାଇଁ ଏହାକୁ ସମଗ୍ର ବିଶ୍ବରେ ଲୋକ ବହୁତ ପସନ୍ଦ କରିଥାନ୍ତି। ସମଗ୍ର ବିଶ୍ୱରେ ଏହାର ଅନେକ ପ୍ରକାରର ଉପଲବ୍ଧ…

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଡେଲ ଷ୍ଟେଇନ

ଡର୍ବାନ: ଦକ୍ଷିଣ ଆଫ୍ରିକା କ୍ରିକେଟର ମହାନ ବୋଲର ଡେଲ ଷ୍ଟେଇନ କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଛନ୍ତି । ୩୮ ବର୍ଷୀୟ ଏହି ପେସ ବୋଲର ତାଙ୍କ କ୍ୟାରିୟରରେ ୯୩ ଟେଷ୍ଟ, ୧୨୫ ଦିନିକିଆ ଓ ୪୭ ଟି୨୦ ମ୍ୟାଚ ଖେଳିଛନ୍ତି । ଏବେ ସେ ବେଶ୍ କିଛି ଦିନ ହେବ ଆଘାତ ସମସ୍ୟାରେ ପଡିଥିଲେ । ଟେଷ୍ଟ…

ତାଲିବାନ୍‌ଠୁ ସାହାଯ୍ୟ ମାଗୁଛି ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଏ-ମହମ୍ମଦ

ଭୁବନେଶ୍ୱର: ଆଗାମୀ ଦିନରେ କାଶ୍ମୀରରେ କିଛି ବଡ ଧରଣର ଅଘଟଣ ପାଇଁ ଯୋଜନା ରଚିଛନ୍ତି ଏକାଧିକ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ । ଏପରିକି ଗତରାତିରେ କିଛି ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିଥିବା ଗୁଇନ୍ଦା ବିଭାଗ ତରଫରୁ ସୂଚନା ରହିଛି । ଅଗଷ୍ଟ୧୫’ରେ ଆଫଗାନିସ୍ତାନ କବ୍‌ଜା କରିଥିଲା…

ସୁପରଟେକର ୪୦ ମହଲା କୋଠା ଭାଙ୍ଗିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୋଏଡା: ରିୟଲ ଇଷ୍ଟେଟ କମ୍ପାନୀ ସୁପରଟେକ ଦ୍ୱାରା ନିର୍ମିତ ଏକ ୪୦ ମହଲା କୋଠାକୁ ଭାଙ୍ଗିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉତରପ୍ରଦେଶର କେତେକ ସରକାରୀ ଅଧିକାରୀ ଏବଂ ସମ୍ପୃକ୍ତ କମ୍ପାନୀ ସବୁ ନିୟମକୁ ଜଳାଞ୍ଜଳି ଦେଇ ଏହି କୋଠା ପ୍ରସ୍ତୁତ କରିଥିବା ନେଇ…

ସେପ୍ଟେମ୍ବର ମାସ ଗାଇଡଲାଇନ ଘୋଷଣା, ହଟିଲା ସପ୍ତାହାନ୍ତ ସଟଡାଉନ୍

ଭୁବନେଶ୍ୱର: ଉଠିଲା ସପ୍ତାହାନ୍ତ ସଟଡାଉନ୍‌। ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଘୋଷଣା କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ନୂଆ ଗାଇଡଲାଇନ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସ୍ପଷ୍ଟ କଲେ SRC । ରାଜ୍ୟରେ କୌଣସି ଜାଗାରେ ସପ୍ତାହାନ୍ତ ସଟଡାଉନ ରହିବ ନାହିଁ କିନ୍ତୁ ସାରା ରାଜ୍ୟର…

ପୁସ୍ତକ ପରିଚୟ : ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥ ମୂଳ ବଙ୍ଗଳା : ଶେଖ ମକବୁଲ ଇସଲାମ ଅନୁବାଦ : ପ୍ରଦୀପ କୁମାର ରାୟ ପ୍ରକାଶକ ଆଦିତ୍ୟ ଭାରତ ଇ ୩୯୫ , ସେକ୍ଟର - ୬ ସିଡିଏ କଟକ - ୭୫୩୦୧୪ ପୃଷ୍ଠା : ୯୪ ମୂଲ୍ୟ : ୧୨୦ ଟଙ୍କା ଓଡ଼ିଶା ତଥା ଓଡ଼ିଆ ପ୍ରାଣର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭାବ ଶାସ୍ତ୍ର ଏବଂ…

‘ଶେରଶାହା’ ଆମାଜନ ପ୍ରାଇମ ଭିଡିଓରେ ସର୍ବାଧିକ ଦେଖାଯାଇଥିବା ଭାରତୀୟ ଚଳଚ୍ଚିତ୍ର

ନୂଆଦିଲ୍ଲୀ: ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଅଭିନୀତ ତଥା କରଣ ଜୋହରଙ୍କ ଧର୍ମ ପ୍ରଡକ୍ସନ୍ସ ଦ୍ୱାରା ପ୍ରଯୋଜିତ ୱାର୍‌ ଡ୍ରାମା ମୁଭି 'ଶେର୍‌ଶାହା' ଭାରତର ଆମାଜନ ପ୍ରାଇମ ଭିଡିଓରେ ସର୍ବାଧିକ ଦେଖାଯାଇଥିବା ଚଳଚ୍ଚିତ୍ର ବୋଲି କମ୍ପାନୀ ଏକ ବିବୃତ୍ତିରେ କହିଛି। କ୍ୟାପ୍ଟେନ…

ଫାଇଜରଠୁ ଅଧିକ ପ୍ରଭାବଶାଳୀ ମଡର୍ନା ଟିକା!

ନୂଆଦିଲ୍ଲୀ: ମଡର୍ନା କୋଭିଡ ଟିକା ଫାଇଜର-ବାୟୋଏନ୍‌ଟେକ୍‌ କରୋନା ଟିକାଠାରୁ ଦୁଇଗୁଣ ଆଣ୍ଟିବଡି ଉତ୍ପାଦନ କରିଥାଏ। ଟିକାକରଣ ପରେ ଲୋକଙ୍କଠାରେ ତିଆରି ଆଣ୍ଟିବଡି ଉପରେ କରାଯାଇଥିବା ନୂତନ ଅନୁସନ୍ଧାନରୁ ଏହା ଜଣାପଡ଼ିଛି। ବେଲଜିୟମର ଏକ ହସ୍ପିଟାଲ୍‌ରେ ୨୫୦୦ ଲୋକଙ୍କ ଉପରେ କରାଯାଇଥିବା…

ଆଉ ଚାଲିବନି ୧୦ ବର୍ଷ ପୁରୁଣା ଗାଡି

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଗାଡି ସ୍କ୍ରାପେଜ୍ ନୀତି କାର୍ଯ୍ୟକାରୀ କରିବାକୁ ଦିଲ୍ଲୀ ସରକାର ସମସ୍ତ ଗାଡି ମାଲିକଙ୍କୁ ନୋଟିସ୍ ଜାରି କରିଛନ୍ତି। ଯେଉଁମାନେ ସହରରେ ପୁରୁଣା ଗାଡି ଚଳାଉଛନ୍ତି ସେମାନଙ୍କୁ ଏହି ନୋଟିସ୍‌ ଜାରି କରାଯାଇଛି। ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ…