ଆଫଗାନିସ୍ତାନ ମହିଳାଙ୍କୁ ନେଇ ଚିନ୍ତାରେ ରିୟା
ମୁମ୍ବାଇ: ଏବେ ତାଲିବାନ କବ୍ଜାରେ ଆଫଗାନିସ୍ତାନ। ଆଫଗାନିସ୍ତାନରେ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି। ଆଫ୍ଗାନିସ୍ତାନର ଯେଉଁ ବିକଳ ଚିତ୍ର ଏବଂ ଭିଡିଓଗୁଡ଼ିକ ସାମ୍ନାକୁ ଆସିୁଛି ତାହା ପ୍ରକୃତରେ ଭୟଙ୍କର।
ଯାହା ଏବେ ସମଗ୍ର ବିଶ୍ବ ପାଇଁ ଚିନ୍ତାର ବିଷୟ ପାଲଟିଛି। ଆଫଗାନିସ୍ତାନର…