ଝରାଫୁଲ ଡେଥ ମିଷ୍ଟ୍ରି; ସସପେନ୍ସ ଖୋଲିବକି ଭିସେରା ରିପୋର୍ଟ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାକୁ ଏହା ମଧ୍ୟରେ ବିତିଗଲାଣି ଏକ ସପ୍ତାହରୁ ଅଧିକ। ତେବେ ଏବେବି ଝାରଫୁଲ ମୃତ୍ୟୁ ଉପରୁ ଉଠୁନି ପରଦା। ଏବେବି ଏହି ଘଟଣା ଏକ ରହସ୍ୟ ଭଳି ମନେ ହେଉଛି।
ଏହି ଘଟଣାରେ ଦିନକୁ ନୂଆ ନୂଆ ଲିଙ୍କ ସାମ୍ନାକୁ ଆସୁଛି । ଡେଥ…