Latest Odisha News

BREAKING NEWS

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୫୬ ଡେଙ୍ଗୁ ରୋଗୀ

ଭୁବନେଶ୍ବର : ରାଜଧାନୀରେ ଡରାଉଛି ଡେଙ୍ଗୁ । ଗତ ୨୪ ଘଣ୍ଟାରେ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ମୋଟ ୫୬ ଜଣ ଡେଙ୍ଗୁ ରୋଗୀ । ଫଳରେ ଭୁବନେଶ୍ବରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୮୩୭ରେ ପହଞ୍ଚିଛି । ଡେଙ୍ଗୁରୁ ବର୍ତ୍ତମାନ ସୁଦ୍ଧା ୧୪୫୬ ଜଣ ସୁସ୍ଥ ହୋଇଥିବା ବେଳେ, ଆକ୍ଟିଭ୍ କେସ୍ ରହିଛି…

ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଓଡ଼ିଶାରୁ ଦୀପଜ୍ୟୋତି ମୁଣ୍ଡ ମନୋନୀତ

ଭୁବନେଶ୍ବର : ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଅନୁମୋଦନ କ୍ରମେ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜସ୍ବୀ ସୂର୍ଯ୍ୟା ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀଙ୍କ ନାମ ଘୋଷଣା କରିଛନ୍ତି । ଏହି ତାଲିକାରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ଦୀପଜ୍ୟୋତି ମୁଣ୍ଡ । ଯୁବ…

ନବରଙ୍ଗପୁରରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ପାଇଁ ପଦକ୍ଷେପ, ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ନେଇ ଭିତ୍ତିଭୂମି ଯାଞ୍ଚ

ନବରଙ୍ଗପୁର : ଉପାନ୍ତ ନବରଙ୍ଗପୁର ଜିଲ୍ଲାର ସ୍ବାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ । ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ନେଇ ଡିଏମଇଟି ନିର୍ଦ୍ଦେଶକଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ୍ ନବରଙ୍ଗପୁର ମେଡିକାଲ ଯାଇ ଭିତ୍ତିଭୂମିର ଯାଞ୍ଚ କରିଛନ୍ତି । ଏୟାର…

ପ୍ରକାଶ ପାଇଲା ମାଟ୍ରିକ୍‌ ଅଫ୍‌ଲାଇନ୍‌ ରେଜଲ୍ଟ, ପାସ୍‌ ହାର ୮୦.୮୩ ପ୍ରତିଶତ

କଟକ : ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍ ପରୀକ୍ଷା ଫଳ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି । ଏମାନଙ୍କ ମଧ୍ୟରୁ ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ସେହିପରି ମୋଟ୍ ପାସ ହାର ରହିଛି ୮୦.୮୩ % । ମୋଟ ୩୧୦୦ ପୁଅ ଓ ୨୧୩୩ ଜଣ ପାସ କରିଛନ୍ତି । A-1ରେ…

ତାଲିବାନ ନେତା ମୁଲ୍ଲା ବରାଦରଙ୍କ ସହ ଚୁପଚାପ ସାକ୍ଷତ କଲେ ସିଆଇଏ ଡାଇରେକ୍ଟର !

କାବୁଲ: ଆଫଗାନିସ୍ତାନ ଅଶାନ୍ତ ପଛରେ ଆମେରିକାର ଭୂମିକାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ଆଜି ସିଆଇଏ ଡାଇରେକ୍ଟର ୱିଲିୟମ ଜେ ବର୍ଣ୍ଣସ ତାଲିବାନର ଶୀର୍ଷ ନେତା ଅବଦୁଲ ଗନୀ ବରାଦରଙ୍କ ସହ ଗୁପ୍ତ ବୈଠକ କରିଛନ୍ତି । ଫଳରେ ଆମେରିକାର ଭୂମିକା ନେଇ ସନ୍ଦେହ ସୃଷ୍ଟି ହୋଇଛି ।…

ମୟୂରଭଞ୍ଜ ଚିତ୍ରଡା ଫାଣ୍ଡି ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଉଦ୍ଧାର

ମୟୂରଭଞ୍ଜ:ମୟୂରଭଞ୍ଜ ଚିତ୍ରଡା ଫାଣ୍ଡି ନିକଟରେ ଅଘଟଣ। ଥାନା ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ। ମହିଳାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପ୍ରବଳ ରକ୍ତଶ୍ରାବ ହେଉଥିଲା। ଫାଣ୍ଡି ଅଧିକାରୀ ସୁନ୍ଦର ମୋହନ ବାରିକ ଘଟଣା ସ୍ଥଳରେ ପହଁଚି…

ମନୋସ୍କାମନା ପୂରଣ ହେବାକୁ ଶିବ ମନ୍ଦିରରେ ଜଳାଭିଷେକ କରି ଚର୍ଚ୍ଚାରେ ରେସଲର ରବି କୁମାର

ନୂଆଦିଲ୍ଲୀ: ରେସଲର ରବି କୁମାର ଦାହିୟା ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରି ସମସ୍ତ ଭାରତୀୟଙ୍କ ମନ ଜିଣି ପାରିଛନ୍ତି । ତାଙ୍କର ଏହି ମନୋସ୍କାମନା ପୂରଣ ପାଇଁ ପରିବାର ଲୋକେ ଘରେ ଅଖଣ୍ଡ ଦ୍ୱୀପ ଜାଳିଥିବା ବେଳେ ରବିକୁମାର ଜଳାଭିଷେକ କରିବେ ବୋଲି ଯାଚିଥିଲେ । ଏହା ପୂରଣ ହେବାରୁ…

ବାଙ୍ଗାଲୋର ଡ୍ରଗ୍ସ ସ୍କାଣ୍ଡାଲ କେସ: ଡ୍ରଗ୍ସ ସେବନ କରୁଥିଲେ ସଞ୍ଜନା, ରାଗିନୀ !

ବାଙ୍ଗାଲୋର: ବାଙ୍ଗାଲୋର ଡ୍ରଗ୍ସ ସ୍କାଣ୍ଡାଲ କେସରେ ପୋଲିସକୁ ବଡ ସଫଳତା ହାତ ଲାଗିଛି । ଏଫଏସଏଲ ରିପୋର୍ଟରେ ଅଭିନେତ୍ରୀ ସଞ୍ଜନା ଗଲରାନୀ ଓ ରାଗିନୀ ଦ୍ୱିବେଦୀ ଡ୍ରଗ୍ସ ସେବନ କରୁଥିବା ସ୍ପଷ୍ଟ ହୋଇଛି । ସେଂଟ୍ରାଲ ଫୋରେସିଂକ ସାଇଂସ ଲାବୋରେଟୋରୀ ସେମାନଙ୍କ ଚୁଟି ସାମ୍ପୁଲରୁ ଏହି ପ୍ରମାଣ…

ବଲିଉଡ୍‌‌ରେ ପ୍ରବେଶ ପୂର୍ବରୁ କୋଇଲା ଖଣିରେ କାମ କରୁଥିଲେ ବିଗ୍‌ ବି

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ନିଜର ପୁରୁଣା ସ୍ମୃତି ବାଣ୍ଟିଛନ୍ତି। ତାଙ୍କର ଚଳଚ୍ଚିତ୍ର 'କାଲା ପଥର୍'କୁ ୪୨ ବର୍ଷ ପୂରିଛି। ଏହି ଅବସରରେ ଅମିତାଭ ବଚ୍ଚନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର୍‌ କରି ବଲିଉଡ୍‌ରେ ପ୍ରବେଶ ପୂର୍ବରୁ ତାଙ୍କର ପ୍ରଥମ ଜୀବିକା ବିଷୟରେ ଖୁଲାସା…

ଆମେରିକାର ଅସ୍ତ୍ରଶସ୍ତ୍ର ଲୁଟିନେଲେ ତାଲିବାନ, ପାକିସ୍ତାନ ପାଇଁ ବିପଦ ଘନେଇଲା

କାବୁଲ:ଆତଙ୍କବାଦୀ ନିଆଁରେ ପାକିସ୍ତାନ ଖେଳୁଥିବା ବେଳେ ଏବେ ଏହା ତା ପ୍ରତି ବିପଦ ସୃଷ୍ଟି କରିବା ଆରମ୍ଭ କରିଛି । ଆଫଗାନିସ୍ତାନ ଅଧିକାରକୁ ନେବା ପରେ ତାଲିବାନମାନେ ଆମେରିକା ସେନାର ପ୍ରଚୁର ପରିମାଣ ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି । ଏହି ଅସ୍ତଶସ୍ତ୍ର ପାକିସ୍ତାନ ଏବଂ ଭାରତରେ ଥିବା…