ନାଁ ଟା ତାହାହେଲେ ଶିବରାଜ ! ଘୋଡରେ ବସି ସ୍କୁଲ ଆସୁଛି ଏହି ୫ମ ଶ୍ରେଣୀର ଛାତ୍ର
ଭୋପାଳ: ମଧ୍ୟପ୍ରଦେଶର ଶିବରାଜ ନାମକ ଛାତ୍ର ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ଖଣ୍ଡୱାର ଛୋଟ ଗାଁ ଗୋରାଡିମାଲରେ ରହୁଥିବା ୫ମ ଶ୍ରେଣୀର ଛାତ୍ର ଶିବରାଜ ୫ କିଲୋମିଟର ଦୂରରେ ଥିବା ସ୍କୁଲକୁ ଘୋଡା ଚଳାଇ ଯାଉଛନ୍ତି । କରୋନା ଯୋଗୁ ସ୍କୁଲ ବନ୍ଦ ଥିଲା । ଏହା ଖୋଲିବା ପରେ ବସ୍ ଏବଂ…