Latest Odisha News

BREAKING NEWS

ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ ପାଇଁ ପଡିଛି ନିଅ । ମୁଖ୍ୟମନ୍ତ୍ରୀ ଏହି ଷ୍ଟାଡିଅମର ଶୁଭ ପକାଇ ଏହାକୁ ମହାନ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ କରିଛନ୍ତି । ଆଜି ରାଉରକେଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କରିବା ଉଦ୍ଦେଶ୍ୟରେ କହିଛନ୍ତି…

ସାମ୍‌ନାକୁ ଆସିଲା ଫିଲ୍ମ ‘ରୁହି’ର ପ୍ରଥମ ଝଲକ

ନୂଆଦିଲ୍ଲୀ: ଜାହ୍ନବୀ କପୁର ଏବଂ ରାଜକୁମାର ରାଓଙ୍କ ଫିଲ୍ମ 'ରୁହି' ମାର୍ଚ୍ଚ ୧୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହା ଜାହ୍ନବୀଙ୍କର ଦ୍ୱିତୀୟ ଚଳଚ୍ଚିତ୍ର। ଜାହ୍ନବୀ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଧଡକ ମାଧ୍ୟମରେ ପ୍ରେକ୍ଷାଳୟରେ ଡେବ୍ୟୁ କରିଥିଲେ। ମଙ୍ଗଳବାର ଫିଲ୍ମର ପ୍ରଥମ ଲୁକ୍…

ମଧ୍ୟପ୍ରଦେଶ ସିଦ୍ଧିରେ ବଡ଼ ଦୁର୍ଘଟଣା: କେନାଲରେ ଖସିପଡ଼ିଲା ଯାତ୍ରୀବାହୀ ବସ‌

ଭୋପାଳ: ଆଜି ସକାଳେ ମଧ୍ୟପ୍ରଦେଶରେ ଏକ ବଡ଼ ଦୁର୍ଘଟଣା ଘଟିଛି। ୫୪ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ସିଦ୍ଧିର ଏକ କେନାଲରେ ଖସିପଡିଥିଲା। ବର୍ତ୍ତମାନ ସୁଦ୍ଧା କେନାଲରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ରେୱା-ସିଦ୍ଧ ସୀମାନ୍ତରେ ଥିବା ଚୁହିଆଗାଟୀରେ ଏହି ଦୁର୍ଘଟଣା ଘଟିଛି। ଏହା ହେଉଛି…

ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟ: କ୍ୱାର୍ଟର ଫାଇନାଲ ଲାଇନ ଅପ୍ ଚୂଡାନ୍ତ

ମେଲବୋର୍ଣ୍ଣ:ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଷ୍ଟାର ଖେଳାଳି ରାଫେଲ ନାଡାଲ, ଡାନେଲ ମେଡୱେଡଭ, ଆନ୍ଦ୍ରେ ରୁବଲେଭ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି । ନାଡାଲ ୬-୩, ୬-୪ ଓ ୬-୨ ସେଟରେ…

ବିଜେପିରେ ଯୋଗ ଦେବେ ମିଥୁନ !

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଜିତିବା ପାଇଁ ବିଜେପି ଏବଂ ଆରଏସଏସ ସମସ୍ତ ଉଦ୍ୟମ ଜାରି ରଖିଛନ୍ତି । ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତିଙ୍କୁ ଇତି ମଧ୍ୟରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଭେଟିଛନ୍ତି । ମିଥୁନ ବିଜେପିରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ରିପୋର୍ଟ ମୁତାବକ…

ଆର.ଉଦୟଗିରିରେ ଓଲଟିଲା ବରଯାତ୍ରୀ ମିନିଟ୍ରକ୍

ମୋହନା: ଗଜପତି ଆର.ଉଦୟଗିରି ଥାନା କଙ୍କଡାଗୁଡା ଘାଟିରେ ଓଲଟିଲା ବରଯାତ୍ରୀଙ୍କୁ ନେଇ ଯାଉଥିବା ମିନିଟ୍ରକ୍ । ଏଥିରେ ଏକାଧିକ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ମୃତ୍ୟୁ ସଂଖ୍ୟା ସଠିକ୍ ଭାବେ ଜଣାପଡିପାରିନାହିଁ । ବର୍ରଯାତ୍ରୀଙ୍କୁ ନେଇ…

ହାତୀ ମୃତ୍ୟୁ ମାମଲା; କର୍ଲାପାଟ ଅଭୟାରଣ୍ୟ ଗସ୍ତରେ ପିସିସିଏଫ୍

କଳାହାଣ୍ଡି: ଗତ ଦୁଇ ସପ୍ତାହ ମଧ୍ୟରେ ୬ଟି ହାତୀର ମୃତ୍ୟୁ ପରେ ସ୍ଥିତି ଅନୁଧ୍ୟାନ ପାଇଁ ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲାର କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ଗସ୍ତ କରିଛନ୍ତି ପିସିସିଏଫ୍ ଶଶି ପଲ୍। ପେଷ୍ଟେରେଲା ମଲ୍ଟୋସିଡା ବ୍ୟାକ୍ଟେରିଆ ଦ୍ଵାରା ସଂକ୍ରମିତ ହୋଇ ୬ଟି ହାତୀ…

ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ ପୂର୍ବରୁ ଶତାଧିକ ବିଜେପି କର୍ମୀ ଅଟକ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ ପୂର୍ବରୁ ମଙ୍ଗଳବାର ଦିନ ବିରୋଧ ପ୍ରଦର୍ଶନ ପାଇଁ ଯୋଜନା କରୁଥିବା ଶତାଧିକ ବିଜେପି ସମର୍ଥକଙ୍କୁ ପୋଲିସ ଅଟକ ରଖିଛି। ସୂଚନା ଅନୁଯାୟୀ, ସେକ୍ଟର-୮ ସ୍ଥିତ ଜୁବୁଲି ପାର୍କ ନିକଟରେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ…

ରାଜ୍ୟବ୍ୟାପୀ ଘଣ୍ଟ ବାଡ଼େଇ ଏନଏମଏ ବାଇ ଲ’କୁ ବିରୋଧ

ଭୁବନେଶ୍ବର : ଏକାମ୍ରକ୍ଷେତ୍ର ପାଇଁ ଏନ୍‌ଏମ୍‌ଏ ଚିଠା ବାଇ ଲ' ପ୍ରତ୍ୟାହାର କରିବାକୁ ଜାରି ରହିଛି ପ୍ରତିବାଦ । ଏନେଇ ଆଜି ରାଜ୍ୟର ସବୁ ମନ୍ଦିରରେ ଘଣ୍ଟ ଘଣ୍ଟାମାଡ଼ କରି ପ୍ରତିବାଦ କରାଯାଇଛି । ଏନଏମଏ ବାଇ-ଲ’ ପ୍ରତ୍ୟାହାର ଦାବିରେ ନିଖିଳ ଓଡ଼ିଶା ସେବାୟତ କମିଟି ଡାକରାରେ ରାଜ୍ୟର ସବୁ…

ଉତ୍ତରାଖଣ୍ଡ ବିପର୍ଯ୍ୟୟ; ତପୋବନ ସୁଡଙ୍ଗରୁ ଆଉ ୨ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ତାପୋବନ ଟନେଲରୁ ଆଉ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଯେଉଁଠାରେ ଉତ୍ତରାଖଣ୍ଡ ବିପର୍ଯ୍ୟୟରେ ନିଖୋଜ ଥିବା ବ୍ୟକ୍ତିଙ୍କ ସନ୍ଧାନରେ କ୍ରମାଗତ ଦଶମ ଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଉ ଦୁଇଟି ମୃତଦେହ ଉଦ୍ଧାର ହେବା ପରେ ଚାମୋଲିର ହିମସ୍ଖଳନ…