Latest Odisha News

BREAKING NEWS

ଗିରଫ ହେଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ନେଇ ଦେଇଥିବା ମନ୍ତବ୍ୟ ଉପରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଆଜି ଗିରଫ କରାଯାଇଛି। ପିଟିଆଇ ରିପୋର୍ଟ ଅନୁଯାୟୀ ପ୍ରଥମେ ମନ୍ତ୍ରୀଙ୍କୁ ଥାନାକୁ ଆଣି ଜେରା କରାଯାଇଥିଲା ଏବଂ ପରେ ତାଙ୍କୁ ଗିରଫ…

ମୟୁରଭଂଜରେ ଆରମ୍ଭ ହେଲା ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା

ବାରିପଦା: ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ କରିବା ପାଇଁ ମୟୁରଭଂଜ ଜିଲ୍ଲା ପ୍ରଶାସନର ପ୍ରଶଂସନୀୟ ପଦକ୍ଷେପ । ଆଜିଠୁ ଜିଲ୍ଲାରେ ଆରମ୍ଭ ହୋଇଛି ALS(ଆଡଭାନ୍ସଡ ଲାଇଫ୍ ସପୋର୍ଟ) ଓ BLS(ବେସିକ୍ ଲାଇଫ୍ ସପୋର୍ଟ) ଆମ୍ବୁଲାନ୍ସ ସେବା । ଖାସ କରି ଦୁର୍ଗମ ଇଲାକାରେ ରହୁଥିବା ଲୋକଙ୍କୁ ଉନ୍ନତମାନର…

[ଭିଡିଓ] ଆଇସକ୍ରିମ୍ କାଠିରେ ପୁରୀ ଯୁବଶିଳ୍ପୀଙ୍କ ନିଆରା କଳାକୃତି

ପୁରୀ: ଆଜିଠୁ ଟୋକିଓରେ ଆରମ୍ଭ ହେବାକୁ ଯାଉଛି ପାରା ଅଲମ୍ପିକ୍ସି ଗେମ୍ । ଏଥିରେ ଅଂଶଗ୍ରହଣ କରୁଥିବା ଭାରତୀୟ ପ୍ରତିଯୋଗୀମାନଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ପୁରୀର ଯୁବ ଚିତ୍ରଶିଳ୍ପୀ ବିଶ୍ୱଜିତ ନାୟକ । ଆଇସ୍କ୍ରିମ୍ କାଠିରେ ଅଲମ୍ପିକ୍ସ ଷ୍ଟାଡିୟମ୍ ର ସୁନ୍ଦର ପ୍ରତିକୃତି…

ତାଲିବାନଙ୍କ ଉତ୍ପାତ ଜାରୀ, ଭାଙ୍ଗିଲେ ବିଶ୍ୱ ପ୍ରସିଦ୍ଧ ଗଜନୀ ଗେଟ

କାବୁଲ: ତାଲିବାନ ସେମାନଙ୍କ ପ୍ରକୃତ ରୂପକୁ ଫେରିବା ଆରମ୍ଭ କରି ଦେଇଛନ୍ତି । ପ୍ରାପ୍ତ ରିପୋର୍ଟ ଅନୁସାରେ ଏହି ଆତଙ୍କୀ ସଂଗଠନ ବିଶ୍ୱ ପ୍ରସିଦ୍ଧ ଗଜନୀ ଗେଟକୁ ଭାଙ୍ଗି ଦେଇଛନ୍ତି । ଏହି ଗେଟ ଇସଲାମ ପରମ୍ପରା ଓ ସଂସ୍କୃତିର ପ୍ରତୀକ ଭାବେ ବର୍ଣ୍ଣନା କରାଯାଇଥାଏ । କ୍ରେନରେ ଏହି ଗେଟକୁ…

ଅଜଣା ରୋଗରେ ୬ ମୃତ ୮୦ରୁ ଅଧିକ ଆକ୍ରାନ୍ତ

ମଥୁରା: ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗତ ଏକ ସପ୍ତାହ ମଧ୍ୟରେ ମଥୁରାର କୋନ୍ ଗ୍ରାମରେ ୬ ଜଣଙ୍କ ଜୀବନ ଗଲାଣି। ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଥିବା ଜଣାପଡ଼ିଛି। IANS ର ଏକ ରିପୋର୍ଟ ଅନୁଯାୟୀ, ମଥୁରା, ଆଗ୍ରା ଏବଂ ରାଜସ୍ଥାନର ଭରତପୁରର ବିଭିନ୍ନ ଡାକ୍ତରଖାନାରେ ଅଜଣା ରୋଗରେ ଆକ୍ରାନ୍ତ…

୩ରେ ରିଲିଜ କରିବ ଆହାନ ଓ ତାରାଙ୍କ ‘ତଡପ୍‌’

ମୁମ୍ବାଇ: ନବାଗତା ଅଭିନେତା ତଥା ସୁନୀଲ୍‌ ଶେଟ୍ଟୀଙ୍କ ପୁଅ ଆହାନ ଶେଟ୍ଟୀ ପ୍ରଥମ ଥର ପାଇଁ 'ତଡପ' ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରୁଛନ୍ତି। ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ଅଭିନେତ୍ରୀ ତାରା ସୁତାରିଆ। ତେବେ ଚଳଚ୍ଚିତ୍ର 'ତଡପ' ଚଳିତ ବର୍ଷ ଡିସେମ୍ବର ୩ ରେ ପ୍ରେକ୍ଷାଳୟରେ…

[ଭିଡିଓ] ଦୋଷୀ କିଏ ? ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା

ମାଲକାନଗିରି: ନିକଟରେ ମାଲକାନଗିରି ଗସ୍ତରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଥିରେ ଥିଲେ ଜଣେ କି ଦୁଇଜଣ ନୁହେଁ ୮ଜଣ ହେଭିୱେଟ୍ ନେତା । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ମାଲକାନଗିରିରେ ବଣ୍ଟନ ହୋଇଥିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ସ୍ମାର୍ଟ କାର୍ଡ । ହେଲେ ଏବେ…

ଆଫଗାନିସ୍ତାନ ସଙ୍କଟ ହେତୁ ସାରା ବିଶ୍ୱରେ ବ୍ୟାପିପାରେ ପୋଲିଓ!

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଆଫଗାନିସ୍ତାନରେ ତାଲିବାନ ଦଖଲକୁ ନେଇ ଏବେ ଚିନ୍ତା ପ୍ରକଟ କରିଛନ୍ତି ହୁ। ତାଲିବାନର ଆଫଗାନିସ୍ତାନ ଦଖଲ ହେତୁ ଏକ ନୂତନ ସଂକ୍ରମଣ ବ୍ୟାପିବାର ବିପଦ ରହିଛି ବୋଲି ହୁ ଚେତାବନୀ ଦେଇଛି। ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ପୋଲିଓ ଭୂତାଣୁ ବିସ୍ତାର ହେବାର…

ମାଲକାନଗିରି ଜିଲ୍ଲାରେ ଗୋଷ୍ଠି ସଂଘର୍ଷ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗୋଷ୍ଠି ସଂଘର୍ଷ । ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମ୍ଭି ୯୩ ଗ୍ରାମରେ ବଙ୍ଗାଳି ଓ ଆଦିବାସୀଙ୍କ ମଧ୍ୟରେ ଗୋଷ୍ଠି ସଂଘର୍ଷ । ଦୀର୍ଘ ୪୦ ବର୍ଷ ଧରି ସରକାରୀ ଜମିରେ ବଙ୍ଗାଳି ଲୋକେ ଚାଷ କରି ଆସୁଥିବା ବେଳେ ଆଦିବାସୀମାନେ ଏବେ ଏହାକୁ ବିରୋଧ କରୁଛନ୍ତି ।…

ମହାରାଷ୍ଟ୍ରରେ ୧୦୦ ଟପିଲାଣି ଡେଲ୍‌ଟା ପ୍ଲସ୍‌ ମାମଲା

ନୂଆଦିଲ୍ଲୀ: ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଭୟ ବଢୁଥିବା ବେଳେ ଏପଟେ ମହାରାଷ୍ଟ୍ରରେ ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ଡେଲ୍‌ଟା ପ୍ଲସ୍‌ ମାମଲା ୧୦୦ ଅତିକ୍ରମ କଲାଣି। ମହାରାଷ୍ଟ୍ରରେ ସୋମବାର ଦିନ କରୋନାଭାଇରସର ଡେଲଟା ପ୍ଲସ୍ ପ୍ରଜାତିର…