ରାଉରକେଲାରେ ଆଜିଠୁ ଟିକାକରଣ ଲାଗି ସ୍ଲଟ୍ ବୁକିଂ ଆରମ୍ଭ
ରାଉରକେଲା: ଆଜିଠୁ ଇସ୍ପାତ ସହରରେ ଖୋଲିଲା ଟିକାକରଣ ଲାଗି ସ୍ଲଟ୍ ବୁକିଂ। ସହରର ବାସିନ୍ଦାମାନେ ସୋମବାର ଦିନ ଉଭୟ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ପାଇଁ ସ୍ଲଟ୍ ବୁକ୍ କରିପାରିବେ।
୧୮ରୁ ୪୪ ଏବଂ ୪୫ ବର୍ଷ ବୟସରୁ ଅଧିକ ବର୍ଗଙ୍କ ଲାଗି ଅଗଷ୍ଟ ୨୪ ଏବଂ ୨୫ (ମଙ୍ଗଳବାର ଏବଂ ବୁଧବାର) ଟିକାକରଣ…